ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 5 ପିଏମ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 21, 2021, 5:05 PM IST

1.ପୁଣି ରଥଯାତ୍ରା ବିବାଦ, ରଥ ଉପରେ ସେଲ୍ଫି ନେଇ ଚର୍ଚ୍ଚାରେ ଦୁଇ ଯୁବକ

ରଥ ଉପରେ ସେଲ୍ଫି ନେଲେ ୨ ଯୁବକ । ନନ୍ଦିଘୋଷ ଓ ତାଳଧ୍ଵଜ ରଥ ଉପରେ ଦୁଇଜଣ ଯୁବକ ସେଲ୍ଫି ନେଇ ସୋସିଆଲ ସାଇଟରେ ଅପଲୋଡ୍ କରିଛନ୍ତି ।

2.ନନ୍ଦନକାନନରେ ନୂଆ ଅତିଥି; 2 ସିଂହ ଶାବକକୁ ଜନ୍ମ ଦେଲା ବିଜଲି

ଦୀର୍ଘ ଦିନ ପରେ ଏସିଆଟିକ ଲାୟନ (asiatic lion) 2 ଶାବକ ଜନ୍ମ ନେଇଛନ୍ତି । ବିଜଲି ସିଂହୀ 2 ଶାବକଙ୍କୁ ଜନ୍ମ ଦେଇଛି ।

3.ଚାଷ ଜମି ଫାଟି ଆଁ: ବିହନ ପରେ ପାଣି ସମସ୍ୟା, ଉପୁଜିଛି ମରୁଡି ସ୍ଥିତି !

କରୋନା କଟକଣାରେ ଜୀବନ ଜୀବିକା ବିପଦରେ ପଡିଥିବା ବେଳେ ଧାନ ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ହତାଶ । ନିଅଣ୍ଟିଆ ବର୍ଷା ପାଇଁ ଉପୁଜିଛି ମରୁଡି ସ୍ଥିତି ।

4.ନ୍ୟୁ ଜେନେରେସନ ଆକାଶ ମିସାଇଲ ପରୀକ୍ଷଣ

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର 3ନଂ ଲଞ୍ଚପ୍ୟାଡ଼ରୁ ଉତ୍‌କ୍ଷେପଣ ହେଲା ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲ ।

5.MCL କର୍ମଚାରୀଙ୍କ ଉପରେ ଚଢିଗଲା ଟ୍ରକ, ଖଣ୍ଡ ବିଖଣ୍ତିତ ହୋଇଗଲା ମୃତଦେହ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ହାତୀଲୁଚାଣି ଏନଏଚ-୫୩ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି ।

6.ବାଗ ଦେଖାଉଥିଲା ନାଗ, ବାଟ ଓଗାଳି ମାଲିକ ଜୀବନ ବଞ୍ଚାଇଲା ବିଲେଇ

ମାଲିକର ଜୀବନ ବଞ୍ଚାଇଲା ବିଲେଇ । ୩୦ ମିନିଟ୍ ଧରି ନାଗ ସହ କଲା ଯୁଦ୍ଧ ।

7.ସତଓ୍ବାରୀରେ ପୁଣି ଉଡିଲା ଡ୍ରୋନ, ବଢିଲା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ କାଶ୍ମୀରର ସତଓ୍ବାରୀ ଅଞ୍ଚଳରେ ପୁଣି ଉଡିଲା ଡ୍ରୋନ । ସତଓ୍ବାରୀ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ ଉଡୁଥିବାର ଦେଖିଛି ସୁରକ୍ଷାବାହିନୀ ।

8.ସର୍ତ୍ତ ପୂରଣ ହେଲେ କାର୍ଯ୍ୟକ୍ଷମ ହେବ ସୂତାକଳ, ଦାବି ରଖିଲା ଶ୍ରମିକ ସଙ୍ଘ

ସୁବର୍ଣ୍ଣପୁର ବାଲାଜୀ ଗଣପତି ସୂତାକଳ କାର୍ଯ୍ୟକ୍ଷମକୁ ନେଇ ଶ୍ରମିକ ସଙ୍ଘର ସର୍ତ୍ତ । ସର୍ତ୍ତ ପୂରଣ ହେଲେ କାର୍ଯ୍ୟକ୍ଷମ ହେବ ସୂତାକଳ ।

9.ମାରିଦେଲା ମୟୂର, ନିଜେ ମରି ଯୁବକଙ୍କ ନେଇଗଲା ଜୀବନ

ମୟୂର ପାଇଁ ଜଣେ ସ୍କୁଟିଆରୋହୀ ଅକାଳରେ ପ୍ରାଣ ହରାଇଛନ୍ତି ।

10.ଚହରଙ୍କ ଚମତ୍କାର ପ୍ରଦର୍ଶନ, ୨-୦ରେ ଭାରତର ସିରିଜ ସିଲ

ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଲା ଟିମ ଇଣ୍ଡିଆ । ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କାକୁ 3 ୱିକେଟରେ ପରାସ୍ତ କରି ୨-୦ ରେ ସିରିଜ କବଜା କରି ନେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.