ETV Bharat / bharat

TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 3, 2022, 5:19 PM IST

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ମେଡିସିନ୍‌ରେ ସ୍ୱାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର

ଘୋଷଣା ହେଲା ବର୍ଷ ୨୦୨୨ର ନୋବେଲ ପୁରସ୍କାର ବିଜେତା । ମେଡିସିନ୍‌ ଓ ମନୋବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ ଗବେଷଣା ଯୋଗୁଁ ସ୍ବିଡେନ୍‌ର ସ୍ବାଣ୍ଟେ ପାବୋଙ୍କୁ ଏହି ପୁରସ୍କାରରେ ସମ୍ମାନିତ ହେବେ(Svante Paabo awarded with Nobel Prize)

୨. LCH in Airforce: ଆକାଶରେ ଶକ୍ତି ଦେଖାଇଲା ପ୍ରଚଣ୍ଡ

ଭାରତୀୟ ବାୟୁସେନାରେ ସାମିଲ ହେଲା ଲାଇଟ କମ୍ବାଟ ହେଲିକପ୍ଟର (ହାଲୁକା ଲଢୁଆ ହେଲିକପ୍ଟର) 'ପ୍ରଚଣ୍ଡ' । ଏହି ଲାଇଟ କମ୍ବାଟ ହେଲିକପ୍ଟର ପାଖରେ ଯେକୌଣସି ସ୍ଥିତି, ପାଣିପାଗ ଓ ଉଚ୍ଚତାରେ ଉଡ଼ିବାର କ୍ଷମତା ରହିଛି

୩. ମା'ଙ୍କ ମହାଷ୍ଟମୀ ପୂଜା, ମନ୍ତ୍ର ଧ୍ଵନିରେ କମ୍ପୁଛି ପୂଜା ମଣ୍ଡପ

ଅନୁଗୋଳର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି

୪. ମା'ଙ୍କ ମହାଷ୍ଟମୀ ପୂଜା, ବିଜିପୁର ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ

ନବରାତ୍ରୀକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର । ଆଜି(ସୋମବାର) ଶକ୍ତିପୀଠରେ ନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ଅଷ୍ଟମୀ ପୂଜା

୫. ଦୁର୍ଗାବାଡି ପୂଜା ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା, ଛୁଟୁଛି ବଙ୍ଗୀୟ ପର୍ଯ୍ୟଟକଙ୍କ ସୁଅ

ଆଜି ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ଶାରଦୀୟ ଦୁର୍ଗା ପୂଜାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ପୁରୀରେ ଥିବା ବଙ୍ଗୀୟ ପରିବାର

୬. ପାଟ ଢୋଲରେ ଷୋହଳଭର୍ଣ୍ଣି ବାଦ୍ୟରେ ପ୍ରସନ୍ନ ହୁଅନ୍ତି ମା'

ସୋନପୁର ଗଡଜାତର ଐତିହାସୀକ ବଳିଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ତାନ୍ତ୍ରୀକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ

୭. ରାଜାଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

ଅନ୍ଧାର ଆଢୁଆଳରେ ରାଜଧାନୀରେ ଜୁଆ ଖେଳ ଚାଲିଥିବାବେଳେ, ମାଡି ବସିଲା ଲିଙ୍ଗରାଜ ଥାନା ପୋଲିସ । ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା

୮. ବିଶ୍ବର ସର୍ବବୃହତ OLED TV ଲଞ୍ଚ୍‌ କଲା LG

ବିଶ୍ବର ସର୍ବବୃହତ OLED TV ଲଞ୍ଚ କଲା ପ୍ରସିଦ୍ଧ ଇଲେକ୍ଟ୍ରୋନିକ୍ସ କମ୍ପାନୀ LG(LG unveils world's largest OLED TV)

୯. World Dyslexia Awareness Week: ପାଠ ନୁହେଁ ଶାଠରେ କମାଲ୍ କରନ୍ତି ଡିସ୍ଲେକ୍ସିକ୍ ପିଲା

ଛୋଟ ପିଲାମାନଙ୍କ କ୍ଷେତ୍ରରେ ପଢିବା ଏବଂ ଲେଖିବାରେ ଅସୁବିଧା ଶିକ୍ଷଣ ଅକ୍ଷମତା ନାମକ ଏକ ମାନସିକ ରୋଗ ଡିସ୍ଲେକ୍ସିଆର କାରଣ ହୋଇପାରେ

୧୦. Ind VS SA: ତୃତୀୟ ଟି-୨୦ ମ୍ୟାଚ ଖେଳିବେ ନାହିଁ ବିରାଟ, ରାହୁଲ

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଖେଳିନପାରନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେଏଲ୍ ରାହୁଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.