ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫PMର ତାଜା ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 12, 2022, 5:01 PM IST

1.କଟକରେ ଚାଞ୍ଚଲ୍ୟ: ବଡଭାଇ ପରିବାରକୁ ନିପାତ କରିଦେଲା ସାନଭାଇ

ବଡଭାଇ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା କଲା ସାନଭାଇ । ଥାନାରେ କଲା ଆତ୍ମସମର୍ପଣ ।

2.ଲୋଇସିଂହା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ସମୟରେ ତାଙ୍କ ସାଥିରେ ଥିବା PSO ଓ ଡ୍ରାଇଭର ଆହତ ହୋଇଛନ୍ତି ।

3.National Herald Case: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ୱନ ବଂଶଲଙ୍କୁ EDର ଜେରା

ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ଜେରାର ସମ୍ମୁଖୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲ । ଗତକାଲି ଜେରା ସାମ୍ନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ।

4.Sri Lanka crisis: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ନୂଆବର୍ଷ, 11ହଜାର ମେଟ୍ରିକ ଟନ ଚାଉଳ ପଠାଇଲା ଭାରତ

କଲମ୍ବୋରେ ପହଞ୍ଚିଲା ଭାରତ ପଠାଇଥିବା 11ହଜାର ମେଟ୍ରିକ ଟନ ଚାଉଳ । ମୋଟ 16 ମେଟ୍ରିକ ଟନ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି ଭାରତ । ଚଳିତ 13 ତାରିଖରେ ଶ୍ରୀଲଙ୍କା ପାଳିବ ନୂଆବର୍ଷ ।

5.ସର୍ବଶିକ୍ଷା ଅଭିଯାନ ଫେଲ ! ଭିକ ମାଗୁଛନ୍ତ ଶବର ଶିଶୁ

ଭିକ୍ଷାବୃତ୍ତିରେ କଟୁଛି ଶୈଶବ । ସ୍କୁଲ ଯିବା ବଦଳରେ ଘର ଘର ବୁଲି ଭିକ ମାଗୁଛନ୍ତି କୁନି କୁନି ଶବର ପିଲା । ଯାଯାବର ବାପାମାଆଙ୍କ ପାଖରେ ସମ୍ବଳ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର ଅଭାବରୁ ଭିକ୍ଷାବୃତ୍ତିକୁ ଆପଣାଇ ନେଇଛନ୍ତି ଶବର କଅଁଳ କଢି ।

6.ଆସନ୍ତା 18ରୁ ଖୋଲିବ ରାଜ୍ୟ ସରକାରଙ୍କ ତିନି ପ୍ରମୁଖ ଭବନ, ସାମ୍ବାଦିକଙ୍କୁ ମିଳିଲା ଅନୁମତି

ଏପ୍ରିଲ୍ ୧୮ ତାରିଖରୁ ଅନ୍‌ଲାଇନ୍‌ ପାସ୍‌ ଜରିଆରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନକୁ ପ୍ରବେଶ କରିପାରିବେ ସାଧାରଣ ଜନତା । ଖାଲି ସେତିକି ନୁହେଁ କେବଳ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ହିଁ ଏହି ସମସ୍ତ ସ୍ଥାନ ଭିତରକୁ ପ୍ରବେଶ ମିଳିବ ।

7.ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେବି କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ତେବେ ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ ।

8.ପିଏମ ଆବାସ ହିତାଧିକାରୀଙ୍କୁ ମୋଦିଙ୍କ ଭାବପ୍ରବଣ ଚିଠି

ଆବାସ ଯୋଜନାରେ ପକ୍କା ଘର ମିଳିଥିବା ଜଣେ ହିତାଧିକାରୀଙ୍କୁ ଚିଠି ଲେଖିଲେ ମୋଦି। ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସୁଧୀର କୁମାର ଜୈନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

9.Ropeway Accident: ବାୟୁସେନାର ପ୍ରୟାସକୁ ପ୍ରଶଂସା, ଦେଖନ୍ତୁ କେମିତି ଥିଲା ଉଦ୍ଧାର ଅପରେସନ

ଝାଡଖଣ୍ଡ ଦେଓଘର ତ୍ରିକୁଟ ରୋପୱେ ଦୁର୍ଘଟଣା । ଘଡି ଘଡିକେ ଛୁଟୁଥିଲା ଆଶା । ଜୀବନ ବଞ୍ଚାଇବାକୁ ଚାଲିଥିଲା ପ୍ରୟାସ । କିଛି ନୂଆ ଜୀବନ ପାଇଲେ ଆଉ କିଛି ଜୀବନ ଯୁଦ୍ଧରେ ହାରି ଗଲେ ।

10.FIH Pro League: ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ

ଭାରତ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଓଡିଶାରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ(Germany Men's team) । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ବରରେ ଭାରତ ଓ ଜର୍ମାନୀ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.