ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 9, 2022, 5:03 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଜୟପୁରରୁ ଉଡିବ ବିମାନ: ଡିଜିସିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ

ଭୁବନେଶ୍ବରରୁ ଭାୟା ଜୟପୁର ଦେଇ ବିଶାଖାପାଟନମ୍‌କୁ ଖୁବଶୀଘ୍ର ଉଡିବ ବିମାନ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ପରେ ଉଡିବ ବିମାନ ।

୨. ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: 5 ମୃତ, 21 ଆହତ

ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ । 5 ମୃତ, 21 ଆହତ ।

୩. ସାହିନବାଗ ଉଚ୍ଛେଦ ମାମଲାର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ସାହିନବାଗ ଉଚ୍ଛେଦ ମାମଲାରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ । ପୀଡିତଙ୍କ ବଦଳରେ କୋର୍ଟରେ କାହିଁକି ଦ୍ବାରସ୍ଥ ହୋଇଛନ୍ତି ରାଜନୈତିକ ଦଳ ବୋଲି କଲେ ପ୍ରଶ୍ନ । ଅନ୍ୟପଟେ ଉଚ୍ଛେଦ ପରିବର୍ତ୍ତେ ଫେରିଆସିଲା ବୁଲଡୋଜର । ନିଜେ ଉଚ୍ଛେଦ ନେଇ ସହମତି ପ୍ରକାଶ କଲେ ବ୍ୟବସାୟୀ ।

୪. ଜାମିନ ସର୍ତ୍ତାବଳୀ ଉଲଙ୍ଘନ ଅଭିଯୋଗରେ ରାଣା ଦମ୍ପତିଙ୍କୁ କୋର୍ଟଙ୍କ ନୋଟିସ

ରାଣା ଦମ୍ପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ମୁମ୍ବାଇ ସେସନ କୋର୍ଟ । ଜାମିନ ସର୍ତ୍ତାବଳୀର ଉଲଙ୍ଘନ ପାଇଁ କାହିଁକି ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯିବ ନାହିଁ ବୋଲି କାରଣ ଦର୍ଶାଇବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ।

୫. Sri Lanka Economic Crisis: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତଫା । ଦେଶରେ ଆର୍ଥିକ ସଙ୍କଟ କାରଣରୁ ଲାଗି ରହିଛି ରାଜନୈତିକ ସଙ୍କଟ ।

୬. ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟାକଲା ଡ୍ରାଇଭର: ଲୁଟିନେଲା 9 କେଜି ସୁନା, 50 କେଜି ରୂପା

ଟଙ୍କା ପାଇଁ ବିଦେଶ ଫେରନ୍ତା ମାଲିକ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପୋତି ଦେଲା ଡ୍ରାଇଭର । ବିପୁଳ ଟଙ୍କା ଓ ସୁନା ଲୁଟ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ ପର୍ଦ୍ଦାଫାଶ ହେଲା ଘଟଣା ।

୭. ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର(Padmashri rajat Kar) । ପୁରୀ ସ୍ଵର୍ଗଦ୍ୱାରରେ ସମ୍ପନ୍ନ ହେଲା ରଜତ କରଙ୍କ ଅନ୍ତିମ ସଂସ୍କାର ।

୮. Brajarajanagar Bypoll: ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ । ଅଳକା ମହାନ୍ତି ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ।

୯. ByPoll: ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ

ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ମୁକୁଲ ୱାସନିକ କଲେ ଘୋଷଣା । ପୂର୍ବରୁ ବିଜେଜି, ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ, ଆସନ୍ତା 31 ରେ ହେବ ଉପ-ନିର୍ବାଚନ ପାଇଁ ମତଦାନ

୧୦. Prithviraj Trailer: ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୃଥୀରାଜର ଟ୍ରେଲର ରିଲିଜ

ଅକ୍ଷୟ କୁମାର ଏବଂ ମାନୁଷୀ ଛିଲ୍ଲରଙ୍କ ଅଭିନୀତ ଚଳଚ୍ଚିତ୍ର ପୃଥୀରାଜର ଟ୍ରେଲର ରିଲିଜ୍ ହୋଇଛି । ବୀର ପୃଥ୍ୱୀରାଜଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଏଥିରେ ଦର୍ଶକେ ପ୍ରେମ ସହିତ ସଂଗ୍ରାମର ଝଲକ ଦେଖିବାକୁ ପାଇବେ। ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.