ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 15, 2021, 5:17 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.କାଶୀକୁ ‘ରୁଦ୍ରାକ୍ଷ’ ଭେଟି; ପ୍ରାଚୀନ ସହରରେ ସାଂସ୍କୃତିକ ସମୃଦ୍ଧିର ଝଲକ

ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ସମ୍ମିଳନୀ କେଦ୍ର 'ରୁଦ୍ରାକ୍ଷ' ହେଉଛି ପ୍ରାଚୀନ ସହର କାଶୀର ସାଂସ୍କୃତିକ ସମୃଦ୍ଧିର ଝଲକ । ଏହି ସେଣ୍ଟରରେ ଲାଗିଛି 108ଟି ଋଦ୍ରାକ୍ଷ ।

2.ରାଜ୍ୟର 5 ଜିଲ୍ଲାରେ ମରୁଡି ଆଶଙ୍କା: କୃଷି ମନ୍ତ୍ରୀ

ରାଜ୍ୟରେ 5 ଜିଲ୍ଲାରେ ମରୁଡି ସ୍ଥିତି ସୃଷ୍ଚି ହେବା ନେଇ ଆଶଙ୍କା ପ୍ରକାଶ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ । କହିଲେ ସ୍ବାଭାବିକ ପରିମାଣର ବର୍ଷା ନ ହେଲେ ଗ୍ରହଣ କରିବୁ ଆପତ୍ତିକାଳୀନ ବ୍ୟବସ୍ଥା ।

3.କେରଳରେ Zika virus ଆତଙ୍କ: ଆଉ 5 ଆକ୍ରାନ୍ତ ଚିହ୍ନଟ

କେରଳରେ ଆଉ 5 ନୂଆ ଜିକା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ଆଜିର ନୂଆ 5 ଆକ୍ରାନ୍ତଙ୍କୁ ମିଶାଇ କେରଳରେ ଜିକା ଭାଇରସ ସଂଖ୍ୟା 28କୁ ବୃଦ୍ଧି ହୋଇଛି ।

4.ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ ।

5.+2 ସିଟ୍‌ ବୃଦ୍ଧି ପ୍ରସଙ୍ଗ; ଜୁଲାଇ 20 ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା

ଯୁକ୍ତ ଦୁଇ ସିଟ ବୃଦ୍ଧି ପ୍ରସଙ୍ଗ । ଜୁଲାଇ 20 ତାରିଖ ସୁଦ୍ଧା ଆଗ୍ରହୀ ଜୁନିଅର କଲେଜ ଗୁଡିକର ସିଟ୍‌ ବୃଦ୍ଧି ନେଇ ଆବେଦନ କରିବେ ।

6.ଭୋପାଳରେ ଆକାଶ ଛୁଆଁ ପେଟ୍ରୋଲ ଦର, ଲିଟର ପ୍ରତି 109 ଟଙ୍କା

ଭୋପାଳରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ପିଛା 109 ଟଙ୍କାରେ ବିକ୍ରି ହେଉଛି ।

7.ଜମ୍ମୁରେ CDS ଜେନେରାଲ ବିପିନ ରାୱତ; ଜୈସଲମେର ସ୍ଥଳସେନା ପ୍ରମୁଖ

ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ରାଜସ୍ଥାନ ପୋଖରନ ଗସ୍ତରେ ଯାଇ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବୋଫର୍ସ, ଧନୁଷ, ଭଳି ସ୍ବଦେଶୀ ବନ୍ଧୁକ ଚାଳନାର ମକଡ୍ରିଲ ଦେଖିଛନ୍ତି ।

8.‘ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ଚାଷୀ’

ଦାବି ପୂରଣ ପାଇଁ ଆସନ୍ତା 19ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦ ବାହାରେ ଚାଷୀ ସଂଗଠନ ଶାନ୍ତି ଆନ୍ଦୋଳନ କରିବେ ।

9.ସୁଧୁରୁଛି ପ୍ରଦୀପ୍ତ ଓ ବିଷ୍ଣୁଙ୍କ ସ୍ବାସ୍ଥ୍ୟବସ୍ଥା, ଖୁବ ଶୀଘ୍ର ହୋଇପାରନ୍ତି ଡିସଚାର୍ଜ

ଉଭୟ ବିରୋଧୀ ଦଳ ନେତା ଏବଂ ଉପନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଅଳ୍ପଦିନ ମଧ୍ୟରେ ଡିସଚାର୍ଜ ହେବା ନେଇ ଏମ୍ସ ସୁପରିଟେଣ୍ଡଣ୍ଟଙ୍କ ପକ୍ଷରୁ ସୂଚନା ।

10.Ind vs Eng: କାଉଣ୍ଟି ଏକାଦଶ ବିପକ୍ଷରେ ଟିମ ଇଣ୍ଡିଆର ଅଭ୍ୟାସ ମ୍ୟାଚ୍‌

ଜୁଲାଇ 20ରୁ କାଉଣ୍ଟି ଚମ୍ପିଆନସିପ ଏକାଦଶ ବିପକ୍ଷରେ 4 ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.