ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 13, 2022, 7:02 PM IST

1.Ratha Yatra: ଫୋକସରେ ସୁରକ୍ଷା ବ୍ୟବସ୍ଥା, ପୁରୀରେ ଲାଗିବ 500 CCTV

ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

2.Twitter ନେଇ ନୂଆ ଟ୍ୱିଷ୍ଟ: ଫେକ୍ ୟୁଜର୍ସ ଡାଟା ମାଗିଲେ ମସ୍କ, ସ୍ଥଗିତ ରଖିଲେ ଡିଲ୍

ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ ।

3.ବସରେ ନିଆଁ ଲାଗି ୨ ମୃତ, ୨୨ ଆହତ

ବସରେ ନିଆଁ ଲାଗି ୨ ମୃତ ଓ ୨୨ ଆହତ । ଜମ୍ମୁ ଏବଂ କାଶ୍ମୀରର ଖାରମାଲ ବସରେ ନିଆଁ ଲାଗି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

4.ଡକାୟତି ଉଦ୍ୟମ ସମୟରେ 7ଜଣଙ୍କୁ ବାନ୍ଧିଲା ପୋଲିସ, ମାରଣାସ୍ତ୍ର ଜବତ

ଡକାୟତି ଉଦ୍ୟମ ପଣ୍ଡକଲା ପୋଲିସ । ଟ୍ରକ ଡ୍ରାଇଭରଙ୍କୁ ବାଟରେ ଅଟକାଇ ଲୁଟ୍ ସମୟରେ 7 ଅଭିଯୁକ୍ତଙ୍କୁ ଧରିଲା ପୋଲିସ ।

5.Delhi Bulldozer Action: କାଲି ଆପ୍ ବିଧାୟକଙ୍କ ବୈଠକ ଡାକିଲେ କେଜ୍ରିଓ୍ୱାଲ

ରାଜଧାନୀ ଦିଲ୍ଲୀରେ ବିଭନ୍ନ ଅଞ୍ଚଳରେ ହେଉଥିବା ଉଚ୍ଛେଦକୁ ନେଇ ରାଜନୀତ ଥମିବାରେ ନାଁ ନେଉ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଆମ ଆଦମୀ ପାର୍ଟିର ସମସ୍ତ ବିଧାୟକଙ୍କ ସହିତ ଏକ ବୈଠକ ଡାକିଛନ୍ତି ।

6.କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ବନ୍ଧାହେଲେ ୫ ଅଭିଯୁକ୍ତ

ଝାଡଖଣ୍ଡର ରାଞ୍ଚିରେ ଲଜ୍ଜା । ଯୁବତୀଙ୍କୁ କାରରେ ଗଣଦୁଷ୍କର୍ମ ! ୫ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।

7.ଦିଲ୍ଲୀରେ ବେଆଇନ ଉଚ୍ଛେଦ ପ୍ରକ୍ରିୟା: ବିକ୍ଷୋଭ ପ୍ରଦର୍ଶନ କରି ଆପ ବିଧାୟକ ଗିରଫ

ଦିଲ୍ଲୀ ବେଆଇନ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆପ ବିଧାୟକଙ୍କୁ ବାନ୍ଧିଲା ପୋଲିସ ।

8.ରାଜସ୍ଥାନରେ ନାବାଳିକାକୁ ଦୁଷ୍କର୍ମ ! ଜେଜେ ବାପା ସମେତ ବନ୍ଧାହେଲେ 3 ଅଭିଯୁକ୍ତ

12 ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ ! ଆଉ ଏବେ ୫ ମାସର ଗର୍ଭବତୀ ଅଛି ନାବାଳିକା । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଧିରେ । ଦୁଷ୍କର୍ମ ମାମଲାରେ ଜେଜେ ସହ ବନ୍ଧା ହେଲେ ଅନ୍ୟ ୨ ଅଭିଯୁକ୍ତ ।

9.Amarnath Yatra 2022: ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରଗୃହ ସଚିବଙ୍କ ବୈଠକ

ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ । ତେବେ ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ।

10.ଡେଭିଡ ଜନ ହେଲେ ଓଡିଶା ହକି ଟିମ୍ ନିର୍ଦ୍ଦେଶକ

ଓଡିଶା ହଟି ଟିମ୍ ନିର୍ଦ୍ଦେଶକ ଭାବେ ଅଷ୍ଟ୍ରେଲୀୟ ହକି କ୍ରୀଡାବିତ ଡେଭିଡ ଜନଙ୍କୁ ମିଳିଲା ନିଯୁକ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.