ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 10, 2021, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକଙ୍କ ପୁଅ ମୃତଦେହ

ରାଜଧାନୀ ପାତ୍ରପଡ଼ା ନମ୍ରକାନି ମନ୍ଦିର ନିକଟସ୍ଥ ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମୃତଦେହ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

2. ଆସିଲା PM-CARES ଗାଇଡଲାଇନ, କୋଭିଡରେ ପିତାମାତା ହରାଇଥିବା ଅସହାୟ ଶିଶୁ ହେବେ ସାମିଲ

5 ମାସ ପରେ ଆସିଲା PM-CARES ଗାଇଡଲାଇନ । ରାଜ୍ୟକୁ ଚିଠି ଲେଖି ଅବଗତ କରାଇଲା କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ। ସାମିଲ ହେବେ ଜନ୍ମରୁ ୧୮ ବୟସ ମଧ୍ୟରେ ପିତାମାତା ହରାଇଥିବା ପିଲା ।

3. ଟୀକାକରଣରେ ରାଜ୍ୟର ରେକର୍ଡ, ୨ ଲକ୍ଷ ଗର୍ଭବତୀ ନେଇସାରିଲେଣି ଟିକା

ମହାମାରୀ କୋଭିଡର ମୁକାବିଲା ପାଇଁ କଟକଣା ସହ ଗର୍ଭବତୀଙ୍କ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଫଳସ୍ବରୁପ ଏଯାବତ୍ ୩ କୋଟିରୁ ଉର୍ଦ୍ଧ୍ବ ଡୋଜ ନେଇଛନ୍ତି ରାଜ୍ୟବାସୀ ।

4. UGC NET 2021: ଅକ୍ଟୋବର 17ରେ ହେବନି ପରୀକ୍ଷା

ଆସନ୍ତା 17 ଅକ୍ଟୋବରରେ ହେବନି ୟୁଜିସି ନେଟ୍‌ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜାରି କରିଛି ନୂଆ ବିଜ୍ଞପ୍ତି ।

5. କୋଇଲା ପରିବହନରେ କଳା କାରନାମା, ଅଫିସର ଜାଣିଶୁଣି ଚୁପ

ଅନୁଗୋଳ ତାଳଚେରର MCL ଅନନ୍ତ ଖୋଲା କୋଇଲା ଖଣିରେ କୋଇଲା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ପରିବହନ ପାଇଁ ହୋଇଥିବା ନୋଟିସ ଇନଭାଇଟିଂ ଟେଣ୍ଡର (NIT)କୁ କର୍ତ୍ତୃପକ୍ଷ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛନ୍ତି । ଯାହାର ତଥ୍ୟ ଓ ପ୍ରମାଣ ଲାଗିଛି ଇଟିଭି ଭାରତ ହାତରେ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ....

6. ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ, ଗର୍ଭବତୀ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ । ଖବର ଶୁଣି ଆତ୍ମହତ୍ୟା ଉଦ୍ଯମ କଲେ ଗର୍ଭବତୀ ସ୍ତ୍ରୀ । ଡାକ୍ତରଖାନାରେ ଭର୍ତ୍ତି ସୂଚନା।

7. ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା, ଅନ୍ଧକାର ହୋଇଯିବ କି ଦିଲ୍ଲୀ ?

ଆଉ ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା । ଏହାପରେ ଅନ୍ଧାରରେ ବୁ଼ଡ଼ି ଯିବକି ରାଜଧାନୀ ଦିଲ୍ଲୀ ? ରାଜଧାନୀକୁ ବିଦ୍ୟୁତ୍ ଯୋଗାଉଥିବା ତାପଜ ବିଦ୍ୟୁତ କେନ୍ଦ୍ରରେ କେବଳ ଗୋଟିଏ ଦିନର କୋଇଲା ଗଚ୍ଛିତ ଅଛି ବୋଲି ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।

8. ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୫ରୁ ଉପକୂଳରେ ପ୍ରବଳ ବର୍ଷା

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ହେବାରେ ଲାଗିଛି । ଫଳରେ ଆସନ୍ତା ୧୫ ତାରିଖରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡି଼କରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ସୂଚନା ମିଳିଛି ।

9. ପୁରୁଷ ଟି-୨୦ ବିଶ୍ବକପରେ ପ୍ରଥମ ଥର ଲାଗୁ ହେବ ଏହି ନିୟମ

ଆଗାମୀ ବିଶ୍ବକପ ଟି-୨୦ ବିଶ୍ବକପ ୨୦୨୧ରେ ପ୍ରଥମ ଥର ପାଇଁ ଲାଗୁ ହେବ DRS ନିୟମ ।

10. ତୃତୀୟ ମହିଳା ଟି-୨୦: ଭାରତ ସାମ୍ନାରେ ଟାର୍ଗେଟ ୧୫୦

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.