ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 5PM ଖବର ଅପଡେଟ

ନଜର ପକାନ୍ତୁ 5 PMର ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 5, 2022, 5:08 PM IST

1.ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ମୃତ୍ୟୁ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅକାଳରେ ଚାଲିଗଲା ଜୀବନ ।

୨.ଆସନ୍ତାକାଲି ଓଡିଶା ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରବିବାର ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନ 12ଟା ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବୋଧିତ କରିବେ କେନ୍ଦ୍ର ରେଳମନ୍ତ୍ରୀ ।

୩.Budget session: ପ୍ରଥମ ସପ୍ତାହରେ ରାଜ୍ୟସଭାରେ ରେକର୍ଡ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉତ୍ତର

ବଜେଟ ଅଧିବେଶନର ପ୍ରଥମ ସପ୍ତାହରେ ରାଜ୍ୟସଭାରେ ଭଲ ପ୍ରଦର୍ଶନ । ଶତ ପ୍ରତିଶତ ପ୍ରଡକ୍ଟଭିଟି ରେକର୍ଡ । ଗୃହକାର୍ଯ୍ୟରେ ସହଯୋଗ ପାଇଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

୪.ପୂର୍ବତନ ମୁଖ୍ୟମନ୍ତ୍ରୀ ପତ୍ନୀଙ୍କ ବିତଣ୍ଡା ବୟାନ, ମୁମ୍ବାଇରେ ଛାଡପତ୍ରର କାରଣ ଟ୍ରାଫିକ ସମସ୍ୟା

ମୁମ୍ବାଇ ସହରରେ ଟ୍ରାଫିକ ସମସ୍ୟା ପାଇଁ ବଢୁଛି ଛାଡପତ୍ର । ଏପରି କିଛି ମନ୍ତବ୍ୟ ଦେଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ।

୫.ମୋହନ ମାଝୀଙ୍କ ନାଁରେ ଅଭିଯୋଗ, ବ୍ୟବସାୟୀଙ୍କ ଟଙ୍କା ଫେରାଉ ନାହାନ୍ତି ବିଧାୟକ

କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ସହରର ଜଣେ ପ୍ରତିଷ୍ଠିତ ଫର୍ଣ୍ଣିଚର ବ୍ୟବସାୟୀ ।

୬.ପୁଣି ବିଗିଡିଲା ସୁର ସାମ୍ରାଜ୍ଞୀଙ୍କ ସ୍ବାସ୍ଥ୍ୟାବସ୍ଥା

ପୁଣି ବିଗିଡିଲା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା । ପୁନର୍ବାର ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି ଯାଇଛି ।

୭.Panchayat polls: କ୍ୟାଲେଣ୍ଡରରେ ଜୁଲାଇ ମାସରେ ସ୍ବାଧୀନତା ଦିବସ ଲେଖି ଲୋକହସା ବିଜେଡି ପ୍ରାର୍ଥୀ

ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ନିର୍ବାଚନୀ କ୍ୟାଲେଣ୍ଡରରେ ସାଙ୍ଘାତିକ ତ୍ରୁଟି । ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ଦ୍ଵାରା ବଣ୍ଟା ଯାଉଥିବା ଏହି କ୍ୟାଲେଣ୍ଡରରେ ଚଳିତ ବର୍ଷ ସ୍ବାଧୀନତା ଦିବସ ଜୁଲାଇ ୪ ତାରିଖରେ ଦର୍ଶାଯାଇଛି ।

୮.ସ୍କୁଲରେ ବିଦ୍ୟାଦାତ୍ରୀଙ୍କ ଆରାଧନା: କୋଭିଡ କଟକଣାରେ ପୂଜା କରିଲେ ଛାତ୍ରଛାତ୍ରୀ

ଆଜି ପବିତ୍ର ଶ୍ରୀପଞ୍ଚମୀ । କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ପାଳନ ହେଇଛି ସରସ୍ୱତୀ ପୂଜା ।

୯. ହାଇଦ୍ରାବାଦରେ ମୋଦି, ଲୋକାର୍ପଣ କରିବେ Statue of Equality

ଆଜି ହାଇଦ୍ରାବାଦ ଗସ୍ତରେ ଆସି ୨ଟି ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି (Statue of Equality)ର କଲେ ଉଦଘାଟନ ।

୧୦.ଦେଶର ୨୫ ହଜାର ଗାଁରେ ନାହିଁ ମୋବାଇଲ ନେଟଓ୍ବର୍କ, ଆଗରେ ଓଡିଶା

ମୋବାଇଲ ସେବା ପହଞ୍ଚିନଥିବା ସର୍ବାଧିକ ସଂଖ୍ୟକ ଗାଁ ରହିଛି ଓଡ଼ିଶାରେ। ଦେଶରେ 25 ହଜାର 67ଟି ଗାଁରେ ମୋବାଇଲ ଓ ଇଣ୍ଟରନେଟ ସଂଯୋଗ ନାହିଁ। ସେଥିରେ ଓଡ଼ିଶାର ସର୍ବାଧିକ 6,099 ଗାଁ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.