ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 10, 2022, 4:59 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ସରିଲା ସର୍ବଦଳୀୟ ବୈଠକ: ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ, EVM ମାଧ୍ୟମରେ ଭୋଟ ଗ୍ରହଣ

ପୌର ନିର୍ବାଚନ ପାଇଁ ସରିଲା ସର୍ବଦଳୀୟ ବୈଠକ । ଆଜିଠୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ପ୍ରକ୍ରିୟା । ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ କମିଶନ ।

2. ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, କୁଖ୍ୟାତ ଅପରାଧୀ କିଶୋର ଗିରଫ

ବାଲେଶ୍ବର ସୋର NH 16 ପାଖରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ବାଲେଶ୍ବରରୁ କୁଖ୍ୟାତ ଅପରାଧୀ କିଶୋର କୁମାର ମହାରଣାକୁ ମଧ୍ୟ ଗିରଫ କରିଛି ଏସଟିଏଫ ଟିମ ।

3. ଆଲୋଚନା ପରେ ହେବ ଦଶମ-ଦ୍ଵାଦଶ ପରୀକ୍ଷା

ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବା ନେଇ ଗଣଶିକ୍ଷା ବିଭାଗର ବିବୃତ୍ତି ।

4. UP Polls: ଅପରାହ୍ନ ୩ଟା ସୁଦ୍ଧା 48.24 ପ୍ରତିଶତ ମତଦାନ, ଗାଜିଆବାଦରେ ସର୍ବନିମ୍ନ

ଉତ୍ତରପ୍ରଦେଶରେ ମତଦାନ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ । ଅପରାହ୍ନ 3ଟା ସୁଦ୍ଧା ରାଜ୍ୟରେ 48.24 ପ୍ରତିଶତ ଭୋଟିଂ । ଶ୍ୟାମଲିରେ ସର୍ବାଧିକ ଓ ଗାଜିଆବାଦ ସବୁଠୁ ପଛରେ ।

5. Lakhimpur Violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ

ଉତ୍ତରପ୍ରଦେଶ ଲଖିମୁପର ଖେରୀ ହିଂସା ମାମଲା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଛି ଜାମିନ ।

6. ଖଣ୍ଡଗିରି ମାଘ ମେଳା: ଜମୁଛି ସନ୍ଥଙ୍କ ଗହଳି, ମୁଖ୍ୟ ଆକର୍ଷଣ ଡାକ୍ତର ବାବା-ଷ୍ଟାଣ୍ଡିଙ୍ଗ ବାବା

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ଏନେଇ ହୋମ ଯଜ୍ଞ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ଖଣ୍ଡଗିରି ପାଦଦେଶ । ଚଳିତ ଥର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଡାକ୍ତର ବାବା, ଷ୍ଟାଣ୍ଡିଙ୍ଗ ବାବା ଓ ବିଭୂତି ବାବା ।

7. Health Benefits of Buransh: ଫୁଲର ଉପଯୋଗିତା ଜାଣି ହୋଇଯିବେ ଚକିତ

ଲାଲ-ଗୋଲାପୀ ରଙ୍ଗର ଏହି ଫୁଲ ଅଧିକାଂଶ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳେ । ଏହାକୁ Rhododendron ବା ବୁରାଂଶ ଫୁଲ ବୋଲି କୁହାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫୁଲର ଅନେକ ସ୍ବାସ୍ଥ୍ୟ ଉପଯୋଗୁ ଗୁଣ ରହିଛି । ଏଥିଲାଗି ଏହି ଫୁଲକୁ ସଞ୍ଜୀବନୀ ମଧ୍ୟ କୁହାଯାଉଛି । ଜାଣନ୍ତୁ ଏହାର ଉତ୍କୃଷ୍ଟ ଧରଣର ଉପଯୋଗିତା ।

8. RBI Monetary Policy: ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ

ଲଗାତାର ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ ।

9. ପଦ୍ମ ପୋଖରୀରେ ରେସଲର ଗ୍ରେଟ୍ ଖଲି

ବିଜେପିରେ ସାମିଲ ହେଲେ WWE ଷ୍ଟାର ଦ ଗ୍ରେଟ୍ ଖଲି । ଆଜି ଖଲି ବିଜେପିରେ ବିଧବଦ୍ଧ ଭାବେ ମିଶିଛନ୍ତି ।

10. କାଚା ବାଦାମ୍ ଗୀତରେ ଝୁମିଲେ ଅଲୁ ଅର୍ଜୁନଙ୍କ ଝିଅ ଆରହା, ଭିଡିଓ ଭାଇରାଲ

ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଝିଅ ଆରହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆରହା ‘କାଚା ବାଦାମ୍’ ଗୀତରେ ଡ୍ୟାନ୍ସ କରି ସମସ୍ତଙ୍କୁ ଚକିତ କରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.