ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 26, 2021, 7:03 PM IST

Updated : Jun 26, 2021, 9:10 PM IST

1.ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅବକାରୀ SI ଙ୍କ ଗିରଫ ଦାବିରେ ସାମ୍ବାଦିକ ସଂଘର ଧାରଣା

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ନୟାଗଡ ଥାନା ସମ୍ମୁଖରେ ଧାରଣାରେ ସାମ୍ବାଦିକ ସଂଘ । ତୁରନ୍ତ ଗିରଫ ଦାବି କରିଛି ସାମ୍ବାଦିକ ସଂଘ ।

2.‘ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମଣ, ସ୍ଥିତି ଦେଖି ନିଆଯାଉଛି ପଦକ୍ଷେପ ’

ସ୍ବାସ୍ଥ୍ଯ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମଣ ହାର । ସଂକ୍ରମଣ ହାର ଅଧିକ ଥିବା ସ୍ଥାନରେ ନିଆଯାଉଛି ସ୍ବତନ୍ତ୍ର ପଦକ୍ଷେପ ।
3.କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ 25% ଟିକା ଅନୁଦାନ ହରାଇବ ରାଜ୍ୟ, ହର୍ଷବର୍ଦ୍ଧନଙ୍କୁ ନବ ଦାସଙ୍କ ଚିଠି

କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ 25 % ଟିକା କିଣିପାରିବେ ।

4.୩ ପ୍ରତିଶତ କମ୍ ରହିଛି ମୌସୁମୀ ବର୍ଷା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

୧ ଜୁନରୁ ୨୬ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୬୯.୬ ମି.ମି ବର୍ଷା ଅନୁଭୂତ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୭୫.୩ ମି.ମି ଠାରୁ ୩ ପ୍ରତିଶତ କମ ରହିଛି ।

5.ଟିକା ଡୋଜ ବ୍ୟବଧାନ ବୃଦ୍ଧି ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ଅବଧି କେନ୍ଦ୍ର ସରକାର ବାରମ୍ବାର ପରିବର୍ତ୍ତନ କରୁଛନ୍ତି ।
6.ଅଯୋଧ୍ୟା ଉପରେ ମୋଦିଙ୍କ ବଡ ବୈଠକ, ବିକାଶ ପାଇଁ ରଖିଲେ ଭିଜନ

ଅଯୋଧ୍ୟାର ବିକାଶକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକାଶ କାର୍ଯ୍ୟରୁ ପ୍ରତିଭାଶାଳୀ ଯୁବକଙ୍କ କୌଶଳର ଲାଭ ଉଠାଇବାକୁ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ।

7.ପୁଣି ବଢ଼ିଲା ପାନ-ଆଧାର ଲିଙ୍କ ଅବଧି, ଜାଣନ୍ତୁ କିଭଳି କରିବେ

ବଢିଲା ପାନ-ଆଧାର ଲିଙ୍କ ଅବଧି । କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପାନ-ଆଧାର ଲିଙ୍କ ଅବଧିକୁ 3 ମାସ ବଢାଇଛନ୍ତି । ଜାଣନ୍ତୁ କିଭଳି କରିବେ ଲିଙ୍କ..

8.ବିହାରରେ ବର୍ଷା ତାଣ୍ଡବ, 19 ମୃତ

ବିହାରରେ ଲାଗି ରହିଛି ପ୍ରବଳ ବର୍ଷା । ବଜ୍ରପାତ ଯୋଗୁଁ ରାଜ୍ୟରେ 19 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଲୋକଙ୍କୁ ସତର୍କ ରହିବାକୁ ନିବେଦନ କଲା ପାଣିପାଗ ବିଭାଗ ।

9.ସୂତାଖିଅରେ ଝୁଲୁଛି ଦୂତୀଙ୍କ ଅଲମ୍ପିକ ଆଶା, ଆହତ ସତ୍ତ୍ବେ ଦୌଡିବେ

ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପରେ ଦୂତୀଙ୍କ ପାଖରେ ଟୋକିଓ ଟିକେଟ ହାସଲ କରିବାକୁ ଶେଷ ସୁଯୋଗ ରହିଛି ।
10.ଶ୍ରୀଜେସ, ଦୀପିକାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ

ଭାରତୀୟ ପୁରୁଷ ହକି ଟିମର ଗୋଲ୍‌କିପର ପିଆର ଶ୍ରୀଜେସ ଓ ପୂର୍ବତନ ଭାରତୀୟ ମହିଳା ହକି ଟିମ ଖେଳାଳି ଦୀପିକାଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି ହକି ଇଣ୍ଡିଆ ।

Last Updated : Jun 26, 2021, 9:10 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.