ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 27, 2022, 7:05 PM IST

୧. ଓଡ଼ିଆ ବୈଜ୍ଞାନିକଙ୍କ କମାଲ: ଷ୍ଟେଜ୍‍-3ରେ କର୍କଟ ରୋଗକୁ ଭଲ କରିବାକୁ ଉଦ୍ଭାବନ କଲେ ଔଷଧ

ଷ୍ଟେଜ୍‍-3ରେ କର୍କଟ ରୋଗ ରୋଗକୁ ଭଲ କରିବା ପାଇଁ ଜିନ୍‍ ଆବିଷ୍କାର ଏବଂ ଔଷଧ ଉଦ୍ଭାବନ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ର ।

୨. Moosewala Murder Case: ରିମାଣ୍ଡରେ ଲରେନ୍ସ ବିଷ୍ଣୋଇ, SCରେ ଚ୍ୟାଲେଞ୍ଜ କଲେ ବାପା

ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି ପଞ୍ଜାବ ପୋଲିସ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ବାପା ।

୩ . Presidential Polls: କାହାକୁ ସମର୍ଥନ ଦେବ JMM ? ଶାହ-ସୋରେନ ଆଲୋଚନା ପରେ ନିଷ୍ପତ୍ତି

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ରାଷ୍ଟ୍ରପତି ନିର୍ବାଚନରେ ଝାଡ଼ଖଣ୍ଡର ଶାସକ ଦଳ JMM କାହାକୁ ସମର୍ଥନ ଦେବ ସେନେଇ ନିଷ୍ପତ୍ତି ନେବ ।

୪. କଂଗ୍ରେସ ପାର୍ଟି ଚାଇନା ଏଜେଣ୍ଟରେ ପରିଣତ ହୋଇଛି: ପୃଥ୍ବୀରାଜ ହରିଚନ୍ଦନ

କଂଗ୍ରେସର ସତ୍ୟାଗ୍ରହ ବିରୋଧରେ ବର୍ଷିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

୫. Kumbh Mela 2025: ଆହୁରି ଭବ୍ୟ ହେବ ପୂର୍ଣ୍ଣ କୁମ୍ଭମେଳା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Cm Yogi Adityanath) 2025ରେ ହେବାକୁ ଥିବା କୁମ୍ଭମେଳା (Kumbh Mela 2025)କୁ 2019 ତୁଳନାରେ ଆହୁରି ଭବ୍ୟଦିବ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି

୬. ଅନବସର ଚତୁର୍ଦ୍ଦଶୀ: ସରିଲା ମହାପ୍ରଭୁଙ୍କ ଖଡ଼ି ପ୍ରସାଦ ବିଜେ

ଆଜି ଶ୍ରୀମନ୍ଦିରରେ ଅନବସର ଚତୁର୍ଦ୍ଦଶୀ ଦିବସରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି ସମ୍ପର୍ଣ୍ଣ ହୋଇଯାଇଛି ।

୭. Weather Update: ଘଡଘଡି ସହ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

୮. ୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ

୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ । ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି ।

୯. ଜୁଆ ଆଡ୍ଡାରେ ପୋଲିସର ଅଚାନକ ଚଢାଉ, ୩ ଗିରଫ

ଜୁଆ ଆଡ୍ଡା ଉପରେ ବେଗୁନିଆ ପୋଲିସର ଚଢାଉ । ବେଗୁନିଆ ଥାନା ଅର୍ନ୍ତଗତ ମାନପୁର ଜଙ୍ଗଲ ଭିତରୁ ୩ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ ।

୧୦. ମାଆ ହେବେ ଆଲିଆ, ବି-ଟାଉନରୁ ଛୁଟିଲା ଶୁଭେଚ୍ଛା ସୁଅ

ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ଏହି ଦମ୍ପତି ଖୁସି ଖବର ଦେବା ପରଠୁ ପ୍ରଶଂସକ ଏବଂ ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏଥିରେ ଆଲିଆ ଭଟ୍ଟଙ୍କ ପିତା-ମାତା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.