ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 18, 2022, 4:58 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ପ୍ରତିଷ୍ଠା ହେଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମାଆ ତାରାତାରିଣୀଙ୍କ ଭବ୍ୟ ମନ୍ଦିର । ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ।

୨. Naval Anti Ship Missile Test Fired: ଓଡିଶା ଉପକୂଳରୁ ଆଣ୍ଟି-ସିପ୍ ମାସାଇଲର ସଫଳ ପରୀକ୍ଷଣ

ଓଡିଶା ଉପକୂଳରୁ ନାଭାଲ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା । ବାଲେଶ୍ବର ଉପକୂଳରେ ନୌସେନା ହେଲିକପ୍ଟରରୁ ହେଲା ପରୀକ୍ଷଣ ।

୩. ବେଦୀରେ ଶଙ୍ଖା-ଚୁଡି ଖୋଲିଲେ କନିଆଁ, ବର ହୋଇଗଲେ ବେହୋସ

ବେଦୀରେ ବିବାହ କରିବାକୁ ମନାକଲେ କନିଆଁ । ହାତରୁ ଶଙ୍ଖା-ଚୁଡି କାଢି ଫିଙ୍ଗିଦେବା ପରେ ବେହୋସ ହୋଇଗଲେ ବର ।

୪. ରଥଖଳା ହାଲଚାଲ: ତିନିରଥର ୧୫ ତୁମ୍ବରେ ପହି ସଂଯୋଗ

ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।

୫. Wall Collapsed: ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 12 ଶ୍ରମିକ ମୃତ

ଗୁଜୁରାଟରେ ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି 12 ଜଣ ଶ୍ରମିକ ମୃତ । ଏବେ ବି ଅନେକ ଶ୍ରମିକ ଭଙ୍ଗା କାନ୍ଥ ତଳେ ଚାପି ହୋଇରହିଥିବା ସୂଚନା ।

୬. Assam Flood: 4 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ, ଏଯାବତ୍ 8 ମୃତ

ଆସାମରେ ବନ୍ୟା ବିଭୀଷିକା ଜାରି ରହିଛି । 26ଟି ଜିଲ୍ଲାର ପ୍ରାୟ 4 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

୭. ୨୦ ବର୍ଷ ପରେ ମିଳିଲା ନ୍ୟାୟ: ଡାକ୍ତରଙ୍କ ଅବହେଳାରୁ କଟି ଯାଇଥିଲା ପାପୁଲି

ଡାକ୍ତରଙ୍କ ଅବହେଳାରୁ ଚିର ଦିନ ପାଇଁ ହାତ ପାପୁଲି ହରାଇଲେ ଯୁବତୀ । 20 ବର୍ଷ ପରେ ପୀଡିତା ପରିବାରକୁ ମିଳିଲା ନ୍ୟାୟ ।

୮. କିଏ Ulfa ଅଧ୍ୟକ୍ଷ ? ଲଣ୍ଡନ କୋର୍ଟରେ ଶୁଣାଣି ଆରମ୍ଭ

ଭାରତ ସରକାର ଦାବି କରି ଆସିଛନ୍ତି ଯେ ଲଣ୍ଡନ ସ୍ଥିତ 75 ବର୍ଷୀୟ ଡାକ୍ତର ଉଲଫା ଗୁଟ ଅଧ୍ୟକ୍ଷ ହେଉଛନ୍ତି ଡାକ୍ତର ଅଭିଜିତ ଅସମ । ଉଲଫା (ଆଇ)ର ପ୍ରତିବନ୍ଧିତ ସଂଗଠନ ସହିତ ଏହାର କମାଣ୍ଡରଙ୍କ ଉପରେ କିଛି ଦିନ ତଳେ ବିବାଦ ଉପୁଜିଥିଲା ।

୯. ଥୋମାସ କପ ବିଜୟ ଦେଶର ବ୍ୟାଡମିଣ୍ଟନ ଇତିହାସରେ ସବୁଠୁ ବଡ ସଫଳତା: କୋଚ

14 ଥର ଚାମ୍ପିୟାନ ଇଣ୍ଡୋନେସିଆକୁ 3-0 ଗୋଲରେ ମାତ୍ ଦେଇ 73 ବର୍ଷ ପରେ ଇତିହାସ ରଚିଛି ଭାରତୀୟ ଟିମ୍ । ଏ ନେଇ ଦେଶ ଆଜି ଗର୍ବିତ । ଏହି ସଫଳତା ଦେଶ ପାଇଁ ସବୁଠୁ ବଡ ସଫଳତା ବୋଲି କହିବା କିଛି ଭୁଲ ହେବ ନାହିଁ ବୋଲି କହିଛନ୍ତି କୋଚ ବିମଲ କୁମାର ।

୧୦. ପ୍ରିୟଙ୍କା ଚୋପ୍ରା ଆହତ, ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

ପ୍ରିୟଙ୍କା ଚୋପ୍ରା ସୁଟିଂ ସମୟର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.