ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 15, 2022, 7:14 PM IST

୧. Presidential election: ସରିଲା ବିରୋଧୀଙ୍କ ବୈଠକ, ମିଳିତ ପ୍ରାର୍ଥୀ ନେଇ ସଙ୍କଳ୍ପ ପାରିତ

ଦିଲ୍ଲୀରେ ବସିଥିବା ବିରୋଧୀଙ୍କ ବୈଠକ ଶେଷ । ରାଷ୍ଟ୍ରପତି ପ୍ରାର୍ଥୀତ୍ବ ନେଇ ଶରଦ ପାଓ୍ବାରଙ୍କ ଅନିଚ୍ଛା ପ୍ରକାଶ ।

୨. ରାଜ୍ୟପାଳଙ୍କୁ ଭେଟିଲେ ନବନିର୍ବାଚିତ ବାଚସ୍ପତି

ରାଜ୍ୟ ବିଧାନସଭାର ୧୬ତମ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟିଲେ ବିକ୍ରମ କେଶରୀ ଆରୁଖ ।

୩. ED questioning Rahul Gandhi: ପ୍ରତିବାଦବେଳେ ସଚିନ ପାଇଲଟ ଅଟକ

ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ବିରୋଧରେ ଦେଶବ୍ୟାପୀ କଂଗ୍ରେସର ପ୍ରତିବାଦ ।

୪. Presidential poll: ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଆରମ୍ଭ

ଦିଲ୍ଲୀରେ ଆରମ୍ଭ ହେଲା ବହୁପ୍ରତୀକ୍ଷିତ ମିଳିତ ବିରୋଧୀଙ୍କ ବୈଠକ । 18 ଦଳର ନେତା ସାମିଲ ।

୫. ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ! କଂଗ୍ରେସ ନେତାଙ୍କ ବିରୋଧରେ ଏତଲା

ନାଗପୁରରେ ଇଡି କାର୍ଯ୍ୟାଳୟ ବାହାରେ ପ୍ରତିବାଦବେଳେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ।

୬. ଓଟିଡିସିରେ ଜମୁଛି ରଜର ଆସର, ଦୋଳି ସହ ରଜପାନ ଖାଇ ଖୁସି ମନାଉଛନ୍ତି କୁଆଁରୀ

ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ ।

୭. Google Read Along ଆପ୍‌ ବ୍ୟବହାରରେ ବିଶ୍ବ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ

Google Read along ବ୍ୟବହାରରେ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ ।

୮. ୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ

ତାତିରୁ ମିଳିବ ମୁକ୍ତି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ।

୯. ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା କରୁଛନ୍ତି ସରକାର: ସୁର ରାଉତରାୟ

ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ କ୍ଷୋଭ ବାଢିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ।

୧୦. First Night High School: ୮୦ ବର୍ଷରେ ଅଧିକାଂଶ ଶିକ୍ଷିତ

୮୦ ବର୍ଷରେ ଦେଶର ପ୍ରଥମ ନାଇଟ ହାଇସ୍କୁଲ ନବଭାରତ, ଯେଉଁଠାରେ ଶିକ୍ଷା ଆହରଣ କରନ୍ତି ବୟସ୍କ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.