ETV Bharat / bharat

TOP NEWS@7PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 10, 2022, 7:26 PM IST

୧. କୁସୁମ ଓ ପଣସ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ୧୩ ଛାତ୍ରଛାତ୍ରୀ

ଜ୍ବର ଓ ଝାଡ଼ାବାନ୍ତିରେ ପିଡିତ ହେବାପରେ ହସ୍ପିଟାଲରେ ଭର୍ତ୍ତି ହେଲେ କୁକୁଡିମୁଣ୍ଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲର ୧୩ ଛାତ୍ରଛାତ୍ରୀ ।

୨. ରାଷ୍ଟ୍ରପତି ନିର୍ବାଚନ: ଭୋଟ ନାକଚ ନହେବା ପାଇଁ ସାଂସଦ ଓ ବିଧାୟକଙ୍କୁ ଟ୍ରେନିଂ ଦେବ ବିଜେପି

ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନରେ ଯେମିତି ଗୋଟିଏ ବି ଭୋଟ ନାକଚ ନହୁଏ ସେଥିପ୍ରତି ଗୁରୁତ୍ବ ଦେଉଛି ବିଜେପି ।

୩ . ଗୋଆ କଂଗ୍ରେସରେ ଫାଟ, ବିଜେପିରେ ମିଶିବେ ୯ ବିଧାୟକ !

ଗୋଆ କଂଗ୍ରେସରେ କନ୍ଦଳ । ବିଜେପିରେ ମିଶି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ୯ ବିଧାୟକ ।

୪. ଭାରତ ଉପରେ ମାଆ କାଳୀଙ୍କ ଆର୍ଶୀବାଦ ରହିଛି: ମୋଦି

ବିବାଦୀୟ କାଳୀ ପୋଷ୍ଟରକୁ ନେଇ ବିବାଦ ମଧ୍ୟରେ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ । ଭାରତ ଉପରେ ଦେବୀ କାଳୀଙ୍କ ଆର୍ଶୀବାଦ ରହିଛି କହିଲେ ମୋଦି ।

୫. ଅନୁଗୋଳର ମେଧାବୀ ଛାତ୍ରୀ ଆଦ୍ୟାଶା, ୯୯ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ଆଣିଲେ ସୁନାମ

ନିକଟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି ।

୬. ବସରେ ନାବାଳିକାକୁ ଅସଦାଚରଣ ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଘରୋଇ ବସରେ ଯାଜପୁରର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ ।

୭. Suna Besha: ସୁନାରେ ଝଲସୁଛନ୍ତି ମହାବାହୁ, ଦର୍ଶନ କରନ୍ତୁ ପ୍ରଭୁଙ୍କ ରାଜା ରଜେଶ୍ବର ବେଶ

ଆଜି ସୁନାବେଶ । ମହଣ ମହଣ ସୁନାରେ ଝଲସୁଛନ୍ତି ମହାବାହୁ । କାଳିଆର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତ ଗହଳି ।

୮. ଲାଲଗଡ଼ରୁ ମାଓବାଦୀ ଗିରଫ

ମାଲକାନଗିରିରେ ଭାରତୀୟ ଯବାନଙ୍କୁ ବଡ଼ ସଫଳତା । କୁମ୍ବିଂ ଅପରେସନ ବେଳେ ଧରା ପଡ଼ିଲା ମାଓବାଦୀ ଲକ୍ଷ୍ମଣ ପଡିଆମୀ ।

୯. India-England 3rd T20: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଭାରତ ଇଂଲଣ୍ଡ ମଧ୍ୟରେ ଆଜି(ରବିବାର) ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ।

୧୦. ରୋହିତଙ୍କ ଆଉ ଏକ ମାଇଲଷ୍ଟୋନ୍‌, ପ୍ରଥମ ଭାରତୀୟ ଭାବେ ଟି-20iରେ ମାରିଲେ 300 ଚୌକା

ଅଧିନାୟକ ତଥା ଭାରତୀୟ ବ୍ୟାଟର ରୋହିତ ଶର୍ମା ଟି-20 ମ୍ୟାଚରେ ତାଙ୍କର 300 ଟି ଚୌକା ପୁରା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.