ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 9, 2021, 7:07 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନTOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରର ବଡ ଖବର

1. ନବୀନ-ଜଗନ ବୈଠକ ଶେଷ, ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ନବୀନଙ୍କ ସହ ଆଲୋଚନା କରି ଫେରିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଉଭୟ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ହୋଇଛି ।

2. ଲୋକସେବା ଭବନରେ ପହଞ୍ଚିଲେ ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ନବୀନ-ଜଗନ ଆଲୋଚନା ଆରମ୍ଭ

ଭୁବନେଶ୍ବରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

3. ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ଵରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଜଗନଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଯେମିତି ଜଗନଙ୍କ ଗସ୍ତବେଳେ କୌଣସି ଅଭାବନୀୟ ସ୍ଥିତି ନ ଉପୁଜେ, ପୁରା ପ୍ରସ୍ତୁତି କରିଛି ପୋଲିସ ।

4. ଫଡନାଭିସଙ୍କ ଅଭିଯୋଗ, ମୁମ୍ବାଇ ବିସ୍ଫୋରଣ ଦୋଷୀଙ୍କ ଠାରୁ ଜମି କିଣିଛନ୍ତି ନୱାବ

ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଟାର୍ଗେଟ । କହିଲେ ଅଣ୍ଡରଓ୍ବାର୍ଲ୍ଡ ସହ ରହିଛି ସମ୍ପର୍କ । ମୁମ୍ବାଇ ବିସ୍ପୋରଣ ଅଭିଯୁକ୍ତଙ୍କ ଠାରୁ ଶସ୍ତାରେ କିଣିଛନ୍ତି ଜମି ।

5. ପୋଲିସ ପୁଅକୁ ବାନ୍ଧିଲା ପୋଲିସ, ବାପାଙ୍କ ବନ୍ଧୁକ ଦେଖାଇ ଲୁଟିଥିଲା ୧୫ ଲକ୍ଷ

ଦିନ ଦ୍ୱିପ୍ରହରରେ ଲୁଟ୍‌ କରି ଫେରାର ହେଉଥିବା ବେଳେ ଧରା ପଡ଼ିଲା ପୋଲିସ ଅଧିକାରୀଙ୍କ ଲୁଟେରା ପୁଅ । ଟାଉନ ଥାନା ଅଞ୍ଚଳରେ ଥିବା ଆକ୍ସିସ ବ୍ୟାଙ୍କ୍‌ରୁ ଅଭିଯୁକ୍ତ ଜଣକ 15 ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିଲେ ।

6. ନୟାଗଡ଼ରେ ନବବଧୂକୁ ଜାଳିଦେଲେ ଶ୍ବଶୁର ଘର !

ଯୌତୁକ ପାଇଁ ନବବଧୂର ଜୀବନ ନେଇଗଲେ ଶ୍ବଶୁର ଘର ଲୋକ । ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗାଁରୁ ଆସିଛି ଏଭଳି ଅଭିଯୋଗ ।

7. ପରମ୍ପରା ବଞ୍ଚାଇବାକୁ ମନ୍ଦିରରେ କଣ୍ଢେଇ ବାହାଘର, ଜମୁଛି ଗହଳି

ବିବାହ ଏକ ପବିତ୍ର ବନ୍ଧନ । ବିବାହଠୁ ଆରମ୍ଭ କରି କନ୍ୟା ଘରକୁ ଯିବା ପର୍ଯ୍ୟନ୍ତ ଘରେ ଲାଗି ରହିଥାଏ ଉତ୍ସବ । କିନ୍ତୁ ବର୍ତ୍ତମାନ ଯୁବପିଢି ବିବାହର ପରମ୍ପରା ସମ୍ପର୍କରେ ଅଜ୍ଞ । ବିବାହ ସମୟରେ ହେଉଥିବା ସମସ୍ତ ପରମ୍ପରା ସମ୍ପର୍କରେ ଆଜିର ଯୁବପିଢିଙ୍କୁ ଅବଗତ କରାଇବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ତେଲେଙ୍ଗାନା ହାଇଦ୍ରାବାଦର ମହିଳା ଜୟା ।

8. BSKY କାର୍ଯ୍ୟକାରୀ କରୁନଥିଲା ଘରୋଇ ମେଡିକାଲ, ହାଇକୋର୍ଟଙ୍କ ଚାବୁକ ପରେ ଫେରାଇଲା ଟଙ୍କା

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ଏକ ଧୂଆଁବାଣ କି? ଏହା ସରକାରଙ୍କ ସପକ୍ଷରେ ନିର୍ବାଚନୀ ହାୱା ନୁହେଁ ତ? କାରଣ କେଉଁ ଉପାନ୍ତ କି ପଛୁଆ ଅଞ୍ଚଳରୁ ନୁହେଁ ଖୋଦ ରାଜ୍ୟର ସର୍ବପୁରାତନ ସହର କଟକରେ ହୋଇଥିବା ଏକ ଘଟଣା ପରେ ଯୋଜନାର ବାସ୍ତବତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

9. ଏଥର ବି ବନ୍ଦ ରହିବ ବାଲିଯାତ୍ରା

କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ କଟକ ବାଲିଯାତ୍ରା । ସୂଚନା ଦେଲେ କଟକ ଜିଲ୍ଲାପାଳ ।

10. Watch: ଟିମ ଇଣ୍ଡିଆକୁ କୋଚ୍‌ ଶାସ୍ତ୍ରୀଙ୍କ ଶେଷ ସମ୍ବୋଧନ

UAEରେ ICC ଇଭେଣ୍ଟରେ ବିଫଳତା ସତ୍ତ୍ବେ ଟିମ ଅତୀତରେ ହାସଲ କରିଥିବା ସମସ୍ତ ସଫଳତା ଓ ଲଢୁଆ ପ୍ରଦର୍ଶନ ପାଇଁ ଶାସ୍ତ୍ରୀ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.