ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 2, 2022, 7:05 PM IST

୧. Brajrajnagar By-Poll: ମେ ୩୧ରେ ବ୍ରଜରାଜଗନର ଉପନିର୍ବାଚନ, ଜୁନ୍‌ ୩ରେ ଗଣତି

ଆସନ୍ତା ମେ ୩୧ ତାରିଖରେ ବ୍ରଜରାଜଗନର ଉପନିର୍ବାଚନ ହେବ । ଘୋଷଣା କଲେ ଭାରତ ନିର୍ବାଚନ ଆୟୋଗ । ଜୁନ ୩ ରେ ଗଣତି।

୨. PM Modi In Germany: ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିଛନ୍ତି ।

୩. ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା କେସ ପ୍ରତ୍ୟାହାର ହେଉ: ପୃଥ୍ବୀରାଜ

ପୃଥ୍ବୀରାଜ ଅଭିଯୋଗ କରିଛନ୍ତି, ଯଦି ବିରୋଧୀ ଦଳର ବିଧାୟକ ମାନେ କିଛି ନିର୍ଦ୍ଦେଶ ଦେଉଛନ୍ତି ତାକୁ ପାଣିର ଗାର ବୋଲି ଭାବୁଛନ୍ତି ଅଫିସର ମାନେ । ସାଧାରଣ ଲୋକମାନଙ୍କର ସମସ୍ୟାକୁ ନେଇ ସରକାରୀ ଅଫିସରଙ୍କୁ ତାଗିଦ କରିବା କୌଣସି ପ୍ରକାର ଭୁଲ ନାହିଁ ।

୪. Pcc Race: ନବଜ୍ୟୋତିଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ନିରଞ୍ଜନ

ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସର ଯୁବନେତା ନବଜ୍ୟୋତି ପଟ୍ଟନାୟକ ହେବେ କି ପିସିସି ସଭାପତି? ପିସିସି ସଭାପତି ହେବା ପାଇଁ ତାଙ୍କ ମନ ଅଛି କି ? ଦିଲ୍ଲୀରେ ଲବି ହେଉଛି କି ?

୫. ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା ରୁଜୁ କଲା OHRC

ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାର କମିଶନ ।

୬. ରାଜଧାନୀରେ ଅଧା ସ୍କୁଲ ଖୋଲା, ଅଧା ବନ୍ଦ

ରାଜଧାନୀରେ ଅଧା ସ୍କୁଲ ଖୋଲା ଅଧା ସ୍କୁଲ ବନ୍ଦ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଥିବାବେଳେ ଅନ୍ୟ ସମସ୍ତ କ୍ଲାସ ମଧ୍ୟ ବନ୍ଦ କରିଦିଆଯାଇଛି ।

୭. CS-ACSଙ୍କୁ ଭେଟିଲା OAS ସଂଘ, ଅଧିକାରୀଙ୍କୁ ସୁରକ୍ଷା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି

ବିଡିଓଙ୍କୁ ମାଡ ଅଭିଯୋଗ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଭେଟିଛି ଓଏଏସ ସଂଘ । ଅଫିସରଙ୍କ ସୁରକ୍ଷା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଦେବଗଡରେ ଆନ୍ଦୋଳନ ଆଗାମୀ ଦିନରେ ସ୍ଥିତିକୁ ବିଗାଡିବା ସହ ଅଧିକାରୀମାନେ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରିଛି ସଂଘ । ଏନେଇ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି ।

୮. ୪୭ ସନ୍ତାନଙ୍କ ପିତା ହୋଇସାରିଲେଣି ଏହି ଯୁବକ, ଆଉ ୧୦ ସନ୍ତାନ ପାଇଁ ଆଗ୍ରହୀ

୩୦ ବର୍ଷୀୟ ଯୁବକଙ୍କ ନିଆରା ପ୍ରୟାସ । ବର୍ତ୍ତମାନ ସୁଦ୍ଧା ୪୭ ସନ୍ତାନଙ୍କ ପିତା ।

୯. ଭୁବନେଶ୍ବର AIIMSରେ ପ୍ରଥମ, ଯୋଡାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ଆଙ୍ଗୁଳି

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ବୁଢା ଆଙ୍ଗୁଳି ପ୍ରତିରୋପଣ (Thumb Transplantation) ସଫଳ ହୋଇଛି । ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ବାମ ହାତର ବୁଢା ଆଙ୍ଗୁଳିକୁ ଯୋଡ଼ିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ ।

୧୦. ବିମାନବନ୍ଦରରେ ଯବାନଙ୍କ ବ୍ୟାଗରୁ ଉଦ୍ଧାର ହେଲା ଗ୍ରେନେଡ

ଶ୍ରୀନଗରର ବିମାନବନ୍ଦର ଯବାନଙ୍କ ବ୍ୟାଗରୁ ବାହାରିଲା ଗ୍ରେନେଡ । ଯାଞ୍ଚ କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.