ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 17, 2022, 7:03 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ମାଲକାନଗିରି ଜିଲ୍ଲାକୁ ମିଳିଲା DDUPSP ପୁରସ୍କାର

ମାଲକାନଗିରି ଜିଲ୍ଲା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଇଛି। ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ମାଲକାନଗିରି ଜିଲ୍ଲାର ମାଥିଲି ପଞ୍ଚାୟତ ସମିତିର କତ୍ତାପାଲୀ ଗ୍ରାମ ପଞ୍ଚାୟତକୁ, ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି ।

2. ପ୍ରକାଶ ପାଇଲା ନବମ ଶ୍ରେଣୀ ପରୀକ୍ଷା ଫଳ: ପାସ ହାର ୮୭.୨୦%

ପ୍ରକାଶ ପାଇଲା ଚଳିତ ବର୍ଷର ନବମ ଶ୍ରେଣୀ ପରୀକ୍ଷା ଫଳ । ପାସ ହାର ୮୭.୨୦ ପ୍ରତିଶତ । 1 ଗ୍ରେଡରେ 9,039 ଜଣ ଛାତ୍ରାଛାତ୍ରୀ କୃତକାର୍ଯ୍ୟ । F (II) ଗ୍ରେଡ ପାଇଥିବା 30,138 ଜଣ ଛାତ୍ରଛାତ୍ରୀ ଦେବେ ଇମ୍ପୃଭମେଣ୍ଟ ପରୀକ୍ଷା ।

3. କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ମିଳିଲା ସନ୍ଧାନ, ୧୨ ତାରିଖରୁ ଥିଲେ ନିଖୋଜ

ମିଳିଲା ଆସ୍କା କଂଗ୍ରେସ ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ସନ୍ଧାନ । ଗତ ୧୨ ତାରିଖରୁ ଥିଲେ ନିଖୋଜ ।

4. ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଅଡୁଆ ବଢିଲା ! ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ପାଇଁ ବଢ଼ିଲା ଅଡୁଆ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନୋଟିସ ଜାରିକଲେ OHRC ।

5. ଚିଦାମ୍ବରମଙ୍କ ବେଦାନ୍ତ ଲିଙ୍କ ! ଝାରସୁଗୁଡାରେ ସିବିଆଇ ରେଡ

ଚୀନ ନାଗରିକଙ୍କୁ ଭିସା ଯୋଗାଇ ଦେବା ମାମଲାରେ 50 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି ପୁଣି ଥରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘର ଅଫିସରେ ସିବିଆଇ ରେଡ କରୁଛି ।

6. ବୁଡଗାମରୁ 2 ଆତଙ୍କବାଦୀ ସହଯୋଗୀ ଗିରଫ

କାଶ୍ମୀରର ବୁଡଗାମରୁ 2 ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କଲା ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ । ବିସ୍ଫୋରକ ସହ ଆପତ୍ତିଜନକ ସାମଗ୍ରୀ ଜବତ । LeT ସହଯୋଗୀ ହୋଇଥିବା ପୋଲିସର ସୂଚନା ।

7. ମଧ୍ୟପ୍ରଦେଶରେ ହନୁମାନ ମୂର୍ତ୍ତିକୁ ନେଇ ଗୋଷ୍ଠୀ ସଂଘର୍ଷ, 144 ଧାରା ଜାରି

ମଧ୍ୟପ୍ରଦେଶର ନିମୁଚ୍‌ ସହରରେ ହନୁମାନ ମୂର୍ତ୍ତିକୁ ନେଇ ସାମ୍ପ୍ରଦାୟିକ ସଂଘର୍ଷ । ଜାରି ହେଲା 144 ଧାରା । କୌଣସି କାର୍ଯ୍ୟକ୍ରମକୁ ନାହିଁ ଅନୁମତି । ସୁରକ୍ଷା ବଳ ମୁତୟନ ।

8. WATCH VIDEO: ମା' କ୍ଷୀର ପ୍ରତି ଅମଙ୍ଗ ବାଛୁରୀ, କୁକୁରଠୁ କରୁଛି ସ୍ତନ୍ୟପାନ

ଗୋଟିଏ ପ୍ରଜାତିର ପଶୁ ଅନ୍ୟ ପ୍ରଜାତି ଠାରୁ ସ୍ତନ୍ୟପାନ କରୁଥିବା ଖବର ତ ଆପଣ ବହୁତ ଶୁଣିଥିବେ । ହେଲେ ଏଠାରେ ଘଟିଥିବା ଘଟଣା କିଛି ଅଲଗା ।

9. ମହଙ୍ଗା ପଡିଲା ପ୍ଲାଷ୍ଟିକ୍‌ ସର୍ଜରୀ: ଚାଲିଗଲା କନ୍ନଡ ଅଭିନେତ୍ରୀଙ୍କ ପ୍ରାଣ, ଥାନାରେ ମାମଲା

ନିଶା ଘାରିଥିଲା ଅଭିନେତ୍ରୀଙ୍କୁ, ତାହା ପୁଣି ଏମିତି ସେମିତି ନୁହେଁ । ଓଜନ କମାଇବା ପାଇଁ କରାଇଥିଲେ କସ୍ମେଟିକ୍ସ ସର୍ଜରୀ। ହେଲେ ଏହି ସର୍ଜରୀ ତାଙ୍କ ପାଇଁ କାଳ ସାଜିଲା । ପ୍ଲାଷ୍ଟିକ୍‍ ସର୍ଜରୀ ପାଇଁ ଚାଲିଗଲା କନ୍ନଡ ଅଭିନେତ୍ରୀଙ୍କ ପ୍ରାଣ ।

10. ବେବି ପିଙ୍କ ଅଫ୍‌ ସୋଲ୍ଡର ଡ୍ରେସରେ ତାପସୀ ପନ୍ନୁ, ଦେଖନ୍ତୁ କ୍ୟୁଟ ଫଟୋ

ତାପସୀ ପନ୍ନୁ ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଅଫ ସୋଲ୍ଡର ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଦେଖନ୍ତୁ ଫଟୋ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.