ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 26, 2022, 6:59 PM IST

୧. ମୃତ୍ୟୁ ସଂଖ୍ୟା ନେଇ ଲିଖିତ ଅଭିଯୋଗ ଆସିଲେ ସାର୍ବଜନୀନ ହେବ ପୋଷ୍ଟମର୍ଟମ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ରାୟଗଡା କାଶୀପୁର ଝାଡବାନ୍ତି ନେଇ ଆଜି ପୁନର୍ବାର ବିଧାନସଭାରେ ପ୍ରସଙ୍ଗ ଉଠିଛି ।

୨. Odisha Assembly: ମୁଲତବୀ ପ୍ରସ୍ତାବ, ଋଣଭାରରେ ବୁଡିଛି ଓଡିଶା, ଜବାବ ରଖିଲେ ଅର୍ଥମନ୍ତ୍ରୀ

ମୁଲତବୀ ପ୍ରସ୍ତାବରେ ବିରୋଧୀ ଉଠାଇଛନ୍ତି ଋଣ ଭାରରେ ବୁଡିଛି ରାଜ୍ୟ । ଏହାକୁ ନେଇ ଆଜି ବିଧାନସଭାରେ ଘମାଘୋଟ ଆଲୋଚନା ହୋଇଛି ।

୩. ବେଆଇନ ଭାବେ ପଥର ଖୋଳି ୪୨ ଲକ୍ଷ ତଣ୍ଡ ଗଣିଲେ କ୍ରସର ମାଲିକ !

ଲିଜ ଅଞ୍ଚଳ ବାହାରେ ଏପରିକି ଲିଜ ଅବଧି ସରିବା ପରେ ବେଆଇନ ଭାବେ ପଥର ଖୋଳି ଧରା ପଡିଛନ୍ତି କଳାହାଣ୍ଡିର କ୍ରସର ମାଲିକ ।

୪. Nuh DSP Murder Case: ଆଉ 3 ଅଭିଯୁକ୍ତ ଗିରଫ, ମୋଟ ଗିରଫଦାରୀ ସଂଖ୍ୟା 9କୁ ବୃଦ୍ଧି

ବେଆଇନ ଖାଦାନରେ ଚଢାଉ ବେଳେ ଜଣେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା ଘଟଣାରେ ଆଉ 3 ଅଭିଯୁକ୍ତ ଗିରଫ ।

୫. Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ

ପୁଣି ବିଶୃଙ୍ଖଳିତ ଆଚରଣ ପଡିଲା ମହଙ୍ଗା । 19 ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି ।

୬. ମେରୁ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

୨୦୨୨ ଗତ ଏପ୍ରିଲ ମାସ ୧୩ ତାରିଖର ନୟାଗଡ଼ ମେରୁ ଯାତ୍ରାରେ ଘଟିଥିଲା ବଡ଼ ଘଟଣା ।

୭.ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ: ଯୁବ କଂଗ୍ରେସ ଜାତୀୟ ସଭାପତିଙ୍କୁ ଚୁଟି ଧରି ଭିଡିନେଲା ପୋଲିସ

କଂଗ୍ରେସର ବିକ୍ଷୋଭ ବେଳେ ଏକାଧିକ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଛି ।

୮. କାଲି ପ୍ରକାଶ ପାଇବ OJEE ଫଳାଫଳ

ଆସନ୍ତାକାଲି ପୂର୍ବାହ୍ନରେ ପ୍ରକାଶ ପାଇବ OJEE ରେଜଲ୍ଟ । ବିଭାଗୀୟ ମନ୍ତ୍ରୀ ରହିବେ ଉପସ୍ଥିତ ।

୯. ବିରାଟ ଜଣେ ଗେମ ଚେଞ୍ଜର: ରବିନ ଉଥପ୍ପା

ବିରାଟଙ୍କ ଖରାପ ଫର୍ମକୁ ନେଇ ଉଥପ୍ପା କହିଛନ୍ତି, କୋହଲିଙ୍କ ଖରାପ ଫର୍ମ ଏବଂ ମ୍ୟାଚ ଜିତାଇବାର କ୍ଷମତା ଉପରେ କୌଣସି ପ୍ରଶ୍ନ ଉଠାଇବାର ଆମର ଅଧିକାର ନାହିଁ ।

୧୦. BFI ତରୁଫରୁ ଲଭଲିନାଙ୍କୁ ମିଳିଲା ସହଯୋଗ

ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ (Boxing Federation of India) ଲଭଲିନା ବୋରଗୋହେନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.