ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 10, 2022, 7:05 PM IST

1. UP Election 2022: ଜିତିଲେ ଯୋଗୀ ଆଦିତ୍ୟନାଥ

ରେକର୍ଡ ସଂଖ୍ୟକ ଭୋଟରେ ଜିତିଲେ ଯୋଗୀ । ଗୋରଖପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିତିଛନ୍ତି ।

2. Punjab Poll Result: AAPର କ୍ଲିନସ୍ବିପ ପରେ ଏମିତି କହିଲେ ଖଟ୍ଟର-ବୋମାଇ

ପଞ୍ଜାବରେ ସିଟ ପୋଛି ନେଇଛି ଆପ । ଝାଡୁ ମାଡରେ ସଫା ହୋଇଛନ୍ତି ଅନେକ ହେବିୱେଟ ନେତା । ବହୁ ବଡ ବଡ ଚେହେରା ପଞ୍ଜାବରେ ଚିତପଟାଙ୍ଗ ହୋଇଛନ୍ତି । ପଞ୍ଜାବରେ ଆପ୍ ଏକ ଦମଦାର ବିଜୟ ହାସଲ କରିଛି। ଆପର ଏହି ବଜୟ ପରେ ଅନେତ ନେତା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

3. UP mandate: ଫଳାଫଳ ପରେ ବିଧାନସଭା ସମ୍ମୁଖରେ ସମାଜବାଦୀ ପାର୍ଟି କର୍ମୀଙ୍କ ଆତ୍ମାହୂତି ଉଦ୍ୟମ

ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କଲେ ସମାଜବାଦୀ ପାର୍ଟି କର୍ମୀ । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ ।

4. ସ୍କୁଲ ଫି ଛାଡ଼ ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ

ଘରୋଇ ସ୍କୁଲ ଦେୟ ଛାଡ଼ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି ଅଭିଭାବକ ମହାସଙ୍ଗ । ଏନେଇ ଉଚ୍ଚ ନ୍ୟାୟାଳୟ ଚାରି ସପ୍ତାହ ମଧ୍ୟରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

5. Municipal Election: ୧୪ରୁ କଟକ ସହରକୁ ଜଗିବେ ପୋଲିସ

ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ କଟକ ମହାନଗର ନିଗମରେ ନିର୍ବାଚନ ଶାନ୍ତିଶୃଙ୍ଖଳା କରିବା ଲାଗି ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ ।

6. ମୋଦି ସରକାର ଲୋକଙ୍କର ପ୍ରଥମ ପସନ୍ଦ: ବିଜେପି

ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । 36 ବର୍ଷ ପରେ ପ୍ରଥମ ପାଇଁ ବହୁମତ ସହ ଦ୍ବିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ ।

7. Ukraine War: ଋଷ ଉପରେ ଆମାଜନ୍‌ ଲଗାଇଲା ପ୍ରତିବନ୍ଧକ

ଋଷ ଓ ୟୁ୍କ୍ରେନ ମଧ୍ୟରେ ଯୁଦ୍ଧ ଯେତିକି ବଢୁଛି, ଋଷିଆ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ସେହି ମାତ୍ରରେ ଲାଗି ଚାଲିଛି । ତେବେ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଆଜି ଋଷ ଉପରେ ପ୍ରତିବନ୍ଧକ ଲଗାଇଛି ।

8. ଜନାଦେଶ ପ୍ରମାଣିତ କରିଛି ମୁଁ ଆତଙ୍କବାଦୀ ନୁହେଁ ଦେଶପ୍ରେମୀ: କେଜ୍ରିଓ୍ବାଲ

ଐତିହାସିକ ବିଜୟ ପରେ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେଲେ କେଜ୍ରିଓ୍ବାଲ । କହିଲେ ଜନାଦେଶ ପ୍ରମାଣିତ କରିଛି କେଜ୍ରିଓ୍ବାଲ ଆତଙ୍କବାଦୀ ନୁହେଁ ବରଂ ଦେଶଭକ୍ତ । ନିର୍ମାଣ ହେବ ନୂଆ ଭାରତ । ଚିକିତ୍ସା ବିଜ୍ଞାନ ପଢିବା ପାଇଁ ଯିବାକୁ ପଡିବନାହିଁ ୟୁକ୍ରେନ ।

9. ଉତ୍ତରାଖଣ୍ଡରେ BJPକୁ ଶକ୍ତ ଝଟକା, ହାରିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ ଝଟକା। ଖତିମାରୁ ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ଚିନ୍ତାରେ ଦଳ ।

10. Social Media Power: ରାସ୍ତାକଡ ବେଲୁନ ବିକାଳୀରୁ ରାତାରାତି ମଡେଲର୍

ସୋସିଆଲ ମିଡ଼ିଆ ବଦଳାଇଲା ବେଲୁନ ବିକାଳୀଙ୍କ ଭାଗ୍ୟ । ରାସ୍ତାରେ ବିକୁଥିଲେ ବେଲୁନ ଆଉ ଏବେ ପାଲଟିଛନ୍ତି ବ୍ୟୁଟି ସେନ୍ସେସନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.