ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 18, 2022, 7:05 PM IST

୧. ହ୍ୱିଲ ଚେୟାରରେ ଆସି ଭୋଟ ଦେଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ସେଥିପାଇଁ ଭୋଟିଂ ଶେଷ ହୋଇଛି । ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟଙ୍କୁ ଚୟନ କରିବା ଲାଗି ହ୍ବିଲ ଚେୟାରରେ ଆସି ଭୋଟ ଦେଇଛନ୍ତି ଏକାଧିକ ସାଂସଦ ଓ ବିଧାୟକ ।

୨. Cross Voting Effect: ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଦେଶର 15 ତମ ରାଷ୍ଟ୍ରପତି ପାଇଁ ଭୋଟ ଦେଉଛି ଭାରତବର୍ଷ । କଚରୁ କୋହିମା କାଶ୍ମୀରୁ କନ୍ୟାକୁମାରୀ ସାରା ଦେଶର ବିଧାୟକ ସାଂସଦ ନୂଆ ମହାମହିମ ପାଇଁ ମତଦାନ ଦେଇଛନ୍ତି ।

୩. ପାରଳାଖେମୁଣ୍ଡି ଗଣସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା ଜଗନ୍ନାଥ ଗଜପତିଙ୍କ ନେତୃତ୍ବରେ ୧୭୬୭ରୁ ୧୮୩୪ ଯାଏଁ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ।

୪. Money laundering case: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ED ର ଜେରା

ଗିରଫ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ED ର ଜେରା । ଅନ୍ୟ କିଛି ସମ୍ପର୍କୀୟ ମଧ୍ୟ ସ୍କାନରରେ ।

୫. ଦୁଇ ସହକର୍ମୀଙ୍କୁ ଗୁଳି କରି ହତ୍ୟା ପରେ ସିକିମ ପୋଲିସ କର୍ମୀ ଗିରଫ

ଦିଲ୍ଲୀରେ କାର୍ଯ୍ୟରତ ସିକିମ ପୋଲିସ କର୍ମୀଙ୍କ ଅଭାବନୀୟ କାଣ୍ଡ । 3 ସହକର୍ମୀଙ୍କ ଉପରେ ଚଳାଇଲେ ଗୁଳି ।

୬. Monkey Pox: କେରଳରେ ଚିହ୍ନଟ ହେଲା ଦ୍ୱିତୀୟ ମାମଲା

କେରଳରେ ଚିହ୍ନଟ ହେଲା ମଙ୍କିପକ୍ସର ଦ୍ବିତୀୟ ମାମଲା । କନ୍ନରୁ ଜିଲ୍ଲାରେ ହୋଇଥିବା ସୂଚନା ଦେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

୭. Monsoon session of Parliament: କାଲି ପୂର୍ବାହ୍ନ 11 ଯାଏଁ ଲୋକସଭା ମୁଲତବୀ

ସଂସଦ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ତାତିଲେ ବିରୋଧୀ । ଦରଦାମ ଓ GST ଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରଙ୍କୁ ଘେରିଲେ ।

୮. ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ 145 ବିଧାୟକ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ଭୋଟ ଗ୍ରହଣ ଶେଷ ହୋଇଛି ।

୯. ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ବେନ୍‌ ଷ୍ଟୋକ୍ସଙ୍କ ଅବସର ଘୋଷଣା

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଇଂଲଣ୍ଡର ବିଶ୍ବକପ ବିଜେତା ଅଲରାଉଣ୍ଡର ତଥା ଟେଷ୍ଟ କ୍ୟାପଟେନ୍‌ ବେନ ଷ୍ଟୋକ୍ସ ଅବସର ଘୋଷଣା କରିଛନ୍ତି ।

୧୦. Armaan Kohli Assault Case: ବଢିପାରେ ଅରମାନଙ୍କ ଅଡୁଆ, ପୁଣି ଖୋଲିବ 8ବର୍ଷ ପୁରୁଣା ମାମଲା

ପୁଣି ଥରେ ଅରମାନ କୋହଲିଙ୍କ ବିଷୟରେ ଏକ ବଡ଼ ଖବର ଆସିଛି । 2014 ମସିହାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ପୁଣି ଖୋଲିପାରେ । ଏଭଳି ପରିସ୍ଥିତିରେ ଅଭିନେତାଙ୍କ ଅସୁବିଧା ପୁଣି ବଢିପାରେ ବୋଲି ଆଶଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.