ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Nov 27, 2021, 7:01 PM IST

1.କୋରାପୁଟରେ 5000 ହେକ୍ଟର କଫି ଚାଷ କରାଯିବ: ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ସମଗ୍ର ଭାରତ ତଥା ବିଶ୍ଵସ୍ତରରେ ଖ୍ୟାତି ଅର୍ଜନ କରିଛି କୋରାପୁଟ କଫି । ଆସନ୍ତା ପାଞ୍ଚ ବର୍ଷରେ 5000 ହେକ୍ଟର ଜମିରେ କଫି ଚାଷ କରାଯିବ (coffee cultivation on 5000 hectare land) ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।

2.MP Aparajita Sarangiଙ୍କୁ ବିରୋଧ; ସାଂସଦ କହିଲେ ଏହା ତାଙ୍କ ଅଭିମାନ

ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar Mp Aparajita Sarangi)ଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖିନ ହେବାକୁ ପଡିଛି । ଆଜି 61 ନମ୍ବର ୱାର୍ଡରେ ପଦଯାତ୍ରା କରୁଥିବା ବେଳେ LPG ଗ୍ୟାସ ଦର ବୃଦ୍ଧି ନେଇ ବିଜେଡି କର୍ମୀ ମାନେ ତାଙ୍କୁ ବିରୋଧ କରିଥିଲେ ।

3.Farmers Tractor Rally: ବୈଠକ ପରେ ସ୍ଥଗିତ ରଖିଲା କିଷାନ ମୋର୍ଚ୍ଚା ରାଲି

29ରେ ସଂସଦ ଅଭିମୁଖେ ପ୍ରସ୍ତାବିତ ଟ୍ରାକ୍ଟର ରାଲି (Farmers Tractor rally protest)କୁ ସ୍ଥଗିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା (SKM)। କିଛି ସମୟ ପୂର୍ବେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ମୋର୍ଚ୍ଚା ନେତା ଦର୍ଶନପାଲ ସିଂଙ୍କ ସୂଚନା ।

4.ଲାଲବାହିନୀର ଆତଙ୍କରାଜ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ସହ ପୋଡିଲେ JCB, ମାରିଲେ ଧମକପୂର୍ଣ୍ଣ ପୋଷ୍ଟର

ଛତିଶଗଡର ନାରାୟଣପୁର ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା । ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଓ ରାସ୍ତା ନିର୍ମାଣରେ ଲାଗିଥିବା ଯନ୍ତ୍ରାଂସ ପାଡି । ଘଟଣାସ୍ଥଳରେ ଧମକପୂର୍ଣ୍ଣ ପୋଷ୍ଟର ।

5.Forced Evictions; ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି ।

6.ଭୟ ବଢାଉଛି new covid variant Omicron, ସତର୍କ କଲା WHO

ପୁଣି ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ (new covid variant Omicron) । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ମଧ୍ୟ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏନେଇ ସତର୍କ କରାଇଛି WHO । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଜି କୋଭିଡ ସମୀକ୍ଷା କରିଛନ୍ତି ।

7.ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ମେଡାଲ ଜିତିଲେ ୪ ପ୍ରତିଯୋଗୀ, ପୁରସ୍କୃତ କଲେ ବିଧାୟକ ମୋକିମ

ବିଶ୍ୱ ଯୋଗ ସ୍ପୋର୍ଟସ ଚମ୍ପିୟାନସିପରେ ଓଡିଶା ତଥା କଟକରୁ 4 ଜଣ ପ୍ରତିଯୋଗୀ ମେଡାଲ ଜିତିଛନ୍ତି । ଏହି କୀର୍ତ୍ତିମାନ ପାଇଁ ଏହି 4 ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

8.ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ Squad ଘୋଷଣା

ସର୍ବଭାରତୀୟ ମହିଳା ଚୟନ କମିଟି ପକ୍ଷରୁ ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ୨୦୨୧-୨୨ ପାଇଁ ଇଣ୍ଡିଆ A, ଇଣ୍ଡିଆ B, ଇଣ୍ଡିଆ C ଓ ଇଣ୍ଡିଆ D ସ୍କ୍ବାଡ ଘୋଷଣା ।

9.Ind vs NZ: ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

ଟେଷ୍ଟ କ୍ରିକେଟରେ ୪୧୬ ୱିକେଟ ସହ ସର୍ବାଧିକ ଟେଷ୍ଟ ୱିକେଟ ନେବାରେ ପାକିସ୍ତାନୀ ବୋଲର ୱାସିମ ଆକ୍ରମଙ୍କୁ ପଛରେ ପକାଇଛନ୍ତି ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ।

10.Junior Hockey WC: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ମାଲେସିଆ

ଜୁନିଅର ପୁରୁଷ ବିଶ୍ବକପର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକାକୁ ୪-୩ ରେ ମାତ୍‌ ଦେବା ସହ କ୍ବାର୍ଟର-ଫାଇନାଲ ନିକଟତର ହୋଇଛି ଟିମ ମାଲେସିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.