ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 15, 2022, 5:00 PM IST

1. ପୂର୍ବ କୋଭିଡ କଟକଣା ମଧ୍ୟରେ ଚାଲିବ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

କଟକଣା ମଧ୍ୟରେ ବସିବ ବିଧାନସଭା ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ନିଆଗଲା ନିଷ୍ପତ୍ତି । ପୂର୍ବ କୋଭିଡ କଟକଣା ମଧ୍ୟ ଲାଗିବ ।

2. All Party Meeting: ସର୍ବଦଳୀୟ ବୈଠକରେ ୩ଟି ପ୍ରସ୍ତାବ ଆଣିଲା BJP

ଆଜି(ମଙ୍ଗଳବାର) ସର୍ବଦଳୀୟ ବୈଠକ ବସିଥିବାବେଳେ ୩ଟି ପ୍ରସ୍ତାବ ଆଣିଛି ବିଜେପି । ପ୍ରଶ୍ନକାଳ ଦେଢ ଘଣ୍ଟା ପାଇଁ କରିଛି ଦାବି ।

3. BJP Parliamentary Party Meet: The Kashmir Filesକୁ ମୋଦିଙ୍କ ପ୍ରଶଂସା

ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳୀୟ ବୈଠକରେ The Kashmir Filesକୁ ମୋଦିଙ୍କ ପ୍ରଶଂସା ।

4. ତେନ୍ତୁଳିଗୁଡା ଗାଁ: ନାହିଁ ଗୋଟିଏ ବି ଶୌଚାଳୟ, ହୀନସ୍ତା ୭୦ ପରିବାର

ସରକାର ସ୍ବଚ୍ଛ ଭାରତ ମିଶନ ଅଧିନରେ ପ୍ରତି ଗାଁରେ ଘରେ ଘରେ ଶୌଚାଳୟ ନିର୍ମାଣ କରୁଛନ୍ତି । କିନ୍ତୁ ଏସବୁରୁ ଯେମତି ବଞ୍ଚିତ କୋରାପୁଟର ତେନ୍ତୁଳିଗୁଡା ଗ୍ରାମ । ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଶୌଚାଳୟ ହୋଇପାରିନଥିବା ଅଭିଯୋଗ ହୋଇଛି ।

5. ରାଜରାସ୍ତାରେ ଡେଉଁଛନ୍ତି ଜୀଅନ୍ତା ମାଗୁର ମାଛ, ଘରକୁ ପୁଳାପୁଳା ବୋହିନେଲେ ଲୋକେ

ରାଜରାସ୍ତାରେ ଖେଳିଲେ ଜୀଅନ୍ତା ମାଛ। ରାସ୍ତାରେ ବହୁତ ପରିମାଣର ମାଛ ଦେଖି ଲୋକମାନେ ଗୋଟେଇବାରେ ଲାଗିଛନ୍ତି। ସମ୍ବଲପୁର ଜିଲ୍ଲାର ଜମନକିରା ଅଞ୍ଚଳରେ ଏଭିଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

6. ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ, ମାର୍ଚ୍ଚରେ ଆସିବ କି ବାତ୍ୟା ?

ଆଗାମୀ ୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୂମାନ । ପ୍ରଭାବ ନେଇ ହୋଇନାହିଁ ସ୍ପଷ୍ଟ ଆକଳନ ।

7. ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୭ ଅସୁସ୍ଥ

ରାଜନଗର ଥାନା ଅନ୍ତର୍ଗତ କଏଥା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୭ଜଣ ଗୁରୁତର ହୋଇଥିବା ସୂଚନା ।

8. Hijab verdict: ମୁସଲିମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବୟକଟ୍‌

ବହୁଚର୍ଚ୍ଚିତ ହିଜାବ ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ତେବେ ଏହି ରାୟକୁ ବିରୋଧ କରି ମୁସଲିମ ଛାତ୍ରଛାତ୍ରୀ ପରୀକ୍ଷା ବୟକଟ୍‌ କରିଛନ୍ତି ।

9. IPL 2022: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପ୍‌ରେ ସେନ ୱାଟସନ୍‌

ଇଣ୍ଡିଆନ ପ୍ରିମିୟର ଲିଗ(IPL)କୁ ଫେରିବେ ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ ୱାଟସନ । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ୱାଟସନଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଥିବା ଘୋଷଣା କରିଛି ।

10. Alia Bhatt Lehenga look: ଆଲିଆଙ୍କ ପରଫେକ୍ଟ ବେଷ୍ଟି ୱେଡିଙ୍ଗ ଲୁକ୍‌ରେ ଦିୱାନା ଫ୍ୟାନ୍ସ

ବଲିଉଡର ଷ୍ଟାଇଲିଷ୍ଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ । ଚଳଚ୍ଚିତ୍ର ସହିତ ସେ ଏଥିନିକ୍‌, ୱେଷ୍ଟର୍ଣ୍ଣ ଏବଂ କାଜୁଆଲ୍ ଲୁକ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ପ୍ରଶଂସା ସାଉଣ୍ଟିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.