ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 9, 2021, 5:04 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଭୁବନେଶ୍ବରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

2.ଏଥର ବି ବନ୍ଦ ରହିବ ବାଲିଯାତ୍ରା

କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ କଟକ ବାଲିଯାତ୍ରା । ସୂଚନା ଦେଲେ କଟକ ଜିଲ୍ଲାପାଳ ।

3.Watch: ଟିମ ଇଣ୍ଡିଆକୁ କୋଚ୍‌ ଶାସ୍ତ୍ରୀଙ୍କ ଶେଷ ସମ୍ବୋଧନ

UAEରେ ICC ଇଭେଣ୍ଟରେ ବିଫଳତା ସତ୍ତ୍ବେ ଟିମ ଅତୀତରେ ହାସଲ କରିଥିବା ସମସ୍ତ ସଫଳତା ଓ ଲଢୁଆ ପ୍ରଦର୍ଶନ ପାଇଁ ଶାସ୍ତ୍ରୀ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ।

4. ସଞ୍ଜୟ ବାଙ୍ଗର ହେଲେ RCB ମୁଖ୍ୟ କୋଚ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL) ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ନୂଆ ମୁଖ୍ୟ କୋଚ୍‌ ହେଲେ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ।

5.ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବା ବେଳେ ସେଠାରେ ହୋଇଥିବା ସଭାରେ ଯୋଗ ଦେଇଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

6.ନଭେମ୍ବର ୧୫ରେ ରାଜ୍ୟବ୍ୟାପୀ ଧର୍ମଘଟକୁ ଓହ୍ଲାଇବ ଓଡିଶା ମୋଟର ଚାଳକ ସଂଘ

ସାମାଜିକ ସୁରକ୍ଷା, ଶ୍ରମ କାର୍ଡ ପ୍ରଦାନ, ବୀମା ଓ ପେନ୍‌ସନ ସୁବିଧା ଓ ରାତ୍ରି ବିଶ୍ରାମଗାର ସୁବିଧା ଯୋଗାଇଦେବା ଭଳି ବିଭିନ୍ନ ଦାବି ନେଇ ନଭେମ୍ବର ୧୫ ରେ ଧର୍ମଘଟ କରିବ ମୋଟର ଚାଳକ ସଂଘ ମିଳିତ ମଞ୍ଚ।

7.ଶିଶୁ ଓ ବରିଷ୍ଠଙ୍କ କୋରୋନା ସଂକ୍ରମଣ ସ୍ଥିତି ପ୍ରାୟ ସମାନ: RMRC

କୋରୋନା ସଂକ୍ରମଣକୁ ନେଇ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର(RMRC) ପକ୍ଷରୁ ସର୍ଭେ ହୋଇଥିଲା ।

8.ଆଜି ଆସୁଛନ୍ତି ଜଗନ, ଆନ୍ଧ୍ର ମନ୍ତ୍ରୀ କହିଲେ ଶୀଘ୍ର ହେଉ ସୀମା ବିବାଦ ସମାଧାନ

ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ । ତାଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପଲା ରାଜୁ ।

9.ବିଜେପି ନେତାଙ୍କ ବିସ୍ଫୋରକ ବୟାନ, କହିଲେ ବ୍ରାହ୍ମଣ ଓ ବଣିଆ ମୋ ପକେଟରେ

ବ୍ରାହ୍ମଣ ଓ ବଣିଆଙ୍କୁ ନିଜ ପକେଟରେ ରଖିଥିବା କହି ବିବଦୀୟ ହୋଇଛନ୍ତି ବିଜେପି ନେତା ପି ମୁରଲୀଧର ରାଓ । କ୍ଷମା ମାଗିବାକୁ କହିଲା କଂଗ୍ରେସ ।

10.ଝାରସୁଗୁଡାରେ ରେଳମନ୍ତ୍ରୀ, ଷ୍ଟେସନରେ ଚା’ ପିଇ କଲେ ସମୀକ୍ଷା

ଦୁଇ ଦିନିଆ ଝାରସୁଗୁଡା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି(ମଙ୍ଗଳବାର) ମନ୍ତ୍ରୀ ସହରର ସର୍ବପୁରାତନ ପୋଷ୍ଟ ଅଫିସ ସହିତ ରେଳ ଷ୍ଟେସନ ବୁଲି ଦେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.