ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 21, 2021, 7:00 PM IST

Updated : Sep 21, 2021, 7:20 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ମୁକୁଳା ଡ୍ରେନରେ ଲାଗିବ ସ୍ଲାବ, ଟ୍ବିନସିଟି ପାଇଁ ଖର୍ଚ୍ଚ ହେବ 300 କୋଟି

ଟ୍ବିନ୍ ସିଟିର ଡ୍ରେନେଜ ବ୍ୟବସ୍ଥା ପାଇଁ 300 କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ବିଧାନସଭାର ଗୃହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

2. ରାଜାକୁ ଝୁରୁଛନ୍ତି ସାଙ୍ଗସାଥୀ-ଶିକ୍ଷକ, ସ୍କୁଲରେ ଶୋକସଭା

ରାଜାକୁ ଝୁରୁଛନ୍ତି ସାଙ୍ଗସାଥୀ। ଆଜି ସେ ପଢୁଥିବା ୟୁନିଟ ୮ ସ୍ଥିତ ବିଦ୍ୟାମନ୍ଦିରରେ ପାଳନ କରାଯାଇଛି ଶୋକସଭା। ତାଙ୍କ ସହିତ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ମନେପକାଇ ମ୍ରିୟମାଣ ହୋଇଛନ୍ତି ସହପାଠୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ।

3. ଭୁବନେଶ୍ୱରରେ ଡ୍ରେନ ମୃତ୍ୟୁ ଘଟଣା, ବର୍ଷିଲା ଛାତ୍ର କଂଗ୍ରେସ

ରାଜଧାନୀ ମୁକୁଳା ଡ୍ରେନରେ ଭାସି ଛାତ୍ର ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଛାତ୍ର କଂଗ୍ରେସ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବିଏମସି କମିଶନର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଦାୟୀ କଲା ଦଳ ।

4. ଡ୍ରେନରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣା, ସରକାରଙ୍କ ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ

ବିଏମସି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି କଲା ଛାତ୍ର କଂଗ୍ରେସ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ନାରାବାଜି ଦେଇଥିଲେ ଛାତ୍ର କଂଗ୍ରେସ ।

5. ମାଲକାନଗିରିରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର କିରିମ୍ ଟିଟି ଓ ଚାନ୍ଦମେଟା ଜଙ୍ଗଲରେ ମାଓବାଦୀ ଓ ପୋଲିସଙ୍କ ମଧ୍ଯରେ ଗୁଳିବିନିମୟ ଜାରି ରହିଛି ।

6. ସୁସ୍ଥ ହେଲା ମଞ୍ଜୁଳା, ହସ୍ପିଟାଲ୍‌ରୁ ହେବ ଡିସ୍‌ଚାର୍ଜ

ସାପ କାମୁଡ଼ାରେ ଗୁରୁତର ହୋଇ କଟକ SCBରେ ଚିକିତ୍ସିତ ହେଉଥିବା ନବରଙ୍ଗପୁର ରାଇଘର ହଳଦୀ ଗାଁର ମଞ୍ଜୁଳା ଅନ୍ତି ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି ।

7. ବାଇଡେନଙ୍କ ସହ ଭେଟଘାଟ, କ୍ବାଡରେ ଆତଙ୍କବାଦକୁ କାଉଣ୍ଟର; ଜାଣନ୍ତୁ ମୋଦିଙ୍କ ଆମେରିକା ଯାତ୍ରା କାର୍ଯ୍ୟକ୍ରମ

କୋରୋନା ସଙ୍କଟ କାରଣରୁ ଦୀର୍ଘ 6 ମାସ ପରେ ବୁଧବାର ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ଆମେରିକା ଯାତ୍ରାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ।

8. History of Manipur; ଆଜିର ଦିନରେ ଭାରତରେ ମିଶିଥିଲା ମଣିପୁର

୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧିନତା ହେବାପରେ ମଣିପୁର ରାଜା ୧୧ ଅଗଷ୍ଟରେ ମଣିପୁରକୁ ଭାରତୀୟ ଅଂଶ ଭାବେ ସ୍ବୀକାର କରିଥିଲେ । ପରେ ୧୯୪୯ ରେ ମଣିପୁର ସମ୍ପୂର୍ଣ୍ଣ ଭାବେ ଭାରତରେ ବିଲୟ ହୋଇଥିଲା ।

9. ICC ମାନ୍ୟତାର ନମ୍ବର ୧ ବ୍ୟାଟର ମିତାଲି ରାଜ୍‌

ICC ମାନ୍ୟତାର ନମ୍ବର ୧ ବ୍ୟାଟର ସ୍ଥାନରେ ରହିଛନ୍ତି ଭାରତୀୟ ମହିଳା ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ ।

10. ସିକ୍ବେନ ଡିଜାଇନରେ ଜାହ୍ନବୀ, ମୌନିଙ୍କ ହଟ ଅନ୍ଦାଜ

ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ମୌନି ରୟ ସିକ୍ବେନ ଡିଜାଇନରେ ହଟ ପିକ୍‌ ସେୟାର କରି ସୋସିଆଲ ମିଡ଼ିଆରେ ଲଗାଇଛନ୍ତି ନିଆଁ ।

Last Updated : Sep 21, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.