ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 19, 2022, 5:05 PM IST

1-President Visit: କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି

ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟାରେ କରିବେ ମହାପ୍ରଭୁଙ୍କ ଦର୍ଶନ ।

2-ଭୋଟ ବର୍ଜନ ନିଷ୍ପତ୍ତି ନମାନିବାରୁ ବନ୍ଦ କୋଠରୀରେ ବୃଦ୍ଧଙ୍କୁ ତାଲା, ମାଡ଼ ମାରିଲେ ଗ୍ରାମବାସୀ

ବଡଚଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଭୋଟ୍ ବର୍ଜନ ନିଷ୍ପତ୍ତି ନମାନି ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାରୁ ଆକ୍ରୋଶର ଶୀକାର ହୋଇଛନ୍ତି ଜଣେ ବୃଦ୍ଧ ଓ ଜଣେ ଯୁବକ।

3- Panchayat Election: ମତଦାନ ପୂର୍ବରୁ ରାତିଅଧରେ ଗାଁକୁ ଟଙ୍କା ବ୍ୟାଗ ଆଣି ଫସିଲେ ଦଳୀୟ କର୍ମୀ

ଆସନ୍ତାକାଲି (ରବିବାର) ତୃତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ । ମତଦାନ ପୂର୍ବରୁ କିଛି ରାଜନୈତିକ ଦଳର କର୍ମୀ ଗଜପତି କଡମ୍ମାତାଲ ଗାଁକୁ ଟଙ୍କା ନେଇ ରାତିରେ ଆସିଥିବା ଅଭିଯୋଗ ।

4-୫ ଦିନିଆ ରିମାଣ୍ଡରେ ରସିକିଆ ଠକ ଡାକ୍ତର, ଖୋଲିବ ୩୦ ବର୍ଷର ଠକେଇ ଚେର

ସରୁନି ରସିକିଆ ଦଶମ ଫେଲ ଡାକ୍ତରର ପତ୍ନୀଙ୍କ ଲିଷ୍ଟ। ଠକେଇର ଖୋଳତାଡ ପାଇଁ ଠକ ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେଲା ମହିଳା ଥାନା ପୋଲିସ।

5-ପୁଣି ଅଶାନ୍ତ ଢିଙ୍କିଆ, ହାଇକୋର୍ଟ ଟିମ ଗସ୍ତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପହଞ୍ଚିଲେ ହାଇକୋର୍ଟର ୫ ଜଣିଆ ଟିମ । ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଛି ।

6-ଗଜପତିରେ ପ୍ରଚାର କଲେ ଦକ୍ଷିଣ ଭାରତୀୟ ଷ୍ଟାର, ଟାର୍ଗେଟରେ ତେଲୁଗୁ ଭୋଟର

ଗଜପତିରେ ପଞ୍ଚାୟତ ନିର୍ବାଚନ ପ୍ରଚାର କଲେ ତେଲୁଗୁ ସିନେ ତାରକା ।

7-ଜର୍ମାନ ପ୍ରତିପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କଲେ ବୈଦେଶିକ ମନ୍ତ୍ରୀ

ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜର୍ମାନ ବୈଦେଶିକ ମନ୍ତ୍ରୀ ଏନାଲିନା ବେୟରବୋକଙ୍କ ମଧ୍ୟରେ ଦୀର୍ଘ 3 ଘଣ୍ଟା ଧରି ଆଲୋଚନା ହୋଇଥିଲା ।

8-Modi launches Kisan Drone Yatra: ୧୦୦ କିଷାନ ଡ୍ରୋନ ଉଦଘାଟିତ, ଏଣିକି ସହଜ ହେବ ଚାଷ

ଫସଲ ଆକଳନ, ଜମି ରେକର୍ଡ ଏବଂ କୀଟନାଶକ ସ୍ପ୍ରେ ପାଇଁ 100 କିଷାନ ଡ୍ରୋନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

9-Tiger 3: ପୁଣି ଏକାଠି ନଜର ଆସିଲେ ସଲମାନ-କ୍ୟାଟ୍ରିନା

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ଟାଇଗର -3 ର କାର୍ଯ୍ୟସୂଚୀ ସୁଟିଂ ଶେଷ ହୋଇଛି । ଶନିବାର ଦିଲ୍ଲୀ କାର୍ଯ୍ୟସୂଚୀ ଶେଷ କରିବା ପରେ ସଲମାନ, କ୍ୟାଟ୍ରିନା ଏବଂ ଇମ୍ରାନ ହାଶମି ମୁମ୍ବାଇ ଫେରିଛନ୍ତି।

10-3 ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ

3 ଫର୍ମାଟରେ ରୋହିତ କ୍ୟାପ୍ଟେନ । ପୂର୍ବରୁ ୨ ଫର୍ମାଟରେ କ୍ୟାପ୍ଟେନ ଥିବାବେଳେ ହ୍ବାଇଟ ବଲ୍ ଅଧିନାୟକ ଦାୟିତ୍ବ ହସ୍ତାନ୍ତର । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ଅଧିନାୟକ ଦାୟିତ୍ବ ତୁଲାଇବେ ରୋହିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.