ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭି ଟପ ନ୍ୟୁଜ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 14, 2022, 5:01 PM IST

୧. ଜମି ଜବରଦଖଲ: କୃତିକା ପ୍ରଭାକରନଙ୍କ ନାଁରେ ରୁଜୁ ହେଲା ମାମଲା

ମହଙ୍ଗା ପଡିଲା ଜମି ଜବରଦଖଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ପ୍ରଭାକରନଙ୍କ ପତ୍ନୀ କୃତିକା ପ୍ରଭାକରନଙ୍କ ସମେତ ତିନି ଜଣଙ୍କ ନାମରେ ମାମଲା ରୁଜୁ ।

୨. School Holiday: ବୁଧ ପୂର୍ଣ୍ଣିମା, ସାବିତ୍ରୀରେ ସ୍କୁଲ ଛୁଟି

ଆସନ୍ତା 16 ଓ 30 ତାରିଖରେ ଛୁଟି ରହିବ ସ୍କୁଲ ।

୩. ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୀ ଚାଲାଣ: ୧୨୮୦ ବୋତଲ କଫ ସିରଫ ଜବତ, ଅଭିଯୁକ୍ତ ଗିରଫ

ବେଆଇନ‌ କଫ ସିରଫ ଜବତ କଲା ଏସଟିଏଫ୍(STF)। ବରମୁଣ୍ଡା ବସଷ୍ଟାଣ୍ଡରୁ ପୁରୀ ଚାଲାଣବେଳେ ଧରାପଡିଲା ୧୨୮୦ ବୋତଲ କଫ ସିରଫ। ପୁରୀ ଗୋପ ଅଞ୍ଚଳର ଅଭିଯୁକ୍ତ ପଦ୍ମନାଭ ବେହେରାକୁ ଗିରଫ କରିଛି ଏସଟିଏଫ୍ ।

୪. ରଥଖଳା ହାଲଚାର: ନୃସିଂହ ଚତୁର୍ଦ୍ଦଶୀ ଅବସର, ରଥଖଳାରେ ହେଲା ଗୁଜ ଅନୁକୁଳ

ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ।

୫. Fire Broke out At Amritsar Hospital: ଅମୃତସରର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ପଞ୍ଜାବର ଅମୃତସର ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ନିଆଁକୁ ଆୟତ କାର୍ଯ୍ୟ । ଏକାଧିକ ଆହତ ସୂଚନା ।

୬. Tripura CM Resigns: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

ପଦରୁ ହଟିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ବିଜେପି ହାଇକମାଣ୍ଡ ବିପ୍ଲବଙ୍କୁ ଇସ୍ତଫା ଦେବା ପାଇଁ ଆଜି ଦେଇଥିଲେ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ବିପ୍ଲବ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

୭. ଚାଲିଥିଲା କାର୍ଯ୍ୟକ୍ରମ: ହଠାତ ଖସିଲା ଖମ୍ବ, ଅଳ୍ପକେ ବର୍ତ୍ତିଲେ ସାଂସଦ

ଚାଲିଥିଲା କାର୍ଯ୍ୟକ୍ରମ । ଆଲୋକମାଳାରେ ଝଲସୁଥିଲା ଷ୍ଟେଜ । ହେଲେ ହଠାତ ଘଟିଲା ଅଘଟଣ ।

୮. Demise Of UAE President: ଭରତରେ ଏକଦିବସୀୟ ଶୋକ, ଅର୍ଦ୍ଧନମିତ ରହିଲା ତ୍ରୀରଙ୍ଗା

UAEର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍ ଜାଏଦ୍‌ ଅଲ ନାହୟନ୍‌ଙ୍କ ଦେହାନ୍ତରେ ଭାରତରେ ଏକଦିବସୀୟ ଶୋକ ପାଳନ । ଅର୍ଦ୍ଧନମିତ ରହିଲା ତ୍ରୀରଙ୍ଗା । ଗତକାଲି ଶୋକବ୍ୟକ୍ତି କରିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

୯. IPL 2022: ଆଜି କୋଲକାତା-ହାଇଦ୍ରାବାଦ ହାଇଭୋଲଟେଜ ମ୍ୟାଚ୍‌

ଆଜି ଆଇପିଏଲ(IPL)ର ୬୧ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ (KKR) ଓ ସନରାଇଜର୍ସ ହାଇଦ୍ରାବାଦ (SRH) ।

୧୦. Kabhi Eid Kabhi Diwali: ନୂଆ ଲୁକ୍‌ରେ ଫିଲ୍ମର ସୁଟିଂ ଆରମ୍ଭ କଲେ ସଲ୍ଲୁ

ସଲମାନ ତାଙ୍କର ନୂଆ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ସଲମାନ ଖାନ ସୁଟିଂ ସେଟରୁ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.