1. ଆସନ୍ତା 16ରୁ ଖୋଲିବ ଦେଶର ସବୁ ଐତିହ୍ୟସ୍ଥଳୀ
କୋରୋନା କାରଣରୁ ବନ୍ଦ ସମସ୍ତ ଐତିହ୍ୟ ସ୍ମାରକକୁ ଏବେ ଖୋଲିବା ନେଇ ନିଆଯାଇଛି ନିଷ୍ପତ୍ତି ।
2. ଗୁଜୁରାଟ ବିଧାନସଭା ନିର୍ବାଚନରେ AAP ର ଏଣ୍ଟ୍ରି, ପଟିଦାର ଉପରେ କରିପାରେ ଗୋଟିଚାଳନା
3. ପହିଲି ରଜ: ଘରେ ରହି ପାଳୁଛନ୍ତି ରାଜଧାନୀବାସୀ
ଲକଡାଉନ କଟକଣାରେ ମଧ୍ୟ ରାଜଧାନୀରେ ଜୋରସୋରରେ ଚାଲିଛି ଗଣପର୍ବ ରଜ ମଉଜ ।
4. କଟକଣା ମଧ୍ୟରେ OTDC ରେ ରଜ ଉତ୍ସବ
କୋରୋନା କଟକଣା ମଧ୍ୟରେ ପାଳିତ ହେଉଛି ପହିଲି ରଜ । ଓଟିଡିସି ପକ୍ଷରୁ ପ୍ରତିବର୍ଷ ରଜ ପ୍ରସ୍ତୁତି କରାଯାଇଥାଏ ।
5. ରଜ ମଉଜରେ ତାଲା, ଘରେ ସଜବାଜ
ଆଜି ରଜ ଉତ୍ସବ । ଘରେ ଘରେ ପିଠା ପଣାର ଆସର ।
6. ଖୋର୍ଦ୍ଧାରେ ରଜ ଫିକା, ନାହିଁ ପୂର୍ବବର୍ଷ ଭଳି ଉତ୍ସାହ
କୋରୋନା କଟକଣା ଯୋଗୁ ଫିକା ପଡିଛି କୁଆରୀଙ୍କ ବଡ଼ ପର୍ବ ରଜ ଉତ୍ସବ । ଖୋର୍ଦ୍ଧାରେ ଦେଖିବାକୁ ମିଳୁନି ଉତ୍ସାହ ।
7. କେନ୍ଦ୍ରର ଦରଦାମ ନୀତି ମହଙ୍ଗା: ଯୋଗାଣ ମନ୍ତ୍ରୀ
8. ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ USA ଯିବେ ରଜନୀକାନ୍ତ
ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଆମେରିକା ଯିବେ ସୁପରଷ୍ଟାର ରଜନୀକାନ୍ତ ।
9. କଠିନ ପରିଶ୍ରମ ବଳରେ ଡାନ୍ସରରୁ ସାଜିଥିଲେ ସୁପରଷ୍ଟାର, ରହସ୍ୟଘେରରେ ମୃତ୍ୟୁ
ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବୁକ ନଜର ଆସିଲେ ସମସ୍ତେ ।
10. ଟି20 ବିଶ୍ବକପ: ଟାକ୍ସ ରିହାତି ବୈଠକ, ମୁମ୍ବାଇ ପହଞ୍ଚିଲେ BCCI ବସ୍