ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 16, 2022, 7:11 PM IST

1. ପ୍ରତ୍ୟେକ୍ଷ ରାଜନୀତିରୁ ଅବସର ନେବେ ବିଧାୟକ ସୁର

ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ୟାସ ନେବେ କଂଗ୍ରେସର ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

2. ତାତିରୁ ମିଳିବ ମୁକ୍ତି, ଆଣ୍ଡାମାନ ଛୁଇଁଲା ମୌସୁମୀ

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ପ୍ରଭାବରେ ବର୍ଷା ଆରମ୍ଭ । ଆଗାମୀ ଦୁଇ ଦିନ ମଧ୍ୟରେ ତାମିଲନାଡୁ ଓ ଲାକ୍ଷାଦ୍ବୀପରେ ମଧ୍ୟ ଆରମ୍ଭ ହେବ ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ ଅନୁକୂଳ ପାଗ ପାଇଁ ସାମାନ୍ୟ ସହଳ ଛୁଇଁବ କେରଳ ଉପକୂଳ ।

3. PM Mod in Nepal: ଲୁମ୍ବିନୀରେ ଦ୍ବିପାକ୍ଷିକ ଆଲୋଚନା କଲେ ମୋଦି-ଦେଉବା

ନେପାଳରେ ମୋଦି । ବୁଦ୍ଧ ପୂର୍ଣ୍ଣିମାରେ ଏକାଧିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହେଲେ ସାମିଲ । ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ କଲେ ଦ୍ବିପାକ୍ଷିକ ଆଲୋଚନା ।

4. Kashmir Files ଏକ ଆଧାରହୀନ ଚଳଚ୍ଚିତ୍ର, ଏହାକୁ ତୁରନ୍ତ ବ୍ୟାନ କରାଯାଉ: ଫାରୁକ ଅବଦୁଲ୍ଲା

ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସକୁ ନେଇ ପୁଣି ବର୍ଷିଲେ ଫାରୁକ ଅବଦୁଲ୍ଲା । କହିଲେ ଭିତ୍ତିହୀନ ବିଷୟବସ୍ତୁ । ସାମାଜିକ ବିଭେଦ ସୃଷ୍ଟିକାରୀ । ବ୍ୟାନ କରିବା ପାଇଁ କଲେ ଦାବି ।

5. ଜ୍ଞାନବ୍ୟାପୀ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବନ୍ଦ ଆବେଦନ: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ଜ୍ଞାନବ୍ୟାପୀ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବନ୍ଦ ଆବେଦନ । ଆସନ୍ତାକାଲି ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ ।

6. ରଥଖଳା ହାଲଚାଲ: ଚକ ଅଖ ଡେରା ନୀତି ପାଇଁ ଚାଲିଛି ପ୍ରସ୍ତୁତି

ଆସନ୍ତା ଜୁଲାଇ 1 ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।

7. Buddha Purnima: ବୌଦ୍ଧ ଧର୍ମାବଲମ୍ବୀଙ୍କ ପବିତ୍ର ଦିନ, ଜାଣନ୍ତୁ କଣ ରହିଛି ବିଶେଷତ୍ତ୍ବ ?

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ତେବେ ଆଜି ଦିନର କଣ ରହିଛି ବିଶେଷତ୍ବ ? କିପରି ବୁଦ୍ଧ ଜୟନ୍ତୀ ପାଳନ କରାଯାଏ ?

8. ଲୋକାର୍ପଣକୁ ୯ବର୍ଷ, ଚାଷୀଙ୍କ କାମରେ ଆସିଲା ନାହିଁ ଶୀତଳ ଭଣ୍ଡାର

ରାୟଗଡାରେ ଥିବା ଶୀତଳ ଭଣ୍ଡାରକୁ ବିତିଲାଣି ୯ ବର୍ଷ । ହେଲେ ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ ଚାଷୀଙ୍କ କାମରେ । ଚାଷୀଙ୍କ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ଭଣ୍ଡାରେ ଏବେ ଭୂତ କୋଠିରେ ପରିଣତ ହୋଇଛି ।

9. Prithviraj: ମୁଭିରେ ବ୍ୟବହାର ହୋଇଛି ୫୦ ହଜାରରୁ ଊର୍ଦ୍ଧ୍ବ ପୋଷାକ, ୫୦୦ ପ୍ରକାରର ପଗଡି

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଐତିହାସିକ ଚଳଚ୍ଚିତ୍ର ପୃଥ୍ବୀରାଜ ରିଲିଜ ଅପେକ୍ଷାରେ । ବର୍ତ୍ତମାନ ଏହି ଚଳଚ୍ଚିତ୍ରକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

10. Women T20 Challenge: ବିସିସିଆଇ ଘୋଷଣା କଲା ଦଳ, ୩ ଟିମ ମଧ୍ୟରେ ହେବ ଲଢେଇ

ମହିଳା ଟି -20 ଚ୍ୟାଲେଞ୍ଜ ପାଇଁ ବିସିସିଆଇ(BCCI) ଦଳ ଘୋଷଣା କରିଛି । ସ୍ମୃତି ମନ୍ଧାନା, ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମାଙ୍କୁ ୩ଟି ଭିନ୍ନ ଦଳର ଅଧିନାୟିକା କରାଯାଇଛି । ପୁଣେର MCA ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.