ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରTOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 23, 2021, 7:04 PM IST

୧. ଦୁଇଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ପାଇବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ ।

୨. ‘ମିଡିଆରେ ମୁହଁ ଦେଖାଇବାକୁ ପ୍ରତିଯୋଗିତା କରୁଛି ବିଜେପି ମହିଳା ମୋର୍ଚ୍ଚା’

ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପିର ବିରୋଧ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଏହି ଘଟଣାର ରାଜନୀତିକରଣ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ରାଜନୈତିକ ରୂପ ଦେବା ଲଜ୍ଜାଜନକ ବୋଲି କହିଛି ବିଜେଡି।

୩. ଆସନ୍ତା 26 ରେ DGP ଅଫିସ ଘେରାଉ କରିବ ଯୁବ କଂଗ୍ରେସ

ମମିତାକୁ ନ୍ୟାୟ ଦାବିରେ ଆସନ୍ତା 26 ରେ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଘେରିବ ରାଜ୍ୟ ଯୁବ କଂଗ୍ରେସ ।

୪. ପୁଣିଥରେ କୋଟିଆରେ ଓଡିଶା-ଆନ୍ଧ୍ର ଅଧିକାରୀ ମୁହାଁମୁହିଁ

କୋଟିଆରେ ପୁଣି ଓଡିଶା-ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ।

୫. 'ଭାରତର ଅଭିବୃଦ୍ଧିରେ ରେଳ ନେବ ବଡ଼ ଭୂମିକା'

ରେଳ ଆମ ଜୀବନ ଜୀବିକାରେ ବଡ଼ ଭୂମିକା ଗ୍ରହଣ କରେ । ବିଶ୍ବସ୍ତରୀୟ ରେଳ ଷ୍ଟେସନ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ବପ୍ନ ।

୬. ଶହୀଦ ପରିବାରକୁ ଭେଟିଲେ ଶାହା, ସାରଜା-ଶ୍ରୀନଗର ବିମାନ ସେବାର କରିବେ ଉଦଘାଟନ

3 ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ । ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କ ପରିବାରକୁ କଲେ ସାକ୍ଷାତ ।

୭. RMRC ନିର୍ଦ୍ଦେଶିକା ସଂଘମିତ୍ରାଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ବର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ ମିଳିଲା ଜାତୀୟ ପୁରସ୍କାର ।

୮. ମମିତା ହତ୍ୟାକାଣ୍ଡ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା

କଳାହାଣ୍ଡିରେ ମହିଳା କମିଶନ ଅଧ୍ୟକ୍ଷା । ମହିଳା କମିଶନର ୪ଜଣିଆ ଟିମ୍ ସମେତ ଅଧ୍ୟକ୍ଷା ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଘଟଣାସ୍ଥଳର ପରିଦର୍ଶନ କରିଛନ୍ତି ।

୯. ନିଆରା ଢଙ୍ଗରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା, ଆଇସକ୍ରିମ କାଠିରେ ଟି-20 ବିଶ୍ୱକପ ଟ୍ରଫି

କଟକରେ ଦୃଶ୍ୟମାନ ହୋଇଛି ଏକ ଆଇସକ୍ରିମ କାଠି ବିଶ୍ଵକପ । ଯାହାକୁ ନିର୍ମାଣ କରିଛନ୍ତି ସିଡିଏ ଅଞ୍ଚଳର ମନୋଜ ସାହୁ ।

୧୦. T-20 World Cup: ଜାଣନ୍ତୁ ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ

ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଜାଣନ୍ତୁ କଣ ରହିଛି, ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.