ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 24, 2021, 7:01 PM IST

ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ବିନା ସରଞ୍ଜାମରେ ODRAF ଯାଇଥିଲା କୁଆଡେ: ମନୋରଞ୍ଜନ ମିଶ୍ର

ମୁଣ୍ଡଳି ଡ଼ଙ୍ଗା ବୁଡି ଘଟଣାରେ ପ୍ରାଣ ହରାଇଛନ୍ତି ସାମ୍ବାଦିକ ଅରିନ୍ଦମ ଦାସ । ଏନେଇ ଚାରିଆଡ଼େ ଖେଳି ଯାଇଛି ଦୁଃଖର ଲହରୀ ।

୨. ମହାନଦୀ ହାତୀ ଉଦ୍ଧାର ଦୁର୍ଘଟଣା, ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ବିୟୋଗ

ହାତୀ ଉଦ୍ଧାର କରିବାବେଳେ ଅଘଟଣ । ଘରୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ଅକାଳ ବିୟୋଗ ।

୩. ଅକାଳରେ ଚାଲିଗଲେ ଅରିନ୍ଦମ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ ମୁଣ୍ଡଳୀରେ ହାତୀକୁ ଉଦ୍ଧାର କରିବା ବେଳେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଅକଳାରେ ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଛି ।

୪. ଜମ୍ଭୀରା ନଦୀରେ ପ୍ରଳୟଙ୍କାରୀ ବନ୍ୟା: କମୁଛି ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜମ୍ଭୀରା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଏବେ ଛାଡିଯାଇଛି କିନ୍ତୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ଶୁଳିଆପଦା, ମୋରଡ଼ା, ରାସଗୋବିନ୍ଦପୁର ବ୍ଲକରେ ବନ୍ୟା ପରେ ଲୋକ ଏବେ ଭୋଗୁଛନ୍ତି ଦୁର୍ଦ୍ଦଶା। ଆସନ୍ତୁ ଦେଖିବା ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ।

୫. ଦାରିଦ୍ର୍ୟତା ଓ ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ଅପରାଜିତା

ରାଜ୍ୟରେ ଦାରିଦ୍ର୍ୟତାର ସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ । ସବିଶେଷ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଘେରିଛନ୍ତି ଅପରାଜିତା ।

୬. ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇଁ ABVPର ଦାବି

ରାଜ୍ୟରେ ଚଳିତ ବର୍ଷ ସେଲ୍ଫ ଫାଇନାନ୍ସ କୋର୍ସ ପଢ଼ିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ନ ମିଳିବା ଓ +୩ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ହ୍ରାସ କରିବାକୁ ଦାବି ହୋଇଛି ।

୭. NDA Applications: ଅନଲାଇନରେ ଆବେଦନ କରିବେ ମହିଳା

ମହିଳାମାନେ ଦ୍ବିତୀୟ ପର୍ଯ୍ୟାୟ NDA ପରୀକ୍ଷା ପାଇଁ ୮ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ UPSC ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇଛି ।

୮. ଆଜି ରାଜ୍ୟରୁ ସୁସ୍ଥ ହେଲେ 494 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 494 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 9ହଜାର 582ରେ ପହଞ୍ଚିଲା ।

୯. ସମ୍ବଲପୁରରେ ସୁନାପୁଅ ପ୍ରମୋଦ ଭଗତଙ୍କୁ ବ୍ୟାପକ ସମ୍ବର୍ଦ୍ଧନା

ପାରାଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବଲପୁରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ।

୧୦. ସ୍ମରଣୀୟ ସେପ୍ଟେମ୍ବର 24: ଧୋନିିଙ୍କ ନେତୃତ୍ବରେ ଫଟାଫଟ କ୍ରିକେଟର ବସ୍‌ ବନିଥିଲା ଭାରତ

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାରେ ୨୦୦୭ ଟି-୨୦ ବିଶ୍ବକପ ବିଜେତା ବନିଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.