1.OBC ସଂରକ୍ଷଣ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି: କଂଗ୍ରେସ ବିଧାୟକ
OBC ସଂରକ୍ଷଣ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି ବୋଲି କହିଲେ କଂଦ୍ରେସ ବିଧାୟକ ତାରା ବାହିନୀପତି
2.ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ବିଲ ପାରିତ
3.Odisha Assembly: ଶୁକ୍ରବାର ଦିନ ୧୦.୩୦ ଯାଏଁ ଗୃହ ମୁଲତବୀ, ପାରିତ ହେଲା 3 ବିଲ୍
4.Odisha Assembly: ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା, ପାରିତ ହେଲା ବସ୍ତି ବାସିନ୍ଦା ସଂଶୋଧନ ବିଲ୍
5.ସରକାରଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛୁ: ବିଜେପି ବିଧାୟକ
ବିଧାନସଭାରେ ପୁଣି ଥରେ ମାହାଙ୍ଗା ତାତି । ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି ସରକାରଙ୍କୁ ଘେରିଛି ବିଜେପି ।
6.Eng vs Ind 4th test: ପ୍ରଥମେ ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ ଶାର୍ଦ୍ଦୁଳ-ଉମେଶ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ଟିକିଆ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ।
7. କାହିଁକି ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ବାରଣ ?
8. ଓ୍ବାଘା-ଅଟାରୀ ବର୍ଡରରେ ବଢିଲା ସୁରକ୍ଷା, ଲାଗିଲା ପ୍ରଥମ RDE
9. ଗିଲାନୀଙ୍କୁ କାଶ୍ମୀର ସ୍ବାଧୀନତା ସଂଗ୍ରାମୀ ଘୋଷଣା କଲା ପାକିସ୍ତାନ, ପାଳିବ ରାଷ୍ଟ୍ରୀୟ ଶୋକ
10.କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ
କୋଭିଡ କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ। ଏଣିକି ପ୍ରତି ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ ।