ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 17, 2021, 7:01 PM IST

1. କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ପର୍ବ

କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି। ବିନା ଭକ୍ତରେ କେବଳ ସେବାୟତ କରୁଛନ୍ତି ନୀତିକାନ୍ତି ।

2.ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିକୁ ବିରୋଧ, ହାଇକୋର୍ଟରେ ମାମଲା

ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଖୁଣ୍ଟିଆ ନିଯୋଗ ।

3. ଅଚାନକ ଗସ୍ତ କରି ଅଫଲାଇନ ପାଠପଢ଼ା ତଦାରଖ କଲେ ଗଣଶିକ୍ଷା ମନ୍ତ୍ରୀ

କୋରୋନା ମହାମାରୀ କାଳରେ ନବମ ଓ ଦଶମ ଶ୍ରେଣୀର ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ଗସ୍ତ କରି ସ୍କୁଲର ପରିସ୍ଥିତି ତଦାରଖ କରିଛନ୍ତି ।

4. 'ଓଡିଶା ଆଉ ୧୦ ବର୍ଷ ଭାରତୀୟ ହକିର ପ୍ରାୟୋଜକ ହେଉ'

ଟୋକିଓ ଅଲମ୍ପିକ୍‌ ହକି ଟିମ ଇଣ୍ଡିଆକୁ ସ୍ବାଗତ କରୁଛି ଓଡିଶା ।

5. ଓଡିଶା ଲୋକଙ୍କ ହୃଦୟରେ ରହିଛି ହକି: କ୍ୟାପଟେନ ରାନୀ ରାମପାଲ୍‌

ଟୋକିଓ ଅଲମ୍ପିକ୍‌ ଅଂଶଗ୍ରହଣକାରୀ ହକି ଟିମ ଇଣ୍ଡିଆକୁ ସ୍ବାଗତ କରୁଛି ଓଡିଶା ।

6. 'ବିଜୟ ପରେ ପୁରସ୍କାର ମିଳେ ମାତ୍ର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଜରୁରୀ'

7. କଟକରେ ଡେଙ୍ଗୁ ସ୍ଥିତି ସ୍ଥିର: CMC ସ୍ବାସ୍ଥ୍ୟ ଅଧିକାରୀ

ଟ୍ବିନସିଟିରେ ପ୍ରତିଦିନ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ତଥାପି ଜିଲ୍ଲାରେ ଡେଙ୍ଗୁ ଷ୍ଟାଟସ ସ୍ଥିର ଅଛି ବୋଲି କହିଛନ୍ତି ସିଏମସି ଅଧିକାରୀ ।

8. ଘାଟିରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ

କୁଲଗାମରେ ଭାରତୀୟ ଜନତା ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ ।

9. ତାଲିବାନକୁ ଆତଙ୍କୀ ସଙ୍ଗଠନ ଘୋଷଣା କଲା Facebook, କଣ୍ଟେଣ୍ଟ ଉପରେ ଲାଗିଲା ବ୍ୟାନ

ତାଲିବାନ ଉପରେ ପ୍ରତିବନ୍ଧକ ଲଗାଇଦେଇଛି ଫେସବୁକ(Facebook) । ତାଲିବାନର ଅନେକ ମୁଖପାତ୍ର, ନେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି ।

10. ଅପରେସନ ଏୟାରଲିଫ୍ଟ: ଜାଣନ୍ତୁ ତାଲିବାନ ରାଜ୍‌ରୁ କିଭଳି ସ୍ବଦେଶ ଫେରୁଛନ୍ତି ଭାରତୀୟ...

ଆଫଗାନିସ୍ତାନରେ ଉତ୍ପନ୍ନ ସଙ୍କଟ କାରଣରୁ ଦୋହଲିଯାଇଛି ବିଶ୍ବ । ତାଲିବାନ ଦଖଲରେ ଥିବା ରାଜଧାନୀ କାବୁଲରେ ଅସ୍ଥିରତା ମଧ୍ୟରେ ଭାରତୀୟ ଦୂତାବାସ କର୍ମଚାରୀ ଓ ଆଇଟିବିପି ଯବାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା କୌଣସି କଠିନ ଅପରେସଠୁ କମ ନଥିଲା । ଜାଣନ୍ତୁ କିଭଳି ଚାଲିଛି ଅପରେସନ କାବୁଲ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.