ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 8, 2021, 5:04 PM IST

1-Indian Army Chopper Crash: ତାମିଲନାଡୁରେ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତାମିଲନାଡୁ କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନା ହେଲିକପ୍ଟର । ପତ୍ନୀ ଓ ଅନ୍ୟାନ୍ୟ ସେନା ଅଧିକାରୀଙ୍କ ସହ ଯାତ୍ରା କରୁଥିଲେ CDS ବିପିନ ରାୱତ ।

2-IAF Chopper Crashed: ଆସନ୍ତୁ ଜାଣିବା ଋଷ ନିର୍ମିତ Mi-17V5 ହେଲିକପ୍ଟର ବିଷୟରେ

ସେନାର ହେଲିକପ୍ଟର Mi-17 V-5 କ୍ରାସ ହୋଇଛି । ତାମିଲନାଡୁର କୁନ୍ନୁର ନୀଳଗିରି ଅଞ୍ଚଳରେ କ୍ରାସ ହୋଇଛି ଏହି ହେଲିକପ୍ଟର । ତେବେ ଏହି ଦୁର୍ଘଟଣା ପରେ ହେଲିକପ୍ଟର Mi-17 V-5ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

3-Parboiled Rice Issue: ଉଷୁନା ଚାଉଳ ଉଠାଇବା ଜାରି ରଖିବା ପାଇଁ ଦାବିକଲା ବିଜେଡି

ଓଡ଼ିଶାରୁ ଭାରତୀୟ ଖାଦ୍ୟ ନିଗମ ଉଷୁନା ଚାଉଳ କିଣିବା ଜାରି ରଖିବା ପାଇଁ ଦାବି କରି କେନ୍ଦ୍ର ଖାଉଟି କଲ୍ଯାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳ ସାଂସଦ ।

4-Odisha Assembly Winter Session: ପୁଣି 4.32 ଯାଏଁ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଆରମ୍ଭ

ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ସପ୍ତମ ଦିନରେ ମଧ୍ୟ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ଧୋଇଗଲା ପ୍ରଶ୍ନକାଳ ସମେତ ଶୂନ୍ୟକାଳ ।

5-Online Education In Odisha: 71% ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ Smart Phone

ମହାମାରୀ କରୋନା ସଂକଟ ବେଳେ କେତେ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିଛନ୍ତି ? କେତେ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗେ ଶିକ୍ଷାଦାନ ଦିଆଯାଇଛି । କେତେ ଛାତ୍ରଛାତ୍ରୀଙ୍କ ପାଖେ ସ୍ମାର୍ଟ ଫୋନ ରହିଛି । ଆଜି ବିଧାନସଭାରେ ଏହି ପ୍ରଶ୍ନ କରିଛନ୍ତି ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ।

6-ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ: ନିଆଁରେ ଜଳୁଛି, ପାଣିରେ ଭାସୁଛି!

ଦୁର୍ଗମ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ ! ପିଡ଼ିଏସ ଚାଉଳରେ ମିଶିଛି ପ୍ଲାଷ୍ଟିକ ଚାଉଳ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଦହଡାମାଳ ଗାଁରୁ ।

7-ରାଜଧାନୀରେ ହିଟ୍ ଆଣ୍ଡ ରନ୍: ମାନସିକ ବିକାରଗ୍ରସ୍ତ ଉପରେ ଚଢିଗଲା ବସ

ଫାୟାର ଷ୍ଟେସନ ଛକରେ ଅଘଟଣ । ମାନସିକ ବିକାରଗ୍ରସ୍ତକୁ ଧକ୍କା ଦେବା ପରେ ଚଢାଇ ଦେଲା ବସ। ପୋଲିସର ତଦନ୍ତ ଆରମ୍ଭ ।

8-ପୁଅ ଭୁଲିଗଲା ସମ୍ପର୍କ, ଟଙ୍କା ପାଇଁ ମାଆକୁ ହତ୍ୟା

କେଇଟା ଟଙ୍କା ପାଇଁ ଜନ୍ମ କଲା ମାଆକୁ ହତ୍ୟା କରିବାକୁ ପଛେଇଲାନି ପୁଅ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଡ଼ଚଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

9-Germany New Chancellor: ଓଲାଫ ସ୍କୋଲଜ୍ ହେଲେ ଜର୍ମାନୀର ନୂଆ ଚାନସେଲର୍

ଓଲାଫ ସ୍କୋଲଜ୍ ହେଲେ ଜର୍ମାନୀର ନୂଆ ଚାନସେଲର । ଆଞ୍ଜେଲା ମୋର୍କେଲଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।

10-ସାଧାରଣ ଲୋକ ଓ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି: ସୋନିଆ ଗାନ୍ଧୀ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ସଂସଦୀୟ ବୈଠକକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି ସାଧାରଣ ଲୋକ ଓ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.