ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 19, 2022, 7:04 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. PCC Race: ଜଣେ ବିଧାୟକଙ୍କୁ ସଭାପତି କରିବାକୁ ତାରା-ଅଧିରାଜଙ୍କ ଦାବି

ରାଜ୍ୟ କଂଗ୍ରେସରେ ହେବ ବଡ ଧରଣର ପରିବର୍ତ୍ତନ । ଚଳିତ ମାସ ଶେଷ ସୁଦ୍ଧା ନୂଆ ସଭାପତି ପାଇବ ଓଡିଶା କଂଗ୍ରେସ । ନୂଆ ସଭାପତି କିଏ ହେବେ? କଣ ହେବ ପିସିସି ରୂପ ରେଖ ତାକୁ ନେଇ ଅଙ୍କକଷା ଜୋରଦାର ହୋଇଛି ।

2. ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ପୁରୀ ସାଂସଦଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସଂସଦରେ ଭୁଲ ତଥ୍ୟ ଦେବା ଘଟଣା । ସାଂସଦ ପିନାକୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କଲେ ଜଗନ୍ନାଥ ପ୍ରେମୀ ।

3. ମାଟିତଳୁ ୩୨ ଲକ୍ଷ, ସମ୍ବଲପୁରରେ ଚୋରୀ ଦେବଗଡରୁ ଉଦ୍ଧାର

ମାଟିତଳୁ ବାହାରିଲା ୩୨ ଲକ୍ଷ ଚୋରୀ ଟଙ୍କା । ଜଣେ ହୋଟେଲ କର୍ମଚାରୀର ଘରର ମାଟିତଳୁ ବାହାରିଛି ଲକ୍ଷାଧିକ ଟଙ୍କା ।

4. Military Operations DG: ଜେନେରାଲ ମନୋଜ କୁମାର ହେବେ ସ୍ଥଳସେନା ଅପରେସନ ମହାନିର୍ଦ୍ଦେଶକ

ସ୍ଥଳସେନାର ଅପରେସନ ମହାନିର୍ଦ୍ଦେଶକ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର । ମେ’ ପହିଲାରୁ ନେବେ ନୂଆ ଦାୟିତ୍ବ ।

5. ଗୁଜୁରାଟରେ ଉଦଘାଟିତ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନର ଗ୍ଲୋବାଲ ପାରମ୍ପାରିକ ମେଡିସିନ ସେଣ୍ଟର

ଗୁଜୁରାଟରେ ଜାମନଗରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ର ଗ୍ଲୋବାଲ ପାରମ୍ପାରିକ ମେଡିସିନ ସେଣ୍ଟର (WHO-Global Centre for Traditional Medicine)ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । WHO ମହାନିର୍ଦ୍ଦେଶକଙ୍କ ସହ ସାମିଲ ହେଲେ ମରିସସ ପ୍ରଧାନମନ୍ତ୍ରୀ । ଭର୍ଚ୍ଚୁଆଲି ଯୋଡି ହେଲେ ନେପାଳ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ।

6. Road Accident In Rajasthan: ପିକଅପ୍ ଭ୍ୟାନ ଓଲଟି 9 ମୃତ, ଏକାଧିକ ଆହତ

ରଜସ୍ଥାନର ଝୁନଝୁନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ ଓଲଟି 9 ଜଣଙ୍କ ମୃତ୍ୟୁ ।

7. ସେନାରେ ସାଇବର ସୁରକ୍ଷା ଉଲ୍ଲଙ୍ଘନ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭାରତୀୟ ସେନାରେ ତଥ୍ୟ ଲିକ୍‌ ଘଟଣା । ତେବେ ଗୁଇନ୍ଦା ବିଭାଗ ପକ୍ଷରୁ ସେନାରେ ସାଇବର ସୁରକ୍ଷା ଉଲ୍ଲଙ୍ଘନ(Cyber Security Breach) ଅଭିଯୋଗ ନେଇ ରିପୋର୍ଟ ଆସିବା ପରେ ସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

8. ଭୌଗୋଳିକ ମାନଚିତ୍ରରୁ ଉଭାନ ହୋଇଯିବ କି ବଂଶଧାରା ନଦୀ ?

ଶୁଖି ଶୁଖି ଯାଉଛି ଜିଲ୍ଲାର ଜୀବନରେଖା କୁହାଯାଉଥିବା ବଂଶଧାରା ନଦୀ । ଓଡ଼ିଶାର ନଦୀର ଅଧିକ ଭାଗ ରହିବା ପରେ ମଧ୍ୟ ନଦୀଜଳ ଧାରା ଏବେ ଶୁଷ୍କ ପାଲଟିଯାଇ ବାଲିସ୍ତୂପରେ ପରିଣତ ହେଲାଣି । ସେପଟେ ତଳମୁଣ୍ଡରୁ ପାଣି ଶୋଷି ଚାଲିଛି ଆନ୍ଧ୍ର । ତେବେ କଣ ଭବିଷ୍ୟତରେ ଭୌଗୋଳିକ ମାନଚିତ୍ରରୁ ଲିଭିଯିବ ବଂଶଧାରା ନଦୀ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

9. ମାଆ ହେଲେ କାଜଲ, ଘରକୁ ଆସିଲେ କୁନି ଅତିଥି

ମାଆ ହେଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସ୍ବାମୀ ଗୌତମ କିଚୁଲୁ ଓ କାଜଲ ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି ।

10. IPL 2022: କୋରୋନା ଡର, ବଦଳିଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍‌ର ଭେନ୍ୟୁ

ଦିଲ୍ଲୀ କ୍ଯାପିଟାଲ୍ସ ସ୍କ୍ବାଡ୍‌ର ୫ ସଦସ୍ୟଙ୍କୁ କୋରୋନା । ବଦଳିଲା ଏପ୍ରିଲ ୨୦ ତାରିଖରେ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଭେନ୍ୟୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.