ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 12, 2021, 5:04 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ଓଲିଙ୍କୁ ଝଟକା, ଶେର ବାହାଦୁରଙ୍କୁ PM କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

କେପି ଶର୍ମା ଓଲିଙ୍କୁ ପଦରୁ ହଟାଇ ଶେର ବାହାଦୁର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ ଆଦେଶ ଦେଇଛନ୍ତି ନେପାଳ ସୁପ୍ରିମକୋର୍ଟ ।

2.ବାଲି ରଥରେ ବିରାଜମାନ ମହାପ୍ରଭୁ, ସମ୍ଭବ କଲେ ସୁଦର୍ଶନ

ପବିତ୍ର ରଥଯାତ୍ରା ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ କ୍ଷୁଦ୍ର ବାଲି ରଥ କରିଛନ୍ତି । ଯାହାର ଉଚ୍ଚତା ମାତ୍ର 6.2 ଇଞ୍ଚ। ଏହି ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି।

3.କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ

ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ନିର୍ମାଣ ଲାଗି ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

4.ଅନ୍ଧାରରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଛାତ୍ରଛାତ୍ରୀମାନେ ତାଲିମ ନେବା ପରେ ବି ସଠିକ ପରୀକ୍ଷା ଫଳ ପ୍ରକାଶ କରୁ ନ ଥିବା ଅଭିଯୋଗ କରିଛନ୍ତି।

5.ଜନଶୂନ୍ୟ ବଡଦାଣ୍ଡ; ଭକ୍ତକୁ ନ ପାଇ କାନ୍ଦୁଛି ଜଗା

ମୁଁ ବଡଦାଣ୍ଡ ନଗଲି ନାହିଁ ତୁମେ ବଡଦାଣ୍ଡରେ କର ତୁମ ବଡଯାତ୍ରା । ଭକ୍ତ ବିନା ଘର୍ଘର ନାଦ କରି ଗଡୁ ନନ୍ଦିଘୋଷ । ଅକ୍ଷୁର୍ଣ୍ଣ ରହୁ କାଳ କାଳକୁ ତୁମର ଏହି ଳୀଳା । ତୁମେ ଚାହିଁଲେ ନାଶ ହେବ ମହାମାରୀ ।

6.19ରୁ ସଂସଦର ମୌସୁମୀ ଅଧିବେଶନ, ବସିବ 19 କାର୍ଯ୍ୟଦିବସ

19 ଜୁଲାଇରୁ ଆସନ୍ତାମାସ 14 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।

7.ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହେଲା ଉତକ୍ଷେପଣ ।

8.RATH YATRA: ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ DG

ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ପୁରୀରେ ହୋଇଛି । ତେବେ ରଥ ଯାତ୍ରାରେ ପୋଲିସ ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି।

9.ବାଇକକୁ ପିଟିଲା ବୋଲେରୋ, 2 ମୃତ

ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଜଡ଼ାମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକ୍କା ଦେଇଛି ବୋଲେରୋ ।

10.EURO 2020; ଇଂଲଣ୍ଡ ସ୍ବପ୍ନ ଧୂଳିସାତ; 53 ବର୍ଷ ପରେ ଟ୍ରଫି ହାତେଇଲା ଇଟାଲୀ

1968 ପରେ ପ୍ରଥମ ଥର ପାଇଁ 53 ବର୍ଷ ପରେ ବିଜୟୀ ହୋଇଛି ଇଟାଲୀ । ପେନାଲ୍ଟି ସୁଟଆଉଟରେ 3-2ରେ ପରାସ୍ତ କରି ଟାଇଟେଲ ଜିତିଛି ଇଟାଲୀ । ଏହା ତାର ଦ୍ବିତୀୟ ବିଜୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.