ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 1, 2021, 5:06 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଏଥର ଦୀପାବଳୀରେ ଫୁଟିବ ବାଣ, ହାଇକୋର୍ଟ ଦେଲେ ସିଗନାଲ

ଆସିଲା ବଡ ରାୟ । ଦୀପାବଳୀରେ ବାଣ ଫୁଟାଇ ପାରିବେ ରାଜ୍ୟବାସୀ । ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ ।

2. ସୌମ୍ୟ ଆଉ ଟିକେଟ ପାଇବେନି, ଘରେ ହୋଇପାରେ ଭିଜିଲାନ୍ସ ରେଡ: ତାରା

ବିଧାୟକ ସୌମ୍ୟରଞ୍ଜନ ସମ୍ପାଦକୀୟରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକରେ ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରିଖିଛନ୍ତି ।

3. ସୌମ୍ୟଙ୍କ ଟାର୍ଗେଟରେ ଦିବ୍ୟଶଙ୍କର ! ପଢାଇଲେ ନୀତି-ନୈତିକତାର ପାଠ

ବିଗତ ଦିନର ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ତତକାଳୀନ ମନ୍ତ୍ରୀ ଅତନୁଙ୍କ କୌଣସି ଭୂମିକା ନଥିବା ସତ୍ତ୍ବେ ସେ ନୈତିକ ମୂଲ୍ୟବୋଧ ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ମଧ୍ୟ କୌଣସି ପ୍ରମାଣ ନଥାଇ ସେ ପଦ ଛାଡିଥିଲେ, ତେଣୁ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ବିରୋଧରେ ସମ୍ପୃକ୍ତି ଅଭିଯୋଗ ଆସୁଥିଲେ ସୁଦ୍ଧା ମନ୍ତ୍ରୀ ଇସ୍ତଫା ନଦେବା ଦ୍ବାରା କ'ଣ ବିଜେଡି ସରକାରରେ ୨ ପ୍ରକାର ମାପଦଣ୍ଡ ଲାଗୁ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

4. ମହିଳା ବେଶରେ ଆସି ମା-ଝିଅଙ୍କୁ ଛୁରାମାଡ, ପ୍ରେମ ବ୍ୟାପାର ସନ୍ଦେହ

ରାଜଧାନୀରେ ଭିନ୍ନ ଧରଣର ଆତଙ୍କରାଜ। ଲେଡିଜ ଡ୍ରେସରେ ଘରେ ପଶିଲେ ପଡୋଶୀ। ମା ଓ ଝିଅଙ୍କୁ ଛୁରାମାଡ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଶୈଳଶ୍ରୀବିହାରରେ ।

5. ବନ୍ଧୁକ ମୁନରେ 15 ଲକ୍ଷ ଟଙ୍କାର ଅଳଙ୍କାର ଲୁଟ

ବନ୍ଧୁକ ମୁନରେ 15 ଲକ୍ଷ ଟଙ୍କାର ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁର୍ଦଶନପୁର ପଞ୍ଚାୟତ ମାଛହାଟ ଛକ ନିକଟରେ ଘଟିଛି ଏଭଳି ଘଟଣା ।

6. ଅଖିଳେଶଙ୍କ ବଡ ଘୋଷଣା: ଲଢିବେନି ଆଗାମୀ ବିଧାନସଭା ନିର୍ବାଚନ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବେ ନାହିଁ ସପା ମୁଖ୍ୟ ଅଖିଲେଶ ଯାଦବ । ବିଧାନ ପରଷଦ ଜରିଆରେ ସଦନରେ ପହଞ୍ଚିବାର ରଣନୀତି ନେଇ ହେଉଛି ଚର୍ଚ୍ଚା ।

7. ଚରମ ଅବହେଳା; କୁକୁର କାମୁଡା ଇଞ୍ଜେକ୍ସନ ବଦଳରେ ଦେଲେ covid ଟିକା

କୁକୁର କାମୁଡା ଇଞ୍ଜେକ୍ସନ ବଦଳରେ ଜଣେ ବ୍ୟକ୍ତିଙ୍କୁ କୋରୋନା ଟିକା ଦେଲେ ଡାକ୍ତର । ସ୍ବାସ୍ଥ୍ଯ ସେବାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ ।

8. ପୁଅ ପାଇଁ ମା’ ଆଖିରେ ଲୁହ, ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ତପନ

ରୋଗ ଶଯ୍ୟାରେ ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ମା' ରମାମଣୀଙ୍କ ଆକୁଳ ନିବେଦନ ।

9. ଟି-୨୦ ମ୍ୟାଚରେ ଭାରତ ଖେଳିଲା ୫୪ ଡଟ୍‌ ବଲ, ଭାଗ୍ୟ ଭରସାରେ ସେମି ଟିକେଟ

ଆଇସିସି ଟି-୨୦ ବିଶ୍ବକପ ସୁପର ୧୨ ମ୍ୟାଚ୍‌ରେ ଭାରତର ଲଗାତାର ଦ୍ବିତୀୟ ପରାଜୟ ନା କେବଳ ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଦେଇଛି ବରଂ କୋଟିକୋଟି ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ଝଟ୍‌କା ଦେଇଛି ।

10. ଆସିଲା ଆକ୍ସନ ଡ୍ରାମା RRR ଝଲକ, ଏକ୍ସାଇଟେଡ ଫ୍ୟାନ୍ସ

ବହୁ ପ୍ରତିକ୍ଷିତ ଆକ୍ସନ ଡ୍ରାମା ଫିଲ୍ମ 'RRR' ମିଳିଲା ଝଲକ । ଫିଲ୍ମକୁ ନେଇ ଆହୁରି ଅଧିକ ଉତ୍ସାହିତ ହେଲେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.