ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 20, 2022, 7:09 PM IST

୧. ରୁଚିକା ଆତ୍ମହତ୍ୟା ଘଟଣା, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ

ବିଜେବି କଲେଜରେ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

୨. ଯୋଗୀ କ୍ୟାବିନେଟରେ ଅସନ୍ତୋଷ, ଦଳିତ ବୋଲି ଅଣଦେଖା ହେଉଥିବା ଅଭିଯୋଗରେ ମନ୍ତ୍ରୀଙ୍କ ଇସ୍ତଫା

ଉତ୍ତର ପ୍ରଦେଶ ସରକାରରେ ଅସନ୍ତୋଷ । ଦଳିତ ବୋଲି ଅଣଦେଖା ଦେଉଥିବା ଅଭିଯୋଗରେ ଜଳସମ୍ପଦ ମନ୍ତ୍ରୀ ଦିନେଶ ଖାତିକଙ୍କ ଇସ୍ତଫା ।

୩. କାନ୍ଥ ଭୁଶୁଡି ଅଜା ଘରେ ଚାଲିଗଲା ନାତିର ଜୀବନ !

ବୋଲଗଡ ବ୍ଲକ ବେଗୁନିଆ ପଟଣା ଗାଁରେ ଅଘଟଣ । ଘରର କାନ୍ଥ ଭୁଶୁଡି ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି ।

୪. ପଞ୍ଜାବ ପୋଲିସର ଏନକାଉଣ୍ଟର ଶେଷ, ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ 2 ସୁଟର ସଫା

5 ଘଣ୍ଟା ପରେ ଶେଷ ହେଲା ପଞ୍ଜାବରେ ପୋଲିସ-ଗ୍ୟାଙ୍ଗଷ୍ଟାର ଏନକାଉଣ୍ଟର । 2 ଗ୍ୟାଙ୍ଗଷ୍ଟାର ସଫା ।

୫. କାଶୀପୁରରେ କାହିଁକି ବ୍ୟାପିଛି ଭିବ୍ରିଓ କଲେରା ? କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ଉଗ୍ର ରୂପ ନେଇଛି । କେଉଁ କାରଣରୁ ଭିବ୍ରିଓ କଲେରା ବ୍ୟାପିଛି ତାହାର କାରଣ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

୬. President Poll: ମୋହନଙ୍କ ବିସ୍ଫୋରଣ, ଦ୍ରୌପଦୀଙ୍କୁ ଯାଇଛି ଆଉ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ

ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିସ୍ଫୋରଣ ।

୭. OdishaAssembly: ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର, ନିୟନ୍ତ୍ରଣାଧୀନ ଆଇନ ବ୍ୟବସ୍ଥା

ବିଧାନସଭାରେ ଆଜି 2021 ବର୍ଷ ଲାଗି ଉପସ୍ଥାପିତ ହୋଇଛି ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର ।

୮. ଛାତ୍ର କଂଗ୍ରେସର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରୁ ଉଠୁନି ପରଦା । ପୋଲିସ ମଧ୍ୟ ଏଯାବତ କୌଣସି ଦୋଷୀକୁ ଗିରଫ କରିପାରିନାହିଁ ।

୯. ରାଜ୍ୟଗୋଷ୍ଠୀ କ୍ରୀଡ଼ା, କ୍ରୀଡାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଫଳତା ମନ୍ତ୍ର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମନୋନୀତ ଆଥଲେଟ୍‌ଙ୍କୁ ସମ୍ବୋଧନ ପ୍ରଧାନମନ୍ତ୍ରୀ ।

୧୦. ପୁଣି ଗର୍ଭବତୀ ଅଛନ୍ତି କି ବେବୋ ? ୟୁଜର୍ସଙ୍କ ପ୍ରଶ୍ନର ଦେଲେ ଜବାବ୍‌

କରୀନା ପୁଣି ଗର୍ଭବତୀ ଅଛନ୍ତି । ଏହି ଖବର ଗତକିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.