ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 20, 2021, 5:03 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ତରଳିବ କି ରାଜନୀତିର ବରଫ ? ପାୱାର କରିଡରରେ କାଶ୍ମୀର ଚର୍ଚ୍ଚା

ଜିରୋ ଡିଗ୍ରୀର ତୁଷାର ଚାଦରରେ ଢାଙ୍କି ହୋଇ ରହୁଥିବା ଜମ୍ମୁ କାଶ୍ମୀରରେ ବଢିଛି ତାତି । ଆଉ ପୁଣି ଥରେ କୌଣସି ବଡ ପରିବର୍ତ୍ତନ ହେବା ନେଇ ପାୱାର କରିଡରରେ ଚାଲିଛି ଚର୍ଚ୍ଚା ।

2.ରାଜଧାନୀରେ ସେକ୍ସ ରାକେଟ, ଭିଜିଟିଂ କାର୍ଡ଼ରେ ଥିଲା ଗେଷ୍ଟହାଉସ ଏଣ୍ଟ୍ରି

ରାଜଧାନୀରେ ସେକ୍ସ ରାକେଟ ଠାବ । ଲକ୍ଷ୍ମୀସାଗର ଥାନା ବୁଧେଶ୍ବରୀ କଲୋନୀର ପ୍ଲଟ ନମ୍ବର ୨୬ରେ ଚାଲିଥିଲା କାରବାର। ଜଣେ କେନ୍ଦ୍ରାପଡାର ଯୁବତୀଙ୍କୁ ଉଦ୍ଧାର କରିବା ସହ ଗଞ୍ଜାମର 2 ଜଣ ଓ ଶୈଳଶ୍ରୀ ବିହାରର ଗେଷ୍ଟ ହାଉସ ମାଲିକଙ୍କୁ ମିଶାଇ ମୋଟ ତିନିଜଣଙ୍କୁ ଗିରଫ କରିଛି ପୋଲିସ।

3.9 ବର୍ଷ ହେବ ଏକାକରି ଚାଲିଗଲେ ବାପା, କଲମ ଛାଡ଼ି ଲଙ୍ଗଳ ଧରିଲା ଆଦିବାସୀ ଝିଅ

ବାପା ଚାଲିଯିବା ପରେ କଲମ ଛାଡି ଲଙ୍ଗଳ ଧରିଛନ୍ତି ମାଲକାନଗିରିର ସୋମେ ମାଡି । ପରିବାର ପ୍ରତିପୋଷଣ ସାଙ୍ଗକୁ ପାଠପଢିବା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଅସହାୟ ପରିବାର ।

4.ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ଲୋକଙ୍କୁ କରାଯିବ ସଚେତନ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ରାଜ୍ୟରେ ଟୀକାକରଣ ଜାରି ରହିଥିବାବେଳେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଲୋକମାନେ ଟୀକାକରଣକୁ ନେଇ ଭୟଭୀତ ନହୋଇ ଟିକା ନେବେ ସେନେଇ କରାଯିବ ସଚେତନତା କାର୍ଯ୍ୟକ୍ରମ ।

5.ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ, ଶ୍ବଶୁରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ

ଶ୍ବଶୁର ଘର ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ । ଶୋଇଥିବାବେଳେ ଶ୍ବଶୂରକୁ ପିଟିପିଟି ହତ୍ୟା କଲା ଜ୍ବାଇଁ ।

6.ଜୁଲାଇ 11 ରୁ ଚାରିଧାମ ଯାତ୍ରା ଆରମ୍ଭ, ଭକ୍ତଙ୍କ ପାଇଁ ରହିଛି ଏହି ନିୟମ

ଉତ୍ତରାଖଣ୍ଡରେ କୋରୋନା ବିପର୍ଯ୍ୟୟ ଜାରି ରହିଥିବା ବେଳେ ଚାରିଧାମ ଯାତ୍ରା ସମ୍ବନ୍ଧରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଜୁଲାଇ 11 ରୁ ଚାରିଧାମ ଯାତ୍ରା କରିପାରିବେ ଭକ୍ତ।

7.ଜମି ବିବାଦକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ, ଜଣେ ମୃତ 6 ଆହତ

ବଲାଙ୍ଗୀରରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଆହତ ହୋଇଛନ୍ତି ।

8.ଓଡ଼ିଶା-ମୋ ପରିବାର ସଂଯୋଜକ ସୁବାଷ ମହାରାଣାଙ୍କୁ ଅକ୍ଷୟ କୁମାରଙ୍କ କୃତଜ୍ଞତା ପତ୍ର

ଓଡ଼ିଶା-ମୋ ପରିବାର ସଂଯୋଜକ ସୁବାଷ ମହାରାଣାଙ୍କୁ ସୁପରଷ୍ଟାର ଅକ୍ଷୟ କୁମାରଙ୍କ କୃତଜ୍ଞତା ପତ୍ର । ଓଡ଼ିଶାରେ ରହୁଥିବା ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପରିବାରକୁ ସହଯୋଗ କରିଥିବାରୁ ସୁବାଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଅକ୍କି ।

9.କୋହଲିଙ୍କ ଟେଷ୍ଟ ଡେବ୍ୟୁକୁ ଦଶ ବର୍ଷ

ଜୁନ୍‌ 20, 2011 । ଜାମାଇକାର କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟରେ ଡେବ୍ୟୁ କରିଥିଲେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ।

10.WTC ଫାଇନାଲ: ଆରମ୍ଭରୁ ବିରାଟ ଝଟକା, କୋହଲି ଆଉଟ

କ୍ୟାପଟେନ ବିରାଟ କୋହଲି 44 ରନ୍‌ରେ ଆଉଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.