୧. President Elections: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯଶୱନ୍ତ ସିହ୍ନା
ରାଷ୍ଟ୍ରପତି ନିର୍ବାଚନ (PresidentElections) ପାଇଁ ମିଳିତ ବିରୋଧୀ ପ୍ରାର୍ଥୀ ଘୋଷଣା ।
୨. ମହାରାଷ୍ଟ୍ରରେ ମହାଡ୍ରାମା ଜାରି: ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା
୩. ଦେଶ ପାଇଁ ଜରୁରୀ ଅଗ୍ନିପଥ, ପ୍ରତ୍ୟାହାରର ପ୍ରଶ୍ନ ନାହିଁ
ଅଗ୍ନିପଥ ଯୋଜନାକୁ ନେଇ ଜାତୀୟ ପରାମର୍ଶଦାତା ଡୋଭାଲଙ୍କ ବୟାନ । କହିଲେ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
୪. ସାପଲହରାର ଅସୁସ୍ଥ ଦନ୍ତା: ଉଦ୍ଧାର ପରେ ହାତୀର ମୃତ୍ୟୁ
ଜୀବନ ଯୁଦ୍ଧରେ ହାରିଗଲା ସାପଲହରାର ଅସୁସ୍ଥ ଦନ୍ତା । ହାତୀ ପୋଖରୀରେ ନଖାଇ ନପିଇ ପଡ଼ି ରହିଥିଲା ।
୫. International Yoga Day: ମହୀଶୂରରେ ଯୋଗ କଲେ ପ୍ରଧାନମନ୍ତ୍ରୀ
୬. ଆଇନକୁ ସର୍ବଦା ସମ୍ମାନ ଦିଅନ୍ତି ଅନୁଭବ: ଓକିଲ
୭. ରଥଖଳା ହାଲଚାଲ: ୩ ରଥର ତାଗବାଡ଼ିଆ ଶେଷ, ଭୂଇଁ ପାଖୁଡ଼ାରେ ଲାଗିଲା ନାହାକା
୩ ରଥର ତାଗବାଡ଼ିଆ ଶେଷ ହୋଇଛି । ବେଦୀ ପଛପଟେ ପଟା ବାଡ଼ିଆଯାଇଛି । ଭୂଇଁ ପାଖୁଡ଼ାରେ ନାହାକା ଲଗାଯାଇଛି ।
୮. କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବିରୋଧ, ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ
ସିବିଆଇ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ମୀ ।
୯. ଅନ୍ତର୍ଜାତୀୟ ଯୋଗ ଦିବସ: ମୟୂରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ
୧୦. ସାମନ୍ଥାଙ୍କ ପରେ ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ନାଗା
2021ରେ, ଦକ୍ଷିଣର ଅଭିନେତା ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥାଙ୍କଠାରୁ ଛାଡପତ୍ର ନେଇଥିଲେ ।