ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 7, 2022, 7:00 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ସରିଲା ବଜେଟ ଅଧିବେଶନ, ମୋଦିଙ୍କୁ ଭେଟିଲେ ସୋନିଆ ଓ ଅନ୍ୟ ବିରୋଧୀ

ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିରୋଧୀ ।

2. Pakistan Crisis: ଇମ୍ରାନଙ୍କୁ ବଡ ଝଟକା ! ଅନାସ୍ଥା ଖାରଜ ନିଷ୍ପତ୍ତି ଅସାମ୍ବିଧାନିକ କହିଲେ ପାକ ପ୍ରଧାନ ବିଚାରପତି

ଇମ୍ରାନ ଖାନକୁ ସୁପ୍ରିମକୋର୍ଟଙ୍କ ଝଟକା । ପ୍ରଧାନମନ୍ତ୍ରୀଙ୍କ ବିରୋଧ ଆସିଥିବା ଅନାସ୍ଥା ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶଇଲେ ପ୍ରଧାନ ବିଚାରପତି । ତେବେ ଏନେଇ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ସନ୍ଧ୍ୟାର ଆସିପାରେ ଚୂଡାନ୍ତ ରାୟ ।

3. ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆହତ, ଚାପା ଉତ୍ତେଜନା ଜାରି

ଜମ୍ମୁ କାଶ୍ମୀରର କୁପଓ୍ବାଡା ଅଞ୍ଚଳରେ ପ୍ରାର୍ଥନା କରାଯାଉ ଥିବାବେଳେ ଅଘଟଣ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବ୍ୟାପକ ସୁରକ୍ଷା ବଳ ମୂତୟନ ।

4. ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଦାବି କଲେ ରାଜ୍ୟ ବିଜେପି ସଭାପତି

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଦର୍ଶାଇବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସମୀର ଏବଂ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ।

5. Petrol Diesel Price Hike: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ଆଦିର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ଏହାକୁ ବିରୋଧ କରି ଗୁରୁବାର ରାଜଭବନ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛି ।

6. ULB Poll: ଝାରସୁଗୁଡ଼ାରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି

ପୋୖର ପରିଷଦରେ ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏହିକ୍ରମରେ ଜିଲ୍ଲାର ତିନୋଟି ପୌର ପରିଷଦ ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।

7. ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ! ମେଡିକାଲରେ ବେଡି ପକାଇଲା ପୋଲିସ

ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସର ଦାଦାଗିରି । ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବରେ ଗିରଫ କରି ପାଦରେ ବେଡ଼ି ପକାଇଥିବା ଦେଖିବାକୁ ମିଳିଛି ।

8. XE ଭାରିଏଣ୍ଟ ଭୟାବହ ହେବ ନାହିଁ, ରାଜ୍ୟରେ ବ୍ୟାପିଲେ ନିୟନ୍ତ୍ରଣ କରାଯିବ: ଅଜିତ ମହାନ୍ତି

ଓମିକ୍ରନ ନ୍ୟୁ ଭାରିଏଣ୍ଟ XE କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ।

9. ବୟସର ଅପରାହ୍ନରେ ଫିକା ପଡିନି ସମ୍ପର୍କର ନିବିଡତା, ଚର୍ଚ୍ଚାରେ ନବେଇ-ଚଞ୍ଚଳାଙ୍କ ପ୍ରେମ କାହାଣୀ

ପ୍ରେମ କେବଳ ଯୌବନର ପରିସୀମା ମଧ୍ୟରେ ସୀମିତ ନୁହେଁ ବରଂ ଜୀବନର ଅପରାହ୍ନରେ ମଧ୍ୟ ପ୍ରେମର ଡୋରି ପରସ୍ପରକୁ ନିବିଡ଼ ଭାବରେ ବାନ୍ଧି ରଖେ । ଏକଥାକୁ ପ୍ରମାଣ କରି ଦେଖାଇ ପାରିଛନ୍ତି ଏକ ବୃଦ୍ଧ ଦମ୍ପତି । ଦୀର୍ଘ ୭୦ ବର୍ଷରୁ ଅଧିକ ବିତିଲାଣି ସେମାନଙ୍କ ବୈବାହିକ ଜୀବନ । ସେମାନଙ୍କ ଯୋଡି ପୁରାଣରେ ବର୍ଣ୍ଣିତ ରାଧାକୃଷ୍ଣଙ୍କ ଯୋଡି ପରି ଅକ୍ଷୁର୍ଣ୍ଣ ରହିଛି । ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ଲାଙ୍ଗିଯୋଡ଼ା ଗାଁର ନବେଇ ସାହୁ ।

10. କୁନି ବେବିର ଝଲକ ଦେଖାଇଲେ ଭାରତୀ ସିଂ, ହସ୍ପିଟାଲରୁ ହେଲେ ଡିସଚାର୍ଜ

ଭାରତୀ ଓ ହର୍ଷ ସେମାନଙ୍କର ନବଜାତ ଶିଶୁକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯଦିଓ ଶିଶୁର ଚେହେରା ଦେଖାଯାଇନଥିଲା, କିନ୍ତୁ ଦମ୍ପତି ପାପାରାଜିଙ୍କ ଆଗରେ ଜୋରସୋର ପୋଜ୍ ଦେଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.