ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ଟପ ନ୍ୟୁଜ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 30, 2022, 7:03 PM IST

୧. ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର: ମେୟର ସୁଲୋଚନା

ଏଣିକି ଚମକିବ ରାଜଧାନୀ ଭୁବନେଶ୍ବର । ସ୍ବଚ୍ଛ ଭାରତ ଅଭିଯାନ କ୍ରମରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର । ବିଏମସି ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ ।

୨. ଚନ୍ଦନଯାତ୍ରା: ଚାପଡଙ୍ଗା ମରାମତି ଆରମ୍ଭ, ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସର ମକଡ୍ରିଲ୍

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଆରମ୍ଭ ହେଲା ଚାପଡ଼ଙ୍ଗା ମରାମତି । ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ ।

୩. Article 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାବଦକୁ ଖର୍ଚ୍ଚ ହେଲାଣି ୯ ହଜାର କୋଟି

କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରେ ସୁରକ୍ଷା ବ୍ୟବସ୍ଥା ବାବଦକୁ ଖର୍ଚ୍ଚ ହେଲାଣି ୯ ହଜାର କୋଟିରୁ ଉର୍ଦ୍ଧ୍ବ । ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ ।

୪. ସେନା ଦେଲା ବାହାଘର ଉପହାର ! ଘରେ ପହଞ୍ଚିଲେ ଓଡିଆ ଯବାନ, ପରିବାରରେ ଖୁସିର ମାହୋଲ

ବିବାହ ପାଇଁ ଏୟାରଲିଫ୍ଟରେ ଆସି ଢେଙ୍କାନାଳରେ ପହଞ୍ଚିଲେ ଓଡିଆ ଯବାନ । ପରିବାରରେ ଖୁସିର ମାହୋଲ ଖେଳିଯାଇଥିବା ଦେଖିବାକୁ ମିଳିଛି ।

୫. କୋର୍ଟରେ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ: PM Modi

ସ୍ଥାନୀୟ ଭାଷାରେ କୋର୍ଟ କାର୍ଯ୍ୟ ହେଲେ ଏହା ସାଧାରଣ ଲୋକଙ୍କର ଆସ୍ଥାଭାଜନ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ ମୋଦି ।

୬. ଫିଟିବ କି ସମାଧାନର ବାଟ ? ବଙ୍ଗ BJPରେ ଲାଗିରହିଛି ଅନ୍ତଃକନ୍ଦଳ, 3ଦିନିଆ ଗସ୍ତ କରିବେ ଶାହ

ମେ’ 4 ତାରିଖରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକାଧିକ ଦଳୀୟ କାର୍ଯ୍ୟକ୍ରମ ସହ BSF କାର୍ଯ୍ୟକ୍ରମରେ ମଧ୍ୟ କରିବେ ଅଂଶଗ୍ରହଣ ।

୭. Army Vehicle Overturns: ଓଲଟି ପଡିଲା ସେନା ଟ୍ରକ, ପ୍ରାଣ ହରାଇଲେ ଜଣେ ଯବାନ, 2 ଆହତ

କାଶ୍ମୀରରେ ଓଲିଟି ପଡିଲା ସେନା ଟ୍ରକ । ଘଟଣାସ୍ଥଳରେ ଜଣେ ଯବାନ ମୃତ । ଅନ୍ୟ ଦୁଇ ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି ।

୮. ବିଶ୍ବସ୍ତରୀୟ ସମ୍ମିଳନୀ: ଯୋଗଦେଲେ କୋରାପୁଟ ଆଦିବାସୀ ଗବେଷକ, ବଖାଣିଲେ ଦେଓମାଳି ଔଷଧୀୟ ବୃକ୍ଷର ଗୁଣ

କୋରାପୁଟ ଆଦିବାସୀ ଗବେଷକ ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ଦେଓମାଳି ଔଷଧୀୟ ବୃକ୍ଷର ଗୁଣ ସମ୍ପର୍କରେ ସଫଳତାର ସହିତ ଉପସ୍ଥାପନା କରିଛନ୍ତି

୯. IPL 2022: ବିରାଟଙ୍କ ଅର୍ଦ୍ଧଶତକ, ଗୁଜରାଟ ସାମ୍ନାରେ ଟାର୍ଗେଟ ୧୭୧ ରଖିଲା RCB

ପ୍ରଥମେ ବ୍ୟାଟିଂ କରିଥିବା RCB ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ୍‌ ସଂଗ୍ରହ କରିଛି । ଫଳରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

୧୦. Disha Patani Hot look: ୪୬ ହଜାର ମୂଲ୍ୟ ବ୍ୟାଗ ସହ ଦିଶାଙ୍କ ଗ୍ଲାମରସ ଲୁକ୍

ସେକ୍ସି ଡ୍ରେସରେ ସ୍ଲିମ୍ ଫ୍ରେମ୍କୁ ଫ୍ଲଣ୍ଟ କରିବାର କୌଣସି ସୁଯୋଗକୁ ହାତଛଡା କରନ୍ତିନି ଦିଶା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.