ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 19, 2022, 5:04 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. Prophet Row: ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, ଗିରଫ କରିପାରିବ ନାହିଁ ପୋଲିସ

ନୂପୁର ଶର୍ମାଙ୍କ ବିରୋଧରେ ହେବ ନାହିଁ କାର୍ଯ୍ୟାନୁଷ୍ଠାନ । କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ 10 ଅଗଷ୍ଟ ଯାଏଁ ରୋକ ଲଗାଇଲେ ସୁପ୍ରିମକୋର୍ଟ ।

୨. Monsoon Session: ରାଜ୍ୟସଭା-ଲୋକସଭା କାଲି ଯାଏଁ ମୁଲତବୀ, ଅଗ୍ନିବୀର ପ୍ରସଙ୍ଗରେ ଗର୍ଜିଲେ ବିରୋଧୀ

ସଂସଦ ମୌସୁମୀ ଅଧିବେଶନ (Parliament Monsoon Session)ର ଆଜି ଥିଲା ଦ୍ବିତୀୟ ଦିନ ।

୩. ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା

ହରିୟାଣାରେ ବାଆଇନ ଖନନ ଉପରେ ଚଢାଉ ବେଳେ DSP ଙ୍କୁ ଡମ୍ଫର ଚଢାଇ ହତ୍ୟା କଲେ ବାଲି ମାଫିଆ ।

୪. ଯାନ୍ତ୍ରିକ ତ୍ରୁଟି: ଡାଇଭର୍ଟ ହେଲା ଦୁଇଟି GoAir ବିମାନ, ଦିଲ୍ଲୀ ଓ ଶ୍ରୀନଗରେ ଜରୁରୀ ଅବତରଣ

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇଟି ବିମାନ ବନ୍ଦରକୁ ଡାଇଭର୍ଟ ହେଲା ଗୋ-ଏୟାରର ଦୁଇଟି ବିମାନ । ଦିଲ୍ଲୀ,ଶ୍ରୀନଗରେ ଜରୁରୀ ଅବତରଣ ।

୫. ପାଣି ସୁଅରେ ନାଳକୁ ଓଲଟିଲା ସ୍କୁଲ ବସ୍

ଉତ୍ତରାଖଣ୍ଡ ଚମ୍ପାୱତ ଅନ୍ତର୍ଗତ ଟନକପୁରରେ ଆଜି ସକାଳେ ଏକ ଅଘଟଣ ଘଟିଛି । ବାଟରେ ଯାଉଥିବା ସମୟରେ ପାଣି ସୁଅରେ ନାଳକୁ ଓଲଟି ପଡିଛି ଏକ ସ୍କୁଲ ବସ୍

୬. ILS ନିର୍ଦ୍ଦେଶକଙ୍କ ଦେହାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଶୋକ ପ୍ରକାଶ

ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଆକସ୍ମିକ ବିୟୋଗ ସାରା ରାଜ୍ୟକୁ ସ୍ତବ୍ଧ କରିଛି ।

୭. ହଇଜା ଆତଙ୍କ, 3ଜିଲ୍ଲାକୁ ବିପଦ ଥିବା ନେଇ ସତର୍କ କଲେ RMRC ଟିମ୍

କୋରାପୁଟ, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାକୁ ହାଇଜା ବ୍ୟାପିବା ସମ୍ଭାବନା ଥିବା ସୂଚନା ଦେଲା RMRC ଟିମ ।

୮. Cabinet Meeting: ଓଡିଶା ଆଇଟି ପଲିସି ୨୦୨୨କୁ କ୍ୟାବିନେଟ୍‌ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଓଡିଶା ଆଇଟି ପଲିସି-୨୦୨୨କୁ ମଞ୍ଜୁରୀ ମିଳିଛି ।

୯. Unconditional love: ଗାଈର ନିଚ୍ଛକ ପ୍ରେମ, ବାଛୁରୀ ପରି ଶିଶୁକୁ କରୁଛି ସ୍ନେହ

କୁହାଯାଏ ମା' ନାହିଁ ଯାହାର ସାହା ନାହିଁ ତାର । ମା' ପାଖରେ ଶିଶୁଟି ସବୁଠୁ ଅଧିକ ସୁରକ୍ଷିତ ମନେ କରେ ।

୧୦. ଜିନ୍ସ ପିନ୍ଧିବାକୁ ବାରଣ କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଝାଡଖଣ୍ଡର ଜାମତରା ଜିଲ୍ଲାର ଜୋରଭିତା ଗାଁରେ ଅଭାବନୀୟ ଘଟଣା । ଜିନ୍ସି ପିନ୍ଧିବାକୁ ବାରଣ କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.