ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 5PM ର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁTOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର ବର୍ତ୍ତମାନର ବଡ ଖବର
author img

By

Published : Aug 22, 2021, 5:00 PM IST

1.ରାଜ୍ୟରେ ଚିନ୍ତା ବଢାଉଛି ଶିଶୁ ସଂକ୍ରମଣ, ୮ ଦିନରେ ୧୦୦୦ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଚିନ୍ତା ବଢାଇବାରେ ଲାଗିଲାଣି ଶିଶୁ ସଂକ୍ରମଣ । ସରକାରୀ ତଥ୍ୟ ଅନୁସାର ଗତ ୮ଦିନରେ 948 ଶିଶୁ ହେଲେଣି ସଂକ୍ରମିତ ।

2.ଆଫଗାନ ଫେରନ୍ତାଙ୍କୁ ମାଗଣା Polio ଟିକା

ଆଫଗାନସ୍ତାନରୁ ଫେରୁଥିବା ନାଗରିକଙ୍କୁ ପୋଲିଓ ଓପିଭି ଓ ଏଫଆଇପିଭି ମାଗଣା ଟିକା ଲଗାଯାଇଛି ।

3.ଲାଗିବ କାଳିଆ ଡୋରି, ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ଆସନ୍ତାକାଲିଠୁ (ସୋମବାର) ରାଜ୍ୟବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ବଡଦାଣ୍ଡରେ ଜମିବ ଭିଡ ।

4.ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ରକ୍ଷା ବନ୍ଧନ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ପ୍ରସ୍ତୁତି ଶେଷ ।

5.ଲା ଗଣେଷନ ହେଲେ ମଣିପୁର ରାଜ୍ୟପାଳ

ଆଜି ମଣିପୁର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଷନଙ୍କୁ ନିଯୁକ୍ତ କରିଛନ୍ତି ।

6.୬ ଦିନିଆ କର୍ଣ୍ଣାଟକ ଗସ୍ତ ସାରି ଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି

୬ ଦିନିଆ କର୍ଣ୍ଣାଟକ ଗସ୍ତ ଶେଷ କରି ଦିଲ୍ଲୀ ଫେରିଲେ ଉପରାଷ୍ଟ୍ରପତି । ଗତ ୧୬ରେ କରିଥିଲେ କର୍ଣ୍ଣାଟକ ଗସ୍ତ ।

7.ଅଶ୍ଵିନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତକୁ କଂଗ୍ରେସର ବିରୋଧ, ପାଳିଲା ଜନ ଆକ୍ରୋଶ ଦିବସ

ଆଜି ବଲାଙ୍ଗୀର ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।

8.‘ଏବେ ଲୋକଙ୍କୁ ବୁଷ୍ଟର ଡୋଜର ଆବଶ୍ଯକତା ନାହିଁ ’

ଏବେ ଆଉ ଦେଶକୁ ବୁଷ୍ଟର ଡୋଜ ଦରକାର ନାହିଁ ବୋଲି କହିଛନ୍ତି ଦିଲ୍ଲୀ ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।

9.NH ଓ NHAI କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ରାଜ୍ୟରେ କ୍ରମାନ୍ବୟନ ହେଉଛି ଜାତୀୟ ରାଜପଥ ପ୍ରକଳ୍ପ । ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

10. କଲ୍ୟାଣ ସିଂଙ୍କ ବିୟୋଗରେ ଦିିନିକିଆ ଶୋକ ପାଳିବ ଉତ୍ତରାଖଣ୍ଡ

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ଦେହାନ୍ତରେ ଦିନିକିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.