ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 18, 2022, 5:02 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ସଂକ୍ରମଣକୁ ନେଇ ପୂର୍ବାନୁମାନ ଯୁକ୍ତିଯୁକ୍ତି ନୁହେଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଗତ 3 ଦିନ ହେଲା ରାଜ୍ୟରେ କୋଭିଡ ସଂକ୍ରମଣ ୧୦ରୁ ୧୧ ହଜାର ରହୁଛି । ଦୈନିକ ସଂକ୍ରମଣ ଆଗକୁ ବଢ଼ିବ କି ନ ବଢ଼ିବ, ସେନେଇ କୌଣସି ପୂର୍ବାନୁମାନ କରିହେବ ନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସଂକ୍ରମଣକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

2. ମା' ତାରିଣୀ କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: କଲେଜ ଅଧ୍ୟକ୍ଷ ଓ SDPOଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ନିର୍ବାଚନୀ ସଭା କରି ହଟହଟା ମହାକାଳପଡ଼ା ମା' ତାରିଣୀ କଲେଜ ଅଧ୍ୟକ୍ଷ ଓ ସାଲେପୁର SDPO । ସସପେଣ୍ଡ ଲାଗି ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ ।

3. JSW Project: ଢ଼ିଙ୍କିଆରେ ପୋଲିସ ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଗତସିଂହପୁର ଜିଲ୍ଲାର ଢିଙ୍କିଆରେ ଲୋକଙ୍କ ଉପରେ ପୋଲିସ ବର୍ବରତା ଓ ଲାଠି ଚାଳନାକୁ ବିରୋଧ କରି ଆରଡିସିଙ୍କୁ ଭେଟିଲା ମହାନଗର ନାଗରିକ ମଞ୍ଚ । ଢିଙ୍କିଆ ଅଞ୍ଚଳରେ ପୋଲିସ୍ ଆତଙ୍କରାଜ ବନ୍ଦ କରିବା ସହ ସେ ଅଞ୍ଚଳରୁ ପୋଲିସ୍ ପ୍ରତ୍ୟାହାର କରିବାକୁ ଦାବି କରଛି ମଞ୍ଚ ।

4. ନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି, ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 30 ଲକ୍ଷ

ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା କର୍ମଚାରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 30 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ।

5. ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଉପ ସେନାମୁଖ୍ୟ

ନୂତନ ସିଡିଏସ ଜେନରାଲ ନିଯୁକ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଭାରତ ସରକାର ମଙ୍ଗଳବାର ଭାରତୀୟ ସ୍ଥଳ ସେନାର ଉପ ସେନାମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ନିଯୁକ୍ତି ହେବା ନେଇ ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ।

6. Mission Dreams Miss India 2021: ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ, ପିନ୍ଧିଲେ ଦ୍ୱିତୀୟ ରନର୍ସଅପ ମୁକୁଟ

ସ୍ବପ୍ନର ନଗରୀ ମୁମ୍ବାଇରେ ଚମକ ଦେଖାଇଛନ୍ତି ଓଡ଼ିଆ ଝିଅ । ମିସ ଇଣ୍ଡିଆ ପରି ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଓ ରନର୍ସ-ଅପର ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ଢେଙ୍କାନାଳ ମାଟିର ଝିଅ ଜଗତଜିତା ଦାସ ।

7. Childhood Allergies: କିପରି କରିବେ ମୁକାବିଲା, ଜାଣନ୍ତୁ 5ଟି ଉପାୟ

ପିତାମାତା ଶିଶୁଙ୍କୁ ଆଲର୍ଜି ସମେତ ପ୍ରତ୍ୟେକ ଛୋଟ ବିପଦରୁ ରକ୍ଷା କରିବାକୁ ଚାହିଁଥାନ୍ତି । ତେଣୁ ବିଶେଷଜ୍ଞଙ୍କ ଦ୍ବାରା ସୁପାରିଶ କରାଯାଇଥିବା 5ଟି ଉପାୟ ଅଛି, ଯାହା ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ଆଲର୍ଜି ପରିଚାଳନା କରିବାରେ ସାହାଯ୍ୟ କରିବ ।

8. Investment Mantras: ଜାଣନ୍ତୁ ଅଧିକ ରିଟର୍ଣ୍ଣ ପାଇଁ କେଉଁଠି ଲଗାଇବେ ପଇସା ?

ନିଜ ସଞ୍ଚୟକୁ ସୁରକ୍ଷିତ ତଥା ଏହାକୁ ଡବଲ୍ କରିବା ଆଶାରେ ନିବେଶ ପ୍ରତି ଲୋକଙ୍କ ଚାହିଦା ବଢୁଛି । ମାର୍କେଟରେ ମଧ୍ୟ ନିବେଶର ଅନେକଗୁଡିକ ବିକଳ୍ପ ମୁଣ୍ଡ ଟେକିଛି । ଏପରିସ୍ଥଳେ କେଉଁଟି ସର୍ବୋକୃଷ୍ଟ ନିବେଶ ବିକଳ୍ପ ତାହାକୁ ନେଇ ଦ୍ବନ୍ଦରେ ପଡୁଛନ୍ତି ଲୋକେ । ଯଦି ଆପଣ ବି ଏନେଇ ଚିନ୍ତିତ ତେବେ ଜାଣିରଖନ୍ତୁ କେଉଁଠି କରିବେ ନିବେଶ ।

9. Dhanush Net Worth: କୋଟି କୋଟି ଟଙ୍କା ରୋଜଗାର କରନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ, ଝିଅ ବି କିଛି କମ୍‌ ନୁହେଁ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ଧନୁଷ-ଐଶ୍ବର୍ଯ୍ୟା 18 ବର୍ଷ ପରେ ଅଲଗା ହେବାକୁ ମନସ୍ଥ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ଦମ୍ପତିଙ୍କ ମୋଟ ସମ୍ପତ୍ତି ବିଷୟରେ ।

10. ହାତକୁ ଦୁଇ ହାତ ହେବେ କମେଡିଆନ ପ୍ରଜ୍ଞା, ସରିଲା ନିର୍ବନ୍ଧ

ହାତକୁ ଦୁଇ ହାତ ହେବେ ଓଡ଼ିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞା ରଞ୍ଜନ ଖଟୁଆ । ଅଭିନେତା ପ୍ରଜ୍ଞା ଖଟୁଆଙ୍କ ନିର୍ବନ୍ଧ ସରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.