ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ତାଜା ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 18, 2021, 5:07 PM IST

1. ସୋସିଆଲ ମିଡିଆରେ ଦୂତୀଙ୍କ ଚରିତ୍ର ସଂହାର ମାମଲା: ଡିଜିଙ୍କୁ ରିପୋର୍ଟ ମାଗିଲେ NHRC

ସୋସିଆଲ ମିଡିଆରେ ଧାବିକା ଦୂତୀ ଚାନ୍ଦଙ୍କ ଚରିତ୍ର ସଂହାର ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଦୂତୀ ଚାନ୍ଦଙ୍କ ଚରିତ୍ର ସଂହାର ମାମଲାରେ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ ।

2. ବଜ୍ର-ତ୍ରିଶୂଳ-ଭଦ୍ର-ଦଣ୍ଡ ମାଡରେ ସାବାଡ ହେବ ଚୀନ !

ସୀମା ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇସାରିଛି ବଜ୍ର, ତ୍ରିଶୂଳ, ଭଦ୍ର ଓ ଦଣ୍ଡ । ଏଣିକି ଡ୍ରାଗନକୁ ଏହି ସବୁ ଅସ୍ତ୍ରଶସ୍ତ୍ରରେ ଦୃଢ ଜବାବ ଦେବ ଭାରତୀୟ ସେନା ।

3. କୋଇଲା ସେସ୍‌ ବୃଦ୍ଧି ପାଇଁ ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସ ଷ୍ଟାଣ୍ଡିଂ କମିଟିର ସୁପାରିଶ

ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସର ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟ ସରକାରଙ୍କୁ କୋଇଲା ସେସ୍‌ ବୃଦ୍ଧି କରିବା ପାଇଁ କରାଗଲା ସୁପାରିଶ ।

4. ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟାଭାସ୍କରଙ୍କ ଘରେ ଚଢାଉ

ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟାଭାସ୍କରଙ୍କ ଘରେ ଚଢାଉ କରିଛି ଦୁର୍ନୀତି ନିବାରଣ ବିଭାଗ ।

5. କୋରାପୁଟରେ ପହଞ୍ଚିଲା ଓଡିଶା ଏଫସି ପ୍ରତିଭା ଅନ୍ବେଷଣ ଟିମ

ଜିଲ୍ଲାରେ ଅନେକ ଫୁଟବଲ ପ୍ରତିଭା ରହିଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ଖେଳିବାର ଦକ୍ଷତା ରଖିଛନ୍ତି । ଏହା ଓଡିଶା ଫୁଟବଲ କ୍ଲବର ଗ୍ରାସ୍‌ ରୁଟସ୍‌ ଟୁର୍‌ ମ୍ୟାନେଜର ସୁମନ ଦାସ କୋରାପୁଟ ଗସ୍ତ କରି ପ୍ରତିଭା ଚିହ୍ନଟ ବେଳେ କହିଛନ୍ତି ।

6. କୃଷକଙ୍କ MSP ଗ୍ୟାରେଣ୍ଟି ଦାବିପୂରଣ ହେଲେ ଆନ୍ଦୋଳନର ସମାଧାନ ହେବ: ସତ୍ୟପାଲ ମଲିକ

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏମଏସପି ଗ୍ୟାରେଣ୍ଟି ସମ୍ପର୍କରେ ଚାଷୀଙ୍କ ଦାବିକୁ ସମର୍ଥନ କରିଛନ୍ତି। ଯଦି କେନ୍ଦ୍ର ସରକାର ଗୋଟିଏ ଆଇନ୍ ମାଧ୍ୟମରେ ଏମଏସପି ଗ୍ୟାରେଣ୍ଟି ଦିଅନ୍ତି ତେବେ ତିନୋଟି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

7. ଅନୁଗୋଳରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ, ଚାଲିଛି ଶିକ୍ଷା ବିଭାଗର ପ୍ରସ୍ତୁତି

ଅନୁଗୋଳ ଜିଲ୍ଲାରେ ଖୋଲିବ ୨୪୯ଟି ହାଇସ୍କୁଲ ଏବଂ ୫୨୯ଟି ଅପଗ୍ରେଡ ହୋଇଥିବା ୟୁପି ଏମ୍ଇ‌ ସ୍କୁଲରେ ଅଷ୍ଟମ ଶ୍ରେଣୀ । ଏଥିସହିତ ଅପଗ୍ରେଡ ହୋଇଥିବା ହାଇସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ଚାଲିଛି ପ୍ରସ୍ତୁତି । SOPକୁ ମାନି କିଭଳି ବିଦ୍ୟାଳୟକୁ ପିଲା ଆସିବେ ସେନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

8. ଥାନାରୁ ମାତ୍ର ୧୦୦ମିଟର ଦୂରରେ ଚାଲିଛି ଜୁଆ ଖେଳ, ଭିଡିଓ ଭାଇରାଲ

ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଚାଲିଛି ଖୁଲମଖୁଲା ଜୁଆ ଖେଳ। ଜୁଆଡି ମାନେ ବାଜି ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

9. କଇଁଫୁଲ ତୋଳୁ ତୋଳୁ ଅଘଟଣ; ୨ ମୃତ, ଜଣେ ଗୁରୁତର

ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମରେ ଅଘଟଣ । ନଦୀକୁ କଇଁଫୁଲ ତୋଳିବାକୁ ଯାଇ ବୁଡିଗଲେ ୩ ବାଳକ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

10. ଟି-୨୦ ବିଶ୍ବକପ: ଆଜି ଅଭ୍ୟାସ ମ୍ୟାଚ୍‌ରେ ବିରାଟବାହିନୀର ଶକ୍ତି ପରୀକ୍ଷା

ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ବିରାଟ ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.