ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 20, 2022, 5:02 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟର ବରିଷ୍ଠ ସାମ୍ବାଦିକ । ବିଭିନ୍ନ ବୁଥ୍‌ରେ ସାମ୍ବାଦିକମାନେ ସଙ୍ଗବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ।

2. Panchayat Poll Violence: ପ୍ରିଜାଇଡିଂ ଅଫିସରଙ୍କୁ ମାଡ, ପୋଖରୀକୁ ପିଙ୍ଗିଲେ ବାଲାଟ୍ ବକ୍ସ

ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଳକରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ କୋଲହ ପଞ୍ଚାୟତରେ 4ନଂ ବୁଥରେ ବାଲାଟ୍‌ ପେପର ଫଲୋଡିଂର ଚିହ୍ନ ଦେଖା ନଯିବାରୁ ମତଦାନ କେନ୍ଦ୍ର ବନ୍ଦ ।

3. Attack on Journalist : ନିର୍ବାଚନବେଳେ ସାମ୍ବାଦିକଙ୍କ ଉପରେ ବଢୁଛି ଆକ୍ରମଣ, ମୁହାଁମୁହିଁ ଶାସକ ବିରୋଧୀ

ତୃତୀୟ ପର୍ଯ୍ୟାୟ ମତଦାନ ଆଜି(ରବିବାର) ଶେଷ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ବୁଥ କ୍ୟାପଚରିଂ ଅଭିଯୋଗ । କେବଳ ସେତିକି ନୁହେଁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

4. WEATHER UPDATE OF ODISHA: 24ରୁ ଭିଜିବ ଓଡିଶା !

ପୁଣି ଭିଜିବ ଓଡିଶା। 24ରୁ ଓଡ଼ିଶାରେ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।

5. UP Panjab poll: ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ଓ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ

ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଜାରି ରହିଛି ମତଦାନ । ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ଓ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ ରେକର୍ଡ ।

6. ମତଦାନ କେନ୍ଦ୍ରରେ ପ୍ରବେଶ ଉଦ୍ୟମ କରି ହଟହଟା ସୋନୁ, କାର ଜବତ

ପଞ୍ଜାବରେ ଚାଲିଛି ମତଦାନ । ମୋଗାରେ ଅଭିନେତା ସୋନୁ ସୁଦଙ୍କ ମତଦାନ କେନ୍ଦ୍ରରେ ପ୍ରବେଶ ଉଦ୍ୟମ । କାର ଜବତ କରିବା ସହ ଘରକୁ ପଠାଇଲା ପ୍ରଶାସନ ।

7. ୨୦ ବର୍ଷ ପରେ ମାଓଗଡରେ ହେବ ମତଦାନ, ନେତା ବାଛିବେ ଜନତା

ଦୀର୍ଘ ୨୦ ବର୍ଷ ପରେ ମାଓଗଡରେ ପଡିବ ଭୋଟ । ନିୟମଗିରି ପାହାଡ଼ର ପାଦଦେଶରେ ଥିବା ମାଓଗଡ ତ୍ରିଲୋଚନପୁର ପଞ୍ଚାୟତରେ ଏଥର ସିଲେକ୍ସନ ନୁହେଁ ହେବ ଇଲେକ୍ସନ । ବାଲାଟ ପେପରରେ ଗାଁ ନେତା ବାଛିବେ ପଞ୍ଚାୟତବାସୀ ।

8. Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ

ରଣଜୀ ଟ୍ରଫି B ଗ୍ରୁପର ବେଙ୍ଗଲର ରୋମାଞ୍ଚକର ବିଜୟ । ସାହାବାଜ ଅହମ୍ମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା ।

9. ଝରଣା କୂଳରେ ଧ୍ୟାନ କରୁଛନ୍ତି ଏହି ଅଭିନେତ୍ରୀ, ଦେଖିଲେ ଉଡିଯିବ ହୋସ

ଜନ୍ମଭୂମି କେରଳରେ ଛୁଟିଦିନ କାଟୁଛନ୍ତି ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ଦୈନନ୍ଦିନ ଜୀବନରୁ କିଛି ସମୟ ପାଇଁ ବିରତି ନେଇ ସେ ପ୍ରକୃତିକୁ ଆଲିଙ୍ଗନ କରିଛନ୍ତି ।

10. ଶିବାନୀଙ୍କୁ ଦ୍ବିତୀୟ ବିବାହ କଲେ ଫରହାନ, ବିବାହ ସ୍ଥଳରୁ ଆସିଲା ଆକର୍ଷଣୀୟ ଫଟୋ

ବଲିଉଡର ଅନ୍ୟତମ ପ୍ରମୁଖ ପ୍ରତିଭା ଫରହାନ୍ ଅଖତର ତାଙ୍କ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ରିଅଲିଟି ଶୋ'ର ହୋଷ୍ଟ ଶିବାନୀ ଦାଣ୍ଡେକରଙ୍କ ସହ ପିତା ଜାଭେଦ ଅଖତରଙ୍କ ମୁମ୍ବା`ଇ ଖଣ୍ଡାଲାର ଫାର୍ମହାଉସରେ ଫେବୃଆରୀ ୧୯ରେ ପରସ୍ପରକୁ ସାତ ଜନ୍ମର ସାଥୀ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.