ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫ ପିଏମ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 26, 2022, 5:17 PM IST

1.ରଥଖଳା ହାଲଚାଲ: 31ଚକ, 18 ଅଖ ନିର୍ମାଣ ଶେଷ

ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା ।

2.ପାଖଉଛି ଘୋଷଯାତ୍ରା: ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତିରେ ନିମଗ୍ନ ବୁଣାକାର, କାଳିଆ କାମରେ ଲାଗିଛନ୍ତି ପିଲାଠୁ ବୁଢା

ପାଖେଇ ଆସୁଛି ବିଶ୍ବ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏହାରି ମଧ୍ୟରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗବସ୍ତ୍ର ବୁଣିବା ପାଇଁ ରାଉତପଡାର 25ରୁ ଉର୍ଦ୍ଧ୍ବ ପରିବାରକୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

3.BJP ନେତାଙ୍କ ବିବାଦୀୟ ବୟାନ, ସାଂସଦ ସୁପ୍ରିୟା ସୁଲେଙ୍କୁ କହିଲେ ଘରକୁ ଯାଅ ରୋଷେଇ କର

ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବାଦୀୟ ବୟାନ । NCP ନେତ୍ରୀ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ଯଦି ରାଜନୀତି ବୁଝୁନାହଁ ତେବେ ଘରକୁ ଯାଅ ଏବଂ ରୋଷେଇ କର କହିଲେ ମହାରାଷ୍ଟ୍ର ବିଜେପି ମୁଖ୍ୟ ।

4.ଯାତ୍ରୀଙ୍କ ପାଇଁ ଖୁସି ଖବର: ତେଲ ଦର କମିବା ପରେ କମିଲା ବସ୍ ଭଡା

ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ପେଟ୍ରୋଲ ଡିଜେଲ ଦର କମିବା ପରେ କମିଲା ବସ୍‌ ଭଡା ।

5.ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା, ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା NHRC

ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣାରେ ଦିନ ଗଡିବାରେ ଲାଗିଛି । 4 ସପ୍ତାହ ଭିତରେ ଘଟଣାର ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି (National Human Rights Commission of India) ନିର୍ଦ୍ଦେଶ ଦେଇଛନ୍ତି ।

6.ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ, ଜଣେ ମୃତ ୬ ଗୁରୁତର

ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଯାତ୍ରୀବାହୀ ଅଟୋ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ।

7.Bharat Drone Mahotsav 2022: ବିଶ୍ୱ ଦେଖିବ ଭାରତର ଡ୍ରୋନ ଶକ୍ତି

ଆସନ୍ତାକାଲି (ଶୁକ୍ରବାର) ଭାରତ ଡ୍ରୋନ ମହୋତ୍ସବ ୨୦୨୨ (Bharat Drone Mahotsav 2022)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

8.ତେଲେଙ୍ଗାନା BJP ନେତାଙ୍କ ବିବାଦୀୟ ବୟାନ

AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଖୋଲାଖୋଲି ଆହ୍ବାନ କରିଛନ୍ତି ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି ବନ୍ଦୀ ସଞ୍ଜୟ କୁମାର ।

9.ସନ୍ଥଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ନିଶା ଦେଇ ଶିଷ୍ୟାଙ୍କୁ ଜୋର୍‌ ଜବରଦସ୍ତ ବିବାହ

ମଧ୍ୟପ୍ରଦେଶ ଉଜୈନରେ ଜଣେ ସନ୍ଥଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଯୁବତୀଙ୍କୁ ନିର୍ଯାତନା ଦେବା ପରେ ଅନ୍ୟ ଜଣେ ସନ୍ଥଙ୍କ ସହିତ ଜୋର ଜବରଦସ୍ତ ବିବାହ କରାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ।

10.କାଲି ପରଦାକୁ ଆସିବ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣ

ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଅକ୍ଷୟ ପରିଜା ପ୍ରଡକ୍ସନର ଚଳଚ୍ଚିତ୍ର 'ଦୃଷ୍ଟିକୋଣ'। ମୁଖ୍ୟ ଭୂମିକାରେ ନଜର ଆସିବେ ଲିଜା ନାୟକ ଓ ଏଲିନା ସାମନ୍ତରାୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.