ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 14, 2021, 5:04 PM IST

1.Sanjaya Das Burma PA death Case: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ଵ୍ୟକ୍ତି ଗତ ସହାୟକ ମୃତ୍ୟୁ ଘଟଣା । ପୁରୀ ଏସପିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର ।

2.New Wedding Guidelines In Bhubaneswar: DJ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ

ରାଜଧାନୀରେ ବିବାହ ଉତ୍ସବରେ ପୁଣି ଲାଗିଲା କଟକଣା । ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ । '

3.omicorn Scare: ଦିଲ୍ଲୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ୬କୁ ବଢିଲା ସଂଖ୍ୟା

ଦିଲ୍ଲୀରେ କୋଭିଡ ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ୪ଟି ନୂଆ ମାମଲା । ମୋଟ ଆକ୍ରାନ୍ତ ସଂଖ୍ୟା ୬କୁ ବୃଦ୍ଧି । ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ।

4.UP Politics: ଗଙ୍ଗାରେ ବୁଡ ପକାଇବାକୁ ଡରୁଛନ୍ତି ଯୋଗୀ କହିଲେ ଅଖିଳେଶ

ଗଙ୍ଗାକୁ ପରିଷ୍କାର କରିବାକୁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ହେଲେ ୟୁପି ସିଏମ ଜାଣିଛନ୍ତି ଗଙ୍ଗା ନଦୀ ଅପରିଷ୍କାର । ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ।

5.Chittaranjan Palai death case: BJD ଅପରାଧୀଙ୍କ ବଳ ପାଲଟିଛି କହିଲେ ଲେଖାଶ୍ରୀ

ପ୍ରେସମିଟରେ ବିଜେଡ଼ି ଉପରେ ବର୍ଷିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ବିଜେଡ଼ି ଅପରାଧୀଙ୍କ ବଳ ପାଲଟିଛି ବୋଲି ସେ କହିଛନ୍ତି ।

6.Congress SP Office Gherao: SP କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ଓ ଗଣଧାରଣା

ଯାଜପୁର ଜିଲ୍ଲା କଂଗ୍ରେସ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା

7.Niti Aayoga Vice Chairman Visit: ଓଡିଶା ଉଠାଇବ ଫୋକ୍‌ସ ଷ୍ଟେଟ ଦାବି

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଏହି ଗସ୍ତରେ ରାଜ୍ୟ ଫୋକ୍‌ସ ଷ୍ଟେଟ ଦାବି ଉଠାଇବ ବୋଲି ଜଣାପଡ଼ିଛି ।

8.BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବାକୁ ଅବସରପ୍ରାପ୍ତ ସରାକରୀ କର୍ମଚାରୀଙ୍କ ଦାବି

ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (Biju Swasthya Kalyan Yojana) ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

9.ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା

ମମିତା ମେହେର ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣା ପ୍ରତିବାଦରେ ବଲାଙ୍ଗୀରରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା।

10.BSKY ଯୋଜନାରେ ସାମିଲ ହେଲା ନୟାଗଡ ଜିଲ୍ଲା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ନୟାଗଡ । ଏଣିକି ସ୍ମାର୍ଟ ହେଲଥ କାର୍ଡରେ ସ୍ବାସ୍ଥ୍ୟ ସେବାର ସୁବିଧା ପାଇବେ ଜିଲ୍ଲାବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.