ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 11, 2022, 5:01 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Srimandir Parikrama project Row: ପିନାକୀ ମିଶ୍ରଙ୍କୁ ଜବାବ ମାଗିଲେ ସମ୍ବିତ ପାତ୍ର

ପୁରୀ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁଣି ଶ୍ରୀମନ୍ଦିର ଚତୁର୍ପାଶ୍ବରେ ବେଆଇନ ଖନନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

2.କାଶ୍ମୀର ଫାଇଲ୍ସ: ବିବେକ ଅଗ୍ନିହୋତ୍ରୀ ଓ ଶଶୀ ଥରୁର୍‌ ମଧ୍ୟରେ ଟ୍ୱିଟ୍ ଓ୍ୱାର

କାଶ୍ମୀର ଫାଇଲ୍ସକୁ ନେଇ ଦୁଇ ସେଲିବ୍ରିଟି ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଶଶି ଥରୁରଙ୍କ ମଧ୍ୟରେ ଟୁଇଟରେ ଦେଖିବାକୁ ମିଳିଛି ଶୀତଳ ଯୁଦ୍ଧ।

3.ଶାହଙ୍କୁ ପ୍ରଧାନମନ୍ତ୍ରୀ କହିଦେଲେ ଆସାମ ସିଏମ, କଂଗ୍ରେସ କହିଲା ଏମିତି

ଭାଷଣରେ ଭୋଳ ହୋଇ ଗଲେ ଆସାମ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଦେଲେ ।

4.Mohali Blast: CCTV ଫୁଟେଜରେ ନଜର ଆସିଲା ସନ୍ଦିଗ୍ଧ କାର

ସାମ୍ନାକୁ ଆସିଲା ମୋହାଲି ବିସ୍ଫୋରଣର ସିସିଟିଭି ଫୁଟେଜ । ଫୁଟେଜରେ ଚିହ୍ନଟ ସନ୍ଦେହଜନକ କାରକୁ ଠାବ କରିବା ପାଇଁ ପୋଲିସ ଚଳାଇଛି ଉଦ୍ୟମ ।

5.ମାତୃ ଦିବସରେ ମା'କୁ ହତ୍ୟାକରି ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚାହୁଁଥିଲା ପୁଅ, ଏତଲା ପରେ ମାତୃହନ୍ତା ପୁଅକୁ ବାନ୍ଧିଲା ପୋଲିସ୍

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା କନପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ।ପାରିବାରିକ କଳହରୁ ନୃଶଂସ ହେଲା ପୁଅ । ବିଶ୍ବ ମାତୃତ୍ବ ଦିବସରେ ମାଆକୁ ହତ୍ୟା କଲା ଜହ୍ଲାଦ ପୁଅ ।

6.ମନି ଲଣ୍ଡରିଂ: ED ସ୍କାନରରେ ଖଣି ମାଲିକ ଜିତୁ ପଟ୍ଟନାୟକ

ମନି ଲଣ୍ଡରିଂ ମାମଲାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢାଉ ।

7.Twitterକୁ କମବ୍ୟାକ୍ କରିବେ ଟ୍ରମ୍ପ ! ଇସାରା ଦେଲେ Elon Musk

ଡୋନଲ୍ଡ ଟ୍ରମ୍ପଙ୍କ ଉପରୁ ହଟିବ ଟ୍ବିଟର କଟକଣା । ସଙ୍କେତ ଦେଲେ ନୂତନ ଚ୍ବିଟର ମାଲିକ ଏଲନ ମସ୍କ ।

8.Cyclone Asani Alert: ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଜୋରଦାର ପ୍ରସ୍ତୁତି

ବାତ୍ୟା ଅସାନିକୁ ନେଇ ସଜାଗ ରହିଛି ପାରାଦ୍ୱୀପ ବନ୍ଦର ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନାଦ କହିଛନ୍ତି, "ପାରାଦ୍ୱୀପ ଉପକୂଳରେ ବାତ୍ୟା ଅସାନିର ପ୍ରଭାବ କମ ରହିବ ।

9.ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ଅସାନି

ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଅସାନି। ଆଜି(ବୁଧବାର) ସକାଳୁ ଭୀଷଣ ବାତ୍ଯାରୁ ବାତ୍ଯାରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

10.Sedition Law: ଦେଶଦ୍ରୋହ ଆଇନ୍ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ଜୁଲାଇରେ ପରବର୍ତ୍ତୀ ଶୁଣାଣି

ଦେଶଦ୍ରୋହ ଆଇନ୍‌ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଉ ବ୍ୟବହାର ହୋଇପାରିବନି ଏହି ଆଇନ୍‌। ପୁନର୍ବିଚାର ଯାଏ ଦେଶଦ୍ରୋହ ଆଇନ୍‌ ତଥା ଆଇପିସିର ୧୨୪(କ) ଜରିଆରେ କୌଣସି ନୂଆ ମାମଲା ରୁଜୁ ମଧ୍ୟ କରାଯିବ ନାହିଁ ବୋଲି ଆଜି (ବୁଧବାର) ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.