ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ@7pm

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 11, 2022, 7:15 PM IST

୧. ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନତି

ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟ କରୁଥିବା ୪୪ ଜଣ ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନିତି ।

୨. ଆସନ୍ତା 13ରୁ ବଦଳିବ ପାଗ, ବଢିବ ତାପମାତ୍ରା

ଆସନ୍ତା 13 ରୁ ବଦଳିବ ପାଗ । 2ରୁ 4 ଡିଗ୍ରୀ ବଢିବ ଦିନ ତାପମାତ୍ରା। କାରଣ ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି।

୩. Pooja Singhal Arrested: ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ ଗିରଫ

ମାରାଥନ ଜେରା ପରେ ଗିରଫ ହେଲେ ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ । ଗତକାଲି ଠାରୁ ମନି ଲଣ୍ଡ୍ରିଂ ମାମଲାରେ ଜେରା କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

୪. ଜଗନ୍ନାଥଙ୍କୁ ନେଇ ରାଜନୀତି ନକରନ୍ତୁ ସମ୍ବିତ: କଂଗ୍ରେସ ବିଧାୟକ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ ।

୫. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିଜେପି ରାଜନୀତି କରୁଛି କହିଲେ ବିଜେଡି ଓ ସେବାୟତ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମାଲୋଚନା ପ୍ରସଙ୍ଗ । ମହାପ୍ରଭୁଙ୍କ କାର୍ଯ୍ୟରେ ସମ୍ବିତଙ୍କ ରାଜନୀତିକୁ ବରିଷ୍ଠ ସେବୟତ ଓ ବିଜେଡିର ନିନ୍ଦା ।

୬. ଇସ୍ରାଏଲ ସେନା ଗୁଳିରେ Al-Jazeera ସାମ୍ବାଦିକଙ୍କ ମୃତ୍ୟୁ !

ଓ୍ବେଷ୍ଟ-ବ୍ୟାଙ୍କ ଟାଉନରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ । ଗୁଳି ମାଡରେ Al-Jazeera ରେ କାର୍ଯ୍ୟରତ ଜଣେ ପାଲଷ୍ଟାଇନ ସାମ୍ବାଦିକଙ୍କ ମୃତ୍ୟୁ ଅଭିଯୋଗ ।

୭. Sri Lanka violence: ଅସମ୍ଭାଳ ଶ୍ରୀଲଙ୍କା, ରାଜପଥରେ ସେନା

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ ପରେ ରାଜରାସ୍ତାରେ ସେନା । ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଲେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ।

୮. କାଶ୍ମୀର ଫାଇଲ୍ସ: ବିବେକ ଅଗ୍ନିହୋତ୍ରୀ ଓ ଶଶୀ ଥରୁରଙ୍କ ମଧ୍ୟରେ ଟ୍ୱିଟ୍ ଓ୍ୱାର

କାଶ୍ମୀର ଫାଇଲ୍ସକୁ ନେଇ ଦୁଇ ସେଲିବ୍ରିଟି ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଶଶି ଥରୁରଙ୍କ ମଧ୍ୟରେ ଟୁଇଟରେ ଦେଖିବାକୁ ମିଳିଛି ଶୀତଳ ଯୁଦ୍ଧ।

୯. Twitterକୁ କମବ୍ୟାକ୍ କରିବେ ଟ୍ରମ୍ପ ! ଇସାରା ଦେଲେ Elon Musk

ଡୋନଲ୍ଡ ଟ୍ରମ୍ପଙ୍କ ଉପରୁ ହଟିବ ଟ୍ବିଟର କଟକଣା । ସଙ୍କେତ ଦେଲେ ନୂତନ ଚ୍ବିଟର ମାଲିକ ଏଲନ ମସ୍କ ।

୧୦. Cannes 2022: ଅନୁରାଗ ଠାକୁରଙ୍କ ରେଡ କାର୍ପେଟରେ ଚାଲିବେ ଅକ୍ଷୟ କୁମାର, AR Rahman

75ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଉତ୍ସବ ଚଳିତ ବର୍ଷ ମେ 17 ରୁ 28 ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.